ଭି ଅନାମିକା
ଦେଖଣା
ଭି ଅନାମିକା | |
---|---|
ଜନ୍ମ ଓ ଜନ୍ମସ୍ଥାନ | ଅନାମିକା ୧୨ ମାର୍ଚ୍ଚ, ୧୯୭୫ ଚେନ୍ନାଇ, ତାମିଲନାଡୁ |
ବୃତ୍ତି | ପାରମ୍ପାରିକ କଳାକାର |
ଭାଷା | ତାମିଲ, ହିନ୍ଦୀ, ତେଲୁଗୁ, ଇଂରାଜୀ |
ଜାତୀୟତା | ଭାରତୀୟ |
ନାଗରିକତା | ଭାରତୀୟ |
ଶିକ୍ଷା | ଚିତ୍ର ଓ ଛାପାଚିତ୍ରରେ ସ୍ନାତ୍ତକୋତ୍ତର |
ଶିକ୍ଷାନୁଷ୍ଠାନ | ସରକାରୀ ଚିତ୍ରକଳା ମହାବିଦ୍ୟାଳୟ, ଚେନ୍ନାଇ, ଏଗମୋର୍, ଚେନ୍ନାଇ. |
ବିଷୟ | (ଚିତ୍ରକଳା ଓ ଛାପାଚିତ୍ର) |
ପୁରସ୍କାର | ୫୫ତମ ଜାତୀୟ ଲଳିତ କଳା ଏକାଡ଼େମୀ ସମ୍ମାନ ଦି ଚାର୍ଲସ୍ ୱାଲେସ୍ ଇଣ୍ଡିଆ ଟ୍ରଷ୍ଟ୍ ଆୱାର୍ଡ୍ ଭିଦିଟିଂ ଆର୍ଟିଷ୍ଟ ଆୱାର୍ଡ- ଏଡ଼ିନବର୍ଗ ପ୍ରିଣ୍ଟମେକର ଷ୍ଟୁଡ଼ିଓ କନିଷ୍ଠତମ କଳାକାର ପାଇଁ ଲଳିତ କଳା ଏକାଡ଼େମୀ ବୃତ୍ତି ଆୱାର୍ଡ ଅଫ୍ ଏକ୍ସିଲେନସ୍, ୟାଲି ଫାଉଣ୍ଡେସନ୍ |
ଭି ଅନାମିକା ତାମିଲନାଡୁ ନୀଳାଙ୍କରାଇରେ ଜନ୍ମ ହୋଇଥିବା ଜଣେ ପାରମ୍ପରିକ ଚିତ୍ରକାର । ସେ ପ୍ରସିଦ୍ଧ ଚିତ୍ରକାର ଶ୍ରୀ ଏସ୍. ଧନପାଲଙ୍କ ଛାତ୍ରୀ । ସେ ୧୯୯୯ରେ ଚେନ୍ନାଇର ସରକାରୀ ଚିତ୍ରକଳା ମହାବିଗ୍ୟାଳୟରୁ ସ୍ନାତ୍ତକୋତ୍ତର ପାଇଥିଲେ । ନିଜର ପ୍ରଯୁକ୍ତି କୌଶଳ ବଢ଼ାଇବା ପାଇଁ ସେ ୨୦୦୫ରେ ସରକାରୀ ସଂଗ୍ରହାଳୟରୁ ସଂଗ୍ରହ ଉପରେ ଏକ କୋର୍ସ କରିଥିଲେ ।୨୦୦୬ରେ ଭ୍ରାମ୍ୟମାଣ ଛାତ୍ରୀ ରୂପେ ସ୍କଟଲ୍ୟାଣ୍ଡର ଏଡ଼ିନବର୍ଗ ପ୍ରିଣ୍ଟମେକରସ୍ ଷ୍ଟୁଡ଼ିଓରୁ ଜାପାନୀ ଉଡ୍ ବ୍ଲକ୍ ପେଣ୍ଟିଂ ଶିକ୍ଷା କରିବା ପାଇଁ ଯାଇଥିଲେ ।[୧]
ସମ୍ମାନ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Edinburgh Printmakers - Buy Art Online, Art courses online and more". www.edinburghprintmakers.co.uk. Retrieved 2016-05-14.