ଭି ଅନାମିକା

ଉଇକିପିଡ଼ିଆ‌ରୁ
ଭି ଅନାମିକା
ଭି ଅନାମିକା
ଜନ୍ମ ଓ ଜନ୍ମସ୍ଥାନଅନାମିକା
୧୨ ମାର୍ଚ୍ଚ, ୧୯୭୫
ଚେନ୍ନାଇ, ତାମିଲନାଡୁ
ବୃତ୍ତିପାରମ୍ପାରିକ କଳାକାର
ଭାଷାତାମିଲ, ହିନ୍ଦୀ, ତେଲୁଗୁ, ଇଂରାଜୀ
ଜାତୀୟତାଭାରତୀୟ
ନାଗରିକତାଭାରତୀୟ
ଶିକ୍ଷାଚିତ୍ର ଓ ଛାପାଚିତ୍ରରେ ସ୍ନାତ୍ତକୋତ୍ତର
ଶିକ୍ଷାନୁଷ୍ଠାନସରକାରୀ ଚିତ୍ରକଳା ମହାବିଦ୍ୟାଳୟ, ଚେନ୍ନାଇ, ଏଗମୋର୍, ଚେନ୍ନାଇ.
ବିଷୟ(ଚିତ୍ରକଳା ଓ ଛାପାଚିତ୍ର)
ପୁରସ୍କାର୫୫ତମ ଜାତୀୟ ଲଳିତ କଳା ଏକାଡ଼େମୀ ସମ୍ମାନ
ଦି ଚାର୍ଲସ୍ ୱାଲେସ୍ ଇଣ୍ଡିଆ ଟ୍ରଷ୍ଟ୍ ଆୱାର୍ଡ୍
ଭିଦିଟିଂ ଆର୍ଟିଷ୍ଟ ଆୱାର୍ଡ- ଏଡ଼ିନବର୍ଗ ପ୍ରିଣ୍ଟମେକର ଷ୍ଟୁଡ଼ିଓ
କନିଷ୍ଠତମ କଳାକାର ପାଇଁ ଲଳିତ କଳା ଏକାଡ଼େମୀ ବୃତ୍ତି
ଆୱାର୍ଡ ଅଫ୍ ଏକ୍ସିଲେନସ୍, ୟାଲି ଫାଉଣ୍ଡେସନ୍

ଭି ଅନାମିକା ତାମିଲନାଡୁ ନୀଳାଙ୍କରାଇରେ ଜନ୍ମ ହୋଇଥିବା ଜଣେ ପାରମ୍ପରିକ ଚିତ୍ରକାର । ସେ ପ୍ରସିଦ୍ଧ ଚିତ୍ରକାର ଶ୍ରୀ ଏସ୍. ଧନପାଲଙ୍କ ଛାତ୍ରୀ । ସେ ୧୯୯୯ରେ ଚେନ୍ନାଇର ସରକାରୀ ଚିତ୍ରକଳା ମହାବିଗ୍ୟାଳୟରୁ ସ୍ନାତ୍ତକୋତ୍ତର ପାଇଥିଲେ । ନିଜର ପ୍ରଯୁକ୍ତି କୌଶଳ ବଢ଼ାଇବା ପାଇଁ ସେ ୨୦୦୫ରେ ସରକାରୀ ସଂଗ୍ରହାଳୟରୁ ସଂଗ୍ରହ ଉପରେ ଏକ କୋର୍ସ କରିଥିଲେ ।୨୦୦୬ରେ ଭ୍ରାମ୍ୟମାଣ ଛାତ୍ରୀ ରୂପେ ସ୍କଟଲ୍ୟାଣ୍ଡର ଏଡ଼ିନବର୍ଗ ପ୍ରିଣ୍ଟମେକରସ୍ ଷ୍ଟୁଡ଼ିଓରୁ ଜାପାନୀ ଉଡ୍ ବ୍ଲକ୍ ପେଣ୍ଟିଂ ଶିକ୍ଷା କରିବା ପାଇଁ ଯାଇଥିଲେ ।[୧]

ସମ୍ମାନ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Edinburgh Printmakers - Buy Art Online, Art courses online and more". www.edinburghprintmakers.co.uk. Retrieved 2016-05-14.