ଭାରତୀୟ ରିଜର୍ଭ ବ୍ୟାଙ୍କ
ଦେଖଣା
Headquarters | ଶହୀଦ ଭଗତ ସିଂହ ମାର୍ଗ ମୁମ୍ବାଇ, ମହାରାଷ୍ଟ୍ର |
---|---|
Coordinates | 18°55′58″N 72°50′13″E / 18.932679°N 72.836933°E |
Established | ଅପ୍ରେଲ 1, 1935 |
ଗଭର୍ଣ୍ଣର | ରଘୁରାମ ରାଜନ |
Currency | ଭାରତୀୟ ମୁଦ୍ରା |
Reserves | US$311.86 billion [୧] |
Bank rate | 9.00% [୨] |
Interest on reserves | 4.00%(market determined)[୩] |
Website | www.rbi.org.in/ |
ଏହା ଭାରତ ସରକାରଙ୍କର ସର୍ବୋଚ୍ଚ ଅର୍ଥନୈତିକ ନିୟନ୍ତ୍ରଣକାରୀ ସଂସ୍ଥା ଅଟେ । ଭାରତରେ ଅର୍ଥନୈତିକ ଉନ୍ନତି, ସୁଧାର ଓ ସୁରୁଖୁରୁରେ ଚାଲିବା ପାଇଁ ଏହା ବିଭିନ୍ନ ନିୟମ ପ୍ରଣୟନ କରେ । ଏହା ନିଜ ଅଧୀନରେ ଥିବା ବିଭିନ୍ନ ମୁଦ୍ରଣ ସଂସ୍ଥା ସାହାଯ୍ୟରେ ଆବଶ୍ୟକ ଅନୁଯାୟୀ ନୂଆ ମୁଦ୍ରା ଛପାଇ ବଜାରକୁ ଛାଡିଥାଏ । ଏହା ଦେଶରେ ଥିବା ସମସ୍ତ ସରକାରୀ, ବେସରକାରୀ ଓ ଅନ୍ତର୍ଜାତୀୟ ବ୍ୟାଙ୍କମାନଙ୍କ ପାଇଁ ନିୟମ ପ୍ରଣୟନ କରିଥାଏ ।
ଇତିହାସ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ Reserve Bank of India. Rbi.org.in (2005-02-07). Retrieved on 2014-05-21.
- ↑ Reserve Bank of India - India's Central Bank. Rbi.org.in. Retrieved on 2014-05-21.
- ↑ as on May 9th 2014
ବାହାର ତଥ୍ୟ
[ସମ୍ପାଦନା]ଉଇକିମିଡ଼ିଆ କମନ୍ସରେ ଭାରତୀୟ ରିଜର୍ଭ ବ୍ୟାଙ୍କ
ବାବଦରେ ମାଧ୍ୟମ ରହିଛି ।