"ସିମେଇ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Psubhashish (ଆଲୋଚନା | ଅବଦାନ) |
Psubhashish (ଆଲୋଚନା | ଅବଦାନ) No edit summary |
||
୧ କ ଧାଡ଼ି: | ୧ କ ଧାଡ଼ି: | ||
{{Wiktionary}} |
{{Wiktionary|Vermicelli}} |
||
⚫ | |||
'''ସେମିଆ''' ବା '''ସିମେଇ''' (ଭର୍ମିସେଲି/Vermicelli) ({{IPA-en|ˌvɜrmɨˈtʃɛli}}, {{IPA-it|vermiˈtʃɛlli|lang}}, ଆକ୍ଷରିକ ଅର୍ଥ, "ଛୋଟ ପୋକ") [[ମଇଦା]]ରୁ ତିଆରି ଏକ ରନ୍ଧାହୋଇପାରିବା ଭଳି ଖାଦ୍ୟ । ଏଥିରୁ [[ଖିରି]], [[ପଲଉ]] ଆଦି ତିଆରି କରାଯାଇଥାଏ । ଏହା ଏକ ପ୍ରକାରର [[ପାସ୍ତା]] ଓ [[ସ୍ପାଗେଟି]] ଠାରୁ ସରୁ ।<ref>{{Cite web |

| last = |
| last = |
||
୨୩ କ ଧାଡ଼ି: | ୨୪ କ ଧାଡ଼ି: | ||
*ସିମେଇ [[ଖିରି]]: ଏହ ଏକ ପ୍ରକାର [[ଖିରି]] ଯାହା ସିମେଇରେ ଚିନି, [[କେଶର]], [[କିସମିସ]] ଆଦି ପକାଇ ତିଆରି କରାଯାଇଥାଏ । |
*ସିମେଇ [[ଖିରି]]: ଏହ ଏକ ପ୍ରକାର [[ଖିରି]] ଯାହା ସିମେଇରେ ଚିନି, [[କେଶର]], [[କିସମିସ]] ଆଦି ପକାଇ ତିଆରି କରାଯାଇଥାଏ । |
||
*ସିମେଇ/ସେମିଆ ଖେଚେଡ଼ି/ପଲଉ: ଏହା ସିମେଇ, [[ଗାଜର]], [[କ୍ୟାପ୍ସିକମ]], [[ପିଆଜ]] ଆଦି ପକାଇ ଓଡ଼ିଆ ରାନ୍ଧଣା ପ୍ରଣାଳୀରେ ତିଆରି କରାଯାଇଥାଏ । |
*ସିମେଇ/ସେମିଆ ଖେଚେଡ଼ି/ପଲଉ: ଏହା ସିମେଇ, [[ଗାଜର]], [[କ୍ୟାପ୍ସିକମ]], [[ପିଆଜ]] ଆଦି ପକାଇ ଓଡ଼ିଆ ରାନ୍ଧଣା ପ୍ରଣାଳୀରେ ତିଆରି କରାଯାଇଥାଏ । |
||
⚫ | |||
==ଦ୍ରଷ୍ଟବ୍ୟ== |
==ଦ୍ରଷ୍ଟବ୍ୟ== |
||
{{reflist}} |
{{reflist}} |
||
୧୫:୩୨, ୧ ଜୁଲାଇ ୨୦୧୧ ଅନୁସାରେ କରାଯାଇଥିବା ବଦଳ
ସେମିଆ ବା ସିମେଇ (ଭର୍ମିସେଲି/Vermicelli) (ଇଂରାଜୀ ଉଚ୍ଚାରଣ: /ˌvɜrmɨˈtʃɛli/, Italian: [vermiˈtʃɛlli], ଆକ୍ଷରିକ ଅର୍ଥ, "ଛୋଟ ପୋକ") ମଇଦାରୁ ତିଆରି ଏକ ରନ୍ଧାହୋଇପାରିବା ଭଳି ଖାଦ୍ୟ । ଏଥିରୁ ଖିରି, ପଲଉ ଆଦି ତିଆରି କରାଯାଇଥାଏ । ଏହା ଏକ ପ୍ରକାରର ପାସ୍ତା ଓ ସ୍ପାଗେଟି ଠାରୁ ସରୁ ।[୧]
ଇଟାଲିରେ ଇତିହାସ
୧୪ଶ ଶତକରେ ଇଟାଲିରେ ସରୁ ସରୁ ସ୍ପାଗେଟି ସବୁ ବ୍ୟବହାର କରାଯାଉଥିଲା ଯାହାକୁ ସେଠାକାର ଭାଷାରେ ମାଷ୍ଟର ରେଗିଓ ଏମିଲିଆ (Reggio Emilia)ର ବାର୍ଣ୍ଣବା ଦା ଋଇଟିନିସ (Master Barnaba da Reatinis)ଙ୍କ ମତରେ ଟସ୍କାନ ସିମେଇ (vermicelli)କୁ ବୋଲୋନେ (Bologne) ରେ ଓରାଟି (orati), ଭେନିସରେ ମିନୁଟେଲି (minutelli), ରେଜିଓରେ ଫର୍ମିଣ୍ଟିନି (fermentini) ଓ "ମାନ୍ତୁଆ (Mantua)"ରେ ପାଙ୍କାଡେଲି (pancardelle) କୁହାଯାଏ[୨]
ଏସିଆରେ ଇତିହାସ
ଦକ୍ଷିଣ ଏସିଆରେ ଏହା ବହୁଳ ଭାବରେ ଖିଆଯାଇଥାଏ ଯାହା ଇଟାଲିରେ ଖିଆଯାଉଥିବା ଭର୍ମିସେଲି ଠାରୁ ଅଲଗା । ଏହା ସେମୋଲିନାରୁ ତିଆରି ହୋଇଥିଲା ବେଳେ ଇଟାଲୀୟ ଭର୍ମିସେଲି ଡରଡମ ଚୂନା (Durum)ରୁ ତିଆରି । ଏଥିରୁ ତିଆରି ଖାଇବାକୁ ଓଡ଼ିଆରେ ସିମେଇ/ସେମିଆ, ହିନ୍ଦୀ ଓ ଉର୍ଦ୍ଦୁରେ ସେବାଇ କୁହାୟାଏ । ଗୁଜୁରାଟୀରେ "ସେବ", କନ୍ନଡ଼ରେ "ସାବିଗେ" କୁହାଯାଇଥାଏ ।
ରନ୍ଧା ଖାଦ୍ୟ
- ସିମେଇ ଖିରି: ଏହ ଏକ ପ୍ରକାର ଖିରି ଯାହା ସିମେଇରେ ଚିନି, କେଶର, କିସମିସ ଆଦି ପକାଇ ତିଆରି କରାଯାଇଥାଏ ।
- ସିମେଇ/ସେମିଆ ଖେଚେଡ଼ି/ପଲଉ: ଏହା ସିମେଇ, ଗାଜର, କ୍ୟାପ୍ସିକମ, ପିଆଜ ଆଦି ପକାଇ ଓଡ଼ିଆ ରାନ୍ଧଣା ପ୍ରଣାଳୀରେ ତିଆରି କରାଯାଇଥାଏ ।
ଦ୍ରଷ୍ଟବ୍ୟ
- ↑ "Pasta Shapes". National Pasta Association. Retrieved 2010-12-03.
{{cite web}}
: Cite has empty unknown parameter:|coauthors=
(help) - ↑ Professional Pasta website