"ଧଉଳି" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Psubhashish (ଆଲୋଚନା | ଅବଦାନ) ଟିକେ Reverted edits by Ashish (talk) to last revision by Zephyrmaten |
Psubhashish (ଆଲୋଚନା | ଅବଦାନ) No edit summary |
||
୫ କ ଧାଡ଼ି: | ୫ କ ଧାଡ଼ି: | ||
ଏଠାରେ ଥିବା ୬କ ଶିଳାଲେଖର [[ଅଶୋକ]] ପୁରା ପୃଥିବୀର ମଙ୍ଗଳ ପାଇଁ ସେ ହାତକୁ ନେଇଥିବା ସବୁ କାମ ଉପରେ ଲେଖାଯାଇଛି । ପଥରରେ ତିଆରି କରାଯାଇଥିବା ହାତୀ ଯାହା ଏହି ଶିଳାଲେଖ ଉପରେ ଅଛି ତାହା ତାହା ଅନେକ ଦିନ ଆଗରୁ ତିଆରି କରାଯାଇଥିବା ଓଡ଼ିଶାର ବ୍ଔଧ କୀର୍ତ୍ତି । ଏହାର ବିଶେଷତା ହେଉଛି, ଏହି ହାତୀ ବୁଦ୍ଧଙ୍କ ଶିଷ୍ୟମାନଙ୍କ ପାଇଁ ଖୋଦ ବୁଦ୍ଧଙ୍କୁ ହିଁ ସୂଚାଏ । ଅଶୋକ ଏହି ଜାଗାରେ କଳିଙ୍ଗ ଯୁଦ୍ଧ ଲଢିବା ପରେ ହଜାର ହଜାର ଲୋକଙ୍କ ମରଣ ତାଙ୍କୁ ଶାନ୍ତି ଆଡକୁ ବାଟଦେଖାଇଥିଲା ବୋଲି ବିଶ୍ଵାସ କରାଯାଏ । ତେବେ ଏହା ଏବେ ବି ଏକ ସବୁ ଗବେଷକ ମାନଙ୍କ ଦେଇ ଗ୍ରହଣ କରାଯାଇନାହିଁ, କିଛି ଗବେଷକ ଅଶୋକଙ୍କ ସମୟରେ ହୋଇଥିବା କଳିଙ୍ଗ ଯୁଦ୍ଧ ତାଙ୍କୁ ପ୍ରଭାବିତ କରିନଥିଲା ବୋଲି ଯୁକ୍ତି ବାଢନ୍ତି । |

<ref>http://www.indiavideo.org/text/maurya-dynasty-kalinga-war-ashoka-49.php </ref>କଳିଙ୍ଗ ଯୁଦ୍ଧ ଓ ଅଶୋକଙ୍କ ଉପରେ ତାହାର ପ୍ରଭାବ |
<ref>http://www.indiavideo.org/text/maurya-dynasty-kalinga-war-ashoka-49.php </ref>କଳିଙ୍ଗ ଯୁଦ୍ଧ ଓ ଅଶୋକଙ୍କ ଉପରେ ତାହାର ପ୍ରଭାବ |
||
। ସେ |
। ସେ ବୌଧ ଧରମକରେ ନିଜକୁ ବଦଳାଇପବା ପରେ ଅନେକ ବ୍ଔଧ ସ୍ତୁପ, ସ୍ତମ୍ଭ ଗଢାଇଥିଲେ |
||
<ref>[http://www.dhauli.net/ ଧଉଳି, ଓଡ଼ିଶା]</ref> |
<ref>[http://www.dhauli.net/ ଧଉଳି, ଓଡ଼ିଶା]</ref> |
||
। ସାଧରଣ ଲୋକଙ୍କ ପାଇଁ ସେ 'ଦଣ୍ଡନୀତି' ଲାଗୁକରାଇଥିଲେ । ଜାପାନ ବୁଦ୍ଧ |
। ସାଧରଣ ଲୋକଙ୍କ ପାଇଁ ସେ 'ଦଣ୍ଡନୀତି' ଲାଗୁକରାଇଥିଲେ । ଜାପାନ ବୁଦ୍ଧ ସଙ୍ଘ ଓ କଳିଙ୍ଗ ବୁଦ୍ଧ ସଙ୍ଘର ମିଳିତ ଚେଷ୍ଟାରେ ଧଉଳି ପାହାଡ ଉପରେ ଏକ ଶାନ୍ତି ସ୍ତୁପ ତୋଳାଯାଇଛି ୧୯୭୦ରେ ଯାହା ଗବେଷକ ମାନଙ୍କ ପାଇଁ ଏକ ବିଶେଷ ଜାଗା । |
||
ଓଡ଼ିଶାରେ ଥିବା ବାକି |
ଓଡ଼ିଶାରେ ଥିବା ବାକି ବୌଧ କୀର୍ତି: |
||
# |
#ବୌଧ ଜିଲାରେ ଅନେକ ଜାଗାରେ ବୌଧ କୀରତିମାନ ଅଛି, ବିଶ୍ଵାସ କରାଯାଏ ଯେ ବୁଦ୍ଧଙ୍କ ନାଆଁରୁ ବୌଧ/ବଉଦ ଏହି ଜିଲାର ନାଆଁ ଦିଆଯାଇଛି । |
||
#ଖଣ୍ଡଗିରି, [[ଭୁବନେଶ୍ୱର]] |
#ଖଣ୍ଡଗିରି, [[ଭୁବନେଶ୍ୱର]] |
||
#ଉଦୟଗିରି, ଭୁବନେଶ୍ୱର |
#ଉଦୟଗିରି, ଭୁବନେଶ୍ୱର |
||
୧୮ କ ଧାଡ଼ି: | ୧୮ କ ଧାଡ଼ି: | ||
#ଜଉଗଡ, ଗଞ୍ଜାମରେ ଥିବା ଅଶୋକଙ୍କ ଶିଳାଲେଖ |
#ଜଉଗଡ, ଗଞ୍ଜାମରେ ଥିବା ଅଶୋକଙ୍କ ଶିଳାଲେଖ |
||
== |
==ବୌଧ ଧରମର ଶ୍ରେଣୀବିଭାଗ== |
||
*ଥେରବାଦ |
*ଥେରବାଦ |
||
*ମହାଯାନ |
*ମହାଯାନ |
୧୮:୫୪, ୧୩ ଅପ୍ରେଲ ୨୦୧୧ ଅନୁସାରେ କରାଯାଇଥିବା ବଦଳ
ଧଉଳି ପାହାଡ ଦୟା ନଇ କୂଳରେ ଅଛି । ଏହା ରାଜଧାନୀ ଭୁବନେଶ୍ୱର ଠାରୁ ୮ କିମି ଦୁରରେ ଅଛି । ଏହି ପାହାଡର ପଥର ଉପରେ ଓଡ଼ିଆ ଭାଷାରେ ଅଶୋକଙ୍କ ଶିଳାଲେଖ ଅଛି । ଏହା ହେଉଛି ସେହି ଜାଗା ଯେଉଁଠାରେ କଳିଙ୍ଗ ଯୁଦ୍ଧ ହୋଇଥିଲା ।
ଇତିହାସ
ଏଠାରେ ଥିବା ୬କ ଶିଳାଲେଖର ଅଶୋକ ପୁରା ପୃଥିବୀର ମଙ୍ଗଳ ପାଇଁ ସେ ହାତକୁ ନେଇଥିବା ସବୁ କାମ ଉପରେ ଲେଖାଯାଇଛି । ପଥରରେ ତିଆରି କରାଯାଇଥିବା ହାତୀ ଯାହା ଏହି ଶିଳାଲେଖ ଉପରେ ଅଛି ତାହା ତାହା ଅନେକ ଦିନ ଆଗରୁ ତିଆରି କରାଯାଇଥିବା ଓଡ଼ିଶାର ବ୍ଔଧ କୀର୍ତ୍ତି । ଏହାର ବିଶେଷତା ହେଉଛି, ଏହି ହାତୀ ବୁଦ୍ଧଙ୍କ ଶିଷ୍ୟମାନଙ୍କ ପାଇଁ ଖୋଦ ବୁଦ୍ଧଙ୍କୁ ହିଁ ସୂଚାଏ । ଅଶୋକ ଏହି ଜାଗାରେ କଳିଙ୍ଗ ଯୁଦ୍ଧ ଲଢିବା ପରେ ହଜାର ହଜାର ଲୋକଙ୍କ ମରଣ ତାଙ୍କୁ ଶାନ୍ତି ଆଡକୁ ବାଟଦେଖାଇଥିଲା ବୋଲି ବିଶ୍ଵାସ କରାଯାଏ । ତେବେ ଏହା ଏବେ ବି ଏକ ସବୁ ଗବେଷକ ମାନଙ୍କ ଦେଇ ଗ୍ରହଣ କରାଯାଇନାହିଁ, କିଛି ଗବେଷକ ଅଶୋକଙ୍କ ସମୟରେ ହୋଇଥିବା କଳିଙ୍ଗ ଯୁଦ୍ଧ ତାଙ୍କୁ ପ୍ରଭାବିତ କରିନଥିଲା ବୋଲି ଯୁକ୍ତି ବାଢନ୍ତି । [୧]କଳିଙ୍ଗ ଯୁଦ୍ଧ ଓ ଅଶୋକଙ୍କ ଉପରେ ତାହାର ପ୍ରଭାବ । ସେ ବୌଧ ଧରମକରେ ନିଜକୁ ବଦଳାଇପବା ପରେ ଅନେକ ବ୍ଔଧ ସ୍ତୁପ, ସ୍ତମ୍ଭ ଗଢାଇଥିଲେ [୨] । ସାଧରଣ ଲୋକଙ୍କ ପାଇଁ ସେ 'ଦଣ୍ଡନୀତି' ଲାଗୁକରାଇଥିଲେ । ଜାପାନ ବୁଦ୍ଧ ସଙ୍ଘ ଓ କଳିଙ୍ଗ ବୁଦ୍ଧ ସଙ୍ଘର ମିଳିତ ଚେଷ୍ଟାରେ ଧଉଳି ପାହାଡ ଉପରେ ଏକ ଶାନ୍ତି ସ୍ତୁପ ତୋଳାଯାଇଛି ୧୯୭୦ରେ ଯାହା ଗବେଷକ ମାନଙ୍କ ପାଇଁ ଏକ ବିଶେଷ ଜାଗା ।
ଓଡ଼ିଶାରେ ଥିବା ବାକି ବୌଧ କୀର୍ତି:
- ବୌଧ ଜିଲାରେ ଅନେକ ଜାଗାରେ ବୌଧ କୀରତିମାନ ଅଛି, ବିଶ୍ଵାସ କରାଯାଏ ଯେ ବୁଦ୍ଧଙ୍କ ନାଆଁରୁ ବୌଧ/ବଉଦ ଏହି ଜିଲାର ନାଆଁ ଦିଆଯାଇଛି ।
- ଖଣ୍ଡଗିରି, ଭୁବନେଶ୍ୱର
- ଉଦୟଗିରି, ଭୁବନେଶ୍ୱର
- ରତନଗିରି, ଯାଜପୁର
- ଲଳିତଗିରି, ଯାଜପୁର
- ଜଉଗଡ, ଗଞ୍ଜାମରେ ଥିବା ଅଶୋକଙ୍କ ଶିଳାଲେଖ
ବୌଧ ଧରମର ଶ୍ରେଣୀବିଭାଗ
- ଥେରବାଦ
- ମହାଯାନ
- ବଜ୍ରଯାନ
- ସହଜଯାନ
ଦ୍ରଷ୍ଟବ୍ୟ
ବାହାର ଲିଙ୍କ
http://www.dhauli.net/ ଧଉଳି, ଓଡ଼ିଶା