"ନୀର୍ଜା ଭନୋଟ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Saileshpat (ଆଲୋଚନା | ଅବଦାନ) |
ବନାନ ଶୁଦ୍ଧି |
||
୧୩ କ ଧାଡ଼ି: | ୧୩ କ ଧାଡ଼ି: | ||
ହରିଶ ଭାନୋଟ |
ହରିଶ ଭାନୋଟ |
||
| awards = [[Neerja Bhanot#Awards|Full List]] |
| awards = [[Neerja Bhanot#Awards|Full List]] |
||
}}'''ନୀରଜା |
}}'''ନୀରଜା ଭନୋଟ''' (ପଞ୍ଜାବୀ: ਨੀਰਜਾ ਭਨੋਟ; ହିନ୍ଦୀ: नीरजा भनोट; ୭ ସେପ୍ଟେମ୍ବର ୧୯୬୩ - ୫ ସେପ୍ଟେମ୍ବର ୧୯୮୬)<ref name="TheTribune">{{Cite news|last=Vij|first=Illa|date=13 November 1999|work=[[The Tribune (Chandigarh)|The Tribune]]|title=Brave in life, brave in death|url=http://www.tribuneindia.com/1999/99nov13/saturday/head10.htm|publisher=Tribune Trust}}</ref><ref name=":0">{{Cite news|url=http://timesofindia.indiatimes.com/city/bengaluru/I-saw-Neerja-being-shot-in-the-head/articleshow/51034521.cms|title='I saw Neerja being shot in the head' - Times of India|newspaper=The Times of India|access-date=2016-12-03}}</ref> ପାନ ଆମେରିକାନ ଓୟାର୍ଲ୍ଡ ଏୟାରଓୟେଜରେ ସେବିକା ଥିଲେ। ୧୯୮୬ ମସିହାରେ ୫ ଜଣ ଆତଙ୍କବାଦୀଙ୍କଠୁ ୧୦୦ ଜଣ ୟାତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ସେ ଗୁଳି ଖାଇଥିଲେ । Pan Am Flight 73ଟି ଆତଙ୍କବାଦୀଙ୍କ ଦ୍ଵାରା ଅପହରଣ କରଯାଇଥିଲା । ମରଣୋତ୍ତର ଭାବେ ସେ ସାହସିକତା ପାଇଁ ଦିଆଯାଉଥିବା ଅଶୋକ ଚକ୍ର ପୁରସ୍କାର ପ୍ରାପ୍ତ କରିଥିବା ସବୁଠୁ କନିଷ୍ଠ ଭାରତୀୟ । ସେ ୩୭୯ ଜଣ ଯାତ୍ରୀଙ୍କ ମଧ୍ୟରୁ ୩୫୯ ଜଣଙ୍କୁ ବଞ୍ଚାଇ ପାରିଥିଲେ ଓ ଆପତ୍ତକାଳୀନ ଦ୍ଵାର ଦ୍ଵାରା ଲୋକଙ୍କୁ ପଳାୟନ କରୁଥିବା ସମୟରେ ଗୁଳିମାଡ଼ରେ ତାଙ୍କର ମୃତ୍ୟୁ ହୋଇଥିଲା । <ref>{{Cite news|last=Mohan|first=Megha|date=2016-03-31|newspaper=BBC News|work=BBC News|title=Inside a hijack: The unheard stories of the Pan Am 73 crew|url=http://www.bbc.com/news/world-asia-35800683|language=en-GB|accessdate=2016-12-03|access-date=2016-12-03}}</ref> |
||
== ପ୍ରାରମ୍ଭିକ ଜୀବନ ଓ ଶିକ୍ଷା == |
== ପ୍ରାରମ୍ଭିକ ଜୀବନ ଓ ଶିକ୍ଷା == |
||
ଭନୋଟଙ୍କ ଜନ୍ମ ଭାରତର ଚଣ୍ଡୀଗଢ଼ ଠାରେ ହୋଇଥିଲା ପରନ୍ତୁ ସେ ମୁମ୍ବାଇ ଠାରେ ପ୍ରତିପାଳିତ ହୋଇଥିଲେ । ବାପା ହରିଷ ଭନୋଟ ମୁମ୍ବାଇରେ ସାମ୍ବାଦିକ ଥିଲେ ଓ ମାତା ରାମା ଭନୋଟ ଗୃହିଣୀ ଥିଲେ । ସେ ମୁମ୍ବାଇରେ ମଡେଲିଙ୍ଗରେ ପେଷା ଆରମ୍ଭ କରିଥିଲେ ।<ref>{{Cite news|title='The Sky Was Her Limit|url=http://indianexpress.com/article/lifestyle/life-style/the-sky-was-her-limit|publisher=The Indian Express|accessdate=2016-02-23}}</ref> ଅଭିନେତା [[ରାଜେଶ ଖାନ୍ନା]]<nowiki/>ଙ୍କ ସେ ବହୁତ ବଡ଼ ପ୍ରଶଂସକ ଥିଲେ । |
|||
== ପେଷା == |
== ପେଷା == |
||
ଭନୋଟ ପାନ ଆମେରିକାନ ଉଡ଼ାଜାହାଜରେ ଫ୍ଲାଇଟ ସେବିକା ଭାବେ ୧୯୮୫ରେ କାମ ଆରମ୍ଭ କରିଥିଲେ । ନୀରଜାଙ୍କ ମଡେଲିଙ୍ଗ କ୍ୟାରୀର ମଧ୍ୟ ଖୁବ ଭଲ ଥିଲା । |
|||
== ସମ୍ମାନ == |
== ସମ୍ମାନ == |
||
ଭନୋଟଙ୍କ ସାହସିକତା ପାଇଁ [[ଭାରତ ସରକାର]] ତାଙ୍କୁ ମରଣୋତ୍ତର ଭାବେ ଅଶୋକ ଚକ୍ର ସମ୍ମାନ ପ୍ରଦାନ କରିଥିଲେ । ଏହି ସମ୍ମାନ ପ୍ରାପ୍ତ କରିଥିବା ସେ ସବୁଠୁ କନିଷ୍ଠ ଭାରତୀୟ ଓ ପ୍ରଥମ ମହିଳା ପ୍ରାପ୍ୟ । <ref>{{Cite news|date=5 September 2006|work=[[The Indian Express]]|title=Nominations invited for Neerja Bhanot Awards|url=http://cities.expressindia.com/fullstory.php?newsid=199839|publisher=[[Indian Express Limited]]}}</ref> |
|||
୨୦୦୪ ମସିହାରେ [[ଭାରତୀୟ ଡାକ ସେବା|Indian Postal Service]] ନୀରଜାଙ୍କ |
୨୦୦୪ ମସିହାରେ [[ଭାରତୀୟ ଡାକ ସେବା|Indian Postal Service]] ନୀରଜାଙ୍କ ବୀରତ୍ଵର ସମ୍ମାନରେ ତାଙ୍କ ଉପରେ ଆଧାରିତ ଏକ ପୋଷ୍ଟାଲ ଷ୍ଟାମ୍ପ ପ୍ରକାଶ କରିଥିଲା । <ref>{{Cite news|date=9 October 2004|newspaper=The Tribune|work=The Tribune|title=Stamp on Neerja released|url=http://www.tribuneindia.com/2004/20041009/nation.htm#2|publisher=Tribune Trust}}</ref><ref>{{Cite news|last=Jaffry|first=Nasir|date=4 January 2008|newspaper=[[The Telegraph (Calcutta)|The Telegraph]]|work=[[The Telegraph (Calcutta)|The Telegraph]]|title=Pak frees Pan Am hijack quartet|url=http://www.telegraphindia.com/1080104/jsp/nation/story_8741544.jsp|publisher=[[ABP Group]]}}</ref> |
||
== References == |
== References == |
୨୩:୪୨, ୪ ମାର୍ଚ୍ଚ ୨୦୧୭ ଅନୁସାରେ କରାଯାଇଥିବା ବଦଳ
ନୀରଜା ଭାନୋଟ | |
---|---|
Neerja Bhanot | |
ଜନ୍ମ | ୭ ସେପ୍ଟେମ୍ବର ୧୯୬୩ ଚଣ୍ଡୀଗଡ଼ , ଭାରତ |
ମୃତ୍ୟୁ | ୫ ସେପ୍ଟେମ୍ବର ୧୯୮୬ (୨୨ ବର୍ଷ) କରାଚି , ସିନ୍ଧ , ପାକିସ୍ତାନ |
ଜାତୀୟତା | ଭାରତୀୟ |
ପ୍ରସିଦ୍ଧି | Pan Am Flight 73 |
ପିତାମାତା(s) | ରାମା ଭାନୋଟ ହରିଶ ଭାନୋଟ |
ପୁରସ୍କାର | Full List |
ନୀରଜା ଭନୋଟ (ପଞ୍ଜାବୀ: ਨੀਰਜਾ ਭਨੋਟ; ହିନ୍ଦୀ: नीरजा भनोट; ୭ ସେପ୍ଟେମ୍ବର ୧୯୬୩ - ୫ ସେପ୍ଟେମ୍ବର ୧୯୮୬)[୧][୨] ପାନ ଆମେରିକାନ ଓୟାର୍ଲ୍ଡ ଏୟାରଓୟେଜରେ ସେବିକା ଥିଲେ। ୧୯୮୬ ମସିହାରେ ୫ ଜଣ ଆତଙ୍କବାଦୀଙ୍କଠୁ ୧୦୦ ଜଣ ୟାତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ସେ ଗୁଳି ଖାଇଥିଲେ । Pan Am Flight 73ଟି ଆତଙ୍କବାଦୀଙ୍କ ଦ୍ଵାରା ଅପହରଣ କରଯାଇଥିଲା । ମରଣୋତ୍ତର ଭାବେ ସେ ସାହସିକତା ପାଇଁ ଦିଆଯାଉଥିବା ଅଶୋକ ଚକ୍ର ପୁରସ୍କାର ପ୍ରାପ୍ତ କରିଥିବା ସବୁଠୁ କନିଷ୍ଠ ଭାରତୀୟ । ସେ ୩୭୯ ଜଣ ଯାତ୍ରୀଙ୍କ ମଧ୍ୟରୁ ୩୫୯ ଜଣଙ୍କୁ ବଞ୍ଚାଇ ପାରିଥିଲେ ଓ ଆପତ୍ତକାଳୀନ ଦ୍ଵାର ଦ୍ଵାରା ଲୋକଙ୍କୁ ପଳାୟନ କରୁଥିବା ସମୟରେ ଗୁଳିମାଡ଼ରେ ତାଙ୍କର ମୃତ୍ୟୁ ହୋଇଥିଲା । [୩]
ପ୍ରାରମ୍ଭିକ ଜୀବନ ଓ ଶିକ୍ଷା
ଭନୋଟଙ୍କ ଜନ୍ମ ଭାରତର ଚଣ୍ଡୀଗଢ଼ ଠାରେ ହୋଇଥିଲା ପରନ୍ତୁ ସେ ମୁମ୍ବାଇ ଠାରେ ପ୍ରତିପାଳିତ ହୋଇଥିଲେ । ବାପା ହରିଷ ଭନୋଟ ମୁମ୍ବାଇରେ ସାମ୍ବାଦିକ ଥିଲେ ଓ ମାତା ରାମା ଭନୋଟ ଗୃହିଣୀ ଥିଲେ । ସେ ମୁମ୍ବାଇରେ ମଡେଲିଙ୍ଗରେ ପେଷା ଆରମ୍ଭ କରିଥିଲେ ।[୪] ଅଭିନେତା ରାଜେଶ ଖାନ୍ନାଙ୍କ ସେ ବହୁତ ବଡ଼ ପ୍ରଶଂସକ ଥିଲେ ।
ପେଷା
ଭନୋଟ ପାନ ଆମେରିକାନ ଉଡ଼ାଜାହାଜରେ ଫ୍ଲାଇଟ ସେବିକା ଭାବେ ୧୯୮୫ରେ କାମ ଆରମ୍ଭ କରିଥିଲେ । ନୀରଜାଙ୍କ ମଡେଲିଙ୍ଗ କ୍ୟାରୀର ମଧ୍ୟ ଖୁବ ଭଲ ଥିଲା ।
ସମ୍ମାନ
ଭନୋଟଙ୍କ ସାହସିକତା ପାଇଁ ଭାରତ ସରକାର ତାଙ୍କୁ ମରଣୋତ୍ତର ଭାବେ ଅଶୋକ ଚକ୍ର ସମ୍ମାନ ପ୍ରଦାନ କରିଥିଲେ । ଏହି ସମ୍ମାନ ପ୍ରାପ୍ତ କରିଥିବା ସେ ସବୁଠୁ କନିଷ୍ଠ ଭାରତୀୟ ଓ ପ୍ରଥମ ମହିଳା ପ୍ରାପ୍ୟ । [୫]
୨୦୦୪ ମସିହାରେ Indian Postal Service ନୀରଜାଙ୍କ ବୀରତ୍ଵର ସମ୍ମାନରେ ତାଙ୍କ ଉପରେ ଆଧାରିତ ଏକ ପୋଷ୍ଟାଲ ଷ୍ଟାମ୍ପ ପ୍ରକାଶ କରିଥିଲା । [୬][୭]
References
- ↑ Vij, Illa (13 November 1999). "Brave in life, brave in death". The Tribune. Tribune Trust.
- ↑ "'I saw Neerja being shot in the head' - Times of India". The Times of India. Retrieved 2016-12-03.
- ↑ Mohan, Megha (2016-03-31). "Inside a hijack: The unheard stories of the Pan Am 73 crew". BBC News (in ବ୍ରିଟିଶ୍ ଇଂରାଜୀ). Retrieved 2016-12-03.
{{cite news}}
: More than one of|accessdate=
and|access-date=
specified (help); More than one of|work=
and|newspaper=
specified (help) - ↑ "'The Sky Was Her Limit". The Indian Express. Retrieved 2016-02-23.
- ↑ "Nominations invited for Neerja Bhanot Awards". The Indian Express. Indian Express Limited. 5 September 2006.
- ↑ "Stamp on Neerja released". The Tribune. Tribune Trust. 9 October 2004.
{{cite news}}
: More than one of|work=
and|newspaper=
specified (help) - ↑ Jaffry, Nasir (4 January 2008). "Pak frees Pan Am hijack quartet". The Telegraph. ABP Group.
{{cite news}}
: More than one of|work=
and|newspaper=
specified (help)