"ସ୍କାରଲେଟ ଜ୍ୱର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
୧୬ କ ଧାଡ଼ି: ୧୬ କ ଧାଡ଼ି:


<!-- କାରଣ ଓ ରୋଗ ନିର୍ଣ୍ଣୟ -->
<!-- କାରଣ ଓ ରୋଗ ନିର୍ଣ୍ଣୟ -->
ଗଳା ପ୍ରଦାହ ବା ସ୍ଟ୍ରେପ୍ଟୋକୋକାଲ ଚର୍ମ ସଂକ୍ରମଣ ହୋଇଥିବା ରୋଗୀଙ୍କ ମଧ୍ୟରୁ ଅଳ୍ପ କେତେକ ଲୋକଙ୍କୁ ସ୍କାରଲେଟ ଜ୍ୱର ହୁଏ ।<!-- <ref name=CDC2016/> --> କାଶ ଓ ଛିଙ୍କଦ୍ୱାରା ଏହି ରୋଗ ବିସ୍ତର ଲାଭ କରେ ।<!-- <ref name=CDC2016/> --> ଜୀବାଣୁ ଲାଗିଥିବା ବସ୍ତୁକୁ ଛୁଇଁଲେ ବା ରୋଗୀର ପାଟି ବା ନାକ‌କୁ ଛୁଇଁଲେ ଏହା ଡିଏଁ ।<ref name=CDC2016/> କେତେକ ପ୍ରକାର ଜୀବାଣୁଦ୍ୱାରା ପ୍ରସ୍ତୁତ [[ଏରିଥ୍ରୋଜେନିକ ଟକ୍ସିନ]] ଯୋଗୁ ରାସ୍ ହୁଏ ।<ref name=CDC2016/><ref>{{cite journal|last1=Ralph|first1=AP|last2=Carapetis|first2=JR|title=Group a streptococcal diseases and their global burden.|journal=Current topics in microbiology and immunology|date=2013|volume=368|pages=1-27|pmid=23242849}}</ref> [[ଜୀବାଣୁ କଲ୍‌ଚର୍‌]] କରି ଏହି ରୋଗ ନିର୍ଣ୍ଣୟ କରାଯାଏ ।<ref name=CDC2016/>



== ଆଧାର ==
== ଆଧାର ==

୧୧:୫୮, ୩ ମଇ ୨୦୧୬ ଅନୁସାରେ କରାଯାଇଥିବା ବଦଳ

ସ୍କାରଲେଟ ଜ୍ୱର
ସ୍କାର୍ଲାଟିନା,[୧] ସ୍କାର୍ଲେଟିନା[୨]
ସ୍କାରଲେଟ ଜ୍ୱରରେ ଦେଖାଯାଉଥିବା ସ୍ଟ୍ରବେରି ଜିଭ
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିInfectious disease
ଆଇସିଡ଼ି-୧୦A38.
ଆଇସିଡ଼ି-୯-ସିଏମ୍034.1
ରୋଗ ଡାଟାବେସ29032
Patient UKସ୍କାରଲେଟ ଜ୍ୱର

ସ୍କାରଲେଟ ଜ୍ୱର (ଇଂରାଜୀ ଭାଷାରେ Scarlet fever) ଏକ ପ୍ରକାର ଜୀବାଣୁ ଗ୍ରୁପ ଏ ସ୍ଟ୍ରେପ୍ଟୋକୋକାଲ ସଂକ୍ରମଣ ଫଳରେ ହୁଏ ।[୧] ଏହାର ଲକ୍ଷଣ ଓ ଚିହ୍ନ- ଗଳା ପ୍ରଦାହ, ଜ୍ୱର, ମୁଣ୍ଡବଥା, ଲସିକା ଗ୍ରନ୍ଥି ଫୁଲା ଓ ଏକ ପ୍ରକାର ନିର୍ଦ୍ଦିଷ୍ଟ ରାସ୍ ଦେଖାଯାଏ । ଏହି ରାସ୍ ଲାଲ ରଙ୍ଗର ଓ ବାଲି କାଗଜ ଭଳି ହାତକୁ ଲାଗେ, ଜିଭ ଲାଲ ଓ ଅନିୟମିତ (ଖାଲଢିପ) ଦେଖାଯାଏ । ପାଞ୍ଚରୁ ପନ୍ଦର ବର୍ଷ ବୟସ୍କ ପିଲାଙ୍କୁ ଏହି ରୋଗ ଆକ୍ରମଣ କରେ । [୧]

ଗଳା ପ୍ରଦାହ ବା ସ୍ଟ୍ରେପ୍ଟୋକୋକାଲ ଚର୍ମ ସଂକ୍ରମଣ ହୋଇଥିବା ରୋଗୀଙ୍କ ମଧ୍ୟରୁ ଅଳ୍ପ କେତେକ ଲୋକଙ୍କୁ ସ୍କାରଲେଟ ଜ୍ୱର ହୁଏ । କାଶ ଓ ଛିଙ୍କଦ୍ୱାରା ଏହି ରୋଗ ବିସ୍ତର ଲାଭ କରେ । ଜୀବାଣୁ ଲାଗିଥିବା ବସ୍ତୁକୁ ଛୁଇଁଲେ ବା ରୋଗୀର ପାଟି ବା ନାକ‌କୁ ଛୁଇଁଲେ ଏହା ଡିଏଁ ।[୧] କେତେକ ପ୍ରକାର ଜୀବାଣୁଦ୍ୱାରା ପ୍ରସ୍ତୁତ ଏରିଥ୍ରୋଜେନିକ ଟକ୍ସିନ ଯୋଗୁ ରାସ୍ ହୁଏ ।[୧][୩] ଜୀବାଣୁ କଲ୍‌ଚର୍‌ କରି ଏହି ରୋଗ ନିର୍ଣ୍ଣୟ କରାଯାଏ ।[୧]

ଆଧାର

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Scarlet Fever: A Group A Streptococcal Infection". Center for Disease Control and Prevention. January 19, 2016. Retrieved 12 March 2016.
  2. Shorter Oxford English dictionary. United Kingdom: Oxford University Press. 2007. p. 3804. ISBN 0199206872.
  3. Ralph, AP; Carapetis, JR (2013). "Group a streptococcal diseases and their global burden". Current topics in microbiology and immunology. 368: 1–27. PMID 23242849.