"ଭୂମିକମ୍ପ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
No edit summary |
ଅଦ୍ୟତନ କରାଯାଉଛି । |
||
୧ କ ଧାଡ଼ି: | ୧ କ ଧାଡ଼ି: | ||
{{ଛୋଟ|Earthquake}} |
{{ଛୋଟ|Earthquake}} |
||
[[File:Quake epicenters 1963-98.png|thumb|300px|Global earthquake [[epicenter]]s, 1963–1998]] |
|||
[[File:Global plate motion 2008-04-17.jpg|thumb|300px|Global plate tectonic movement]] |
|||
ଏହା ଏକ [[ପ୍ରକୃତିକ ଦୁର୍ବିପାକ]] ଅଟେ । [[ପୃଥିବୀ]] ପୃଷ୍ଠରୁ ହଠାତ ବହୁତ ପରିମାଣରେ ଶକ୍ତି ନିର୍ଗତ ହେବା ଯୋଗୁଁ ଭୂକମ୍ପୀୟ ତରଙ୍ଗ (seismic wave) ସୃଷ୍ଟି କରେ । |
|||
{{Earthquakes}} |
|||
'''ଭୂମିକମ୍ପ''' ଏକ [[ପ୍ରକୃତିକ ଦୁର୍ବିପାକ]] ଅଟେ । [[lan:en|ଇଂରାଜୀ]]ରେ ଏହାକୁ earthquake, quake, tremor or temblor କୁହାଯାଏ । [[ପୃଥିବୀ]] ପୃଷ୍ଠରୁ ହଠାତ ବହୁତ ପରିମାଣରେ ଶକ୍ତି ନିର୍ଗତ ହେବା ଯୋଗୁଁ ଭୂକମ୍ପୀୟ ତରଙ୍ଗ (seismic wave) ସୃଷ୍ଟି କରେ । ଭୂଗର୍ଭସ୍ଥ ଶିଳାସ୍ତରରେ ଥିବା ତୃଟି ସ୍ଥଳ ଭାଙ୍ଗିଯିବା ଯୋଗୁ ସାଧାରଣତଃ ଭୂମିକମ୍ପ ହୁଏ । ସେଠାରେ ଥିବା ଦୁଇଟି ଶିଳା ବା ପ୍ଲେଟ ପରଷ୍ପର ସହ ଘସି ହୋଇ ସାମାନ୍ୟ ଲାଖିଯାଆନ୍ତି । ସେଗୁଡ଼ିକ ପରଷ୍ପରକୁ ଠେଲୁଥାଆନ୍ତି । ବେଳେ ବେଳେ ଚାପ ଅତ୍ୟାଧିକ ହେଲେ ସେଗୁଡ଼ିକ ଭାଙ୍ଗିଯାଏ ଓ ଭୂମିକମ୍ପ ହୁଏ । ଏହି ସମୟରେ ମଧ୍ୟ ଶିଳା ସ୍ତର ଘୁଞ୍ଚୁଥାଏ । ଆଉଥରେ ଯେତେବେଳେ ଦୁଇ ସ୍ତର ଲାଖିଯାଆନ୍ତି ସେତେବେଳେ ଏହା ବନ୍ଦ ହୁଏ ।<ref>{{cite web|title=Why Do Earthquakes Happen?|url=http://www.geo.mtu.edu/UPSeis/why.html|publisher=UPSeis|accessdate=28/04/2015}}</ref> ଏହି ଚାପଗ୍ରସ୍ତ ସ୍ଥାନର ଠିକ୍ ଉପରକୁ ଥିବା ଭୂପୃଷ୍ଠକୁ '''ଏପିସେଣ୍ଟର''' କୁହାଯାଏ । ଭୂମିକମ୍ପର ଆବୃତ୍ତି, ଆକାର ଓ ଟାଇପକୁ '''ସିସ୍ମିସିଟି''', '''ସିସ୍ମିଜିମ୍''' କିମ୍ବା '''ସିସ୍ମିକ''' କ୍ରିୟା କୁହାଯାଏ ।<br /> |
|||
ଭୂମିକମ୍ପକୁ ଆମେ [[ସିସେମୋମିଟର]] (seismometers) ଦ୍ଵାରା ମାପିଥାଉ। |
|||
ଭୂମିକମ୍ପକୁ ଆମେ [[ସିସ୍ମୋମିଟର]] ([[seismometers]]) ଦ୍ଵାରା ମାପିଥାଉ। [[ମୋମେଣ୍ଟ ମ୍ୟାଗ୍ନିଚ୍ୟୁଡ୍]] ଅତି ସାଧାରଣ ସ୍କେଲ୍ ଯେଉଁଥିରେ ଭୂମିକମ୍ପ ମାନକ ୫ରୁ ଅଧିକ ହେଲେ ସାରା ପୃଥିବୀକୁ ରିପୋର୍ଟ କରାଯାଏ । ମାନକ ୫ରୁ କମ୍ ଥିଲେ ସ୍ଥାନୀୟ ସ୍କେଲ୍ରେ ମପାଯାଏ ଯାହାକୁ ରିଟର ମ୍ୟାଗ୍ନିଚ୍ୟୁଡ୍ ସ୍କେଲ କୁହାଯାଏ । |
|||
ମାନକ ୩ରୁ କମ୍ ଥିଲେ ପ୍ରାୟ କମ୍ପନ ଜଣାଯାଏ ନାହିଁ । ମାନକ ୭ରୁ ଅଧିକ ହେଲେ ପ୍ରଳୟଙ୍କରୀ ଅବସ୍ଥା ସୃଷ୍ଟି ହୋଇ ସାଙ୍ଘାତିକ ବିନାଶ ହୁଏ । ଅଗଭୀର ସ୍ଥାନରେ ଭୂମିକମ୍ପ ହେଲେ ଅଧିକ ବିନାଶ ହୁଏ ।<ref>{{cite web|url=http://www.crustal.ucsb.edu/outreach/faq.php |title=Earthquake FAQ |publisher=Crustal.ucsb.edu |accessdate=2011-07-24}}</ref> |
|||
[[ଫାଇଲ:Quake epicenters 1963-98.png|thumb|300px|ପୃଥିବୀର ଭୂମିକମ୍ପ କେନ୍ଦ୍ରସ୍ଥଳ, ୧୯୬୩-୧୯୯୮]] |
[[ଫାଇଲ:Quake epicenters 1963-98.png|thumb|300px|ପୃଥିବୀର ଭୂମିକମ୍ପ କେନ୍ଦ୍ରସ୍ଥଳ, ୧୯୬୩-୧୯୯୮]] |
||
[[ଫାଇଲ:Global plate motion 2008-04-17.jpg|thumb|300px|Global plate tectonic movement]] |
[[ଫାଇଲ:Global plate motion 2008-04-17.jpg|thumb|300px|Global plate tectonic movement]] |
୦୭:୩୩, ୨୮ ଅପ୍ରେଲ ୨୦୧୫ ଅନୁସାରେ କରାଯାଇଥିବା ବଦଳ
ଭୂମିକମ୍ପ |
---|
ପ୍ରକାର |
|
କାରଣ |
ଗୁଣ-ଧର୍ମ |
|
ମାପ |
ପୂର୍ବାନୁମାନ |
ଅନ୍ୟ ବିଷୟ |
Earth Sciences Portal Category • Related topics |
ଭୂମିକମ୍ପ ଏକ ପ୍ରକୃତିକ ଦୁର୍ବିପାକ ଅଟେ । ଇଂରାଜୀରେ ଏହାକୁ earthquake, quake, tremor or temblor କୁହାଯାଏ । ପୃଥିବୀ ପୃଷ୍ଠରୁ ହଠାତ ବହୁତ ପରିମାଣରେ ଶକ୍ତି ନିର୍ଗତ ହେବା ଯୋଗୁଁ ଭୂକମ୍ପୀୟ ତରଙ୍ଗ (seismic wave) ସୃଷ୍ଟି କରେ । ଭୂଗର୍ଭସ୍ଥ ଶିଳାସ୍ତରରେ ଥିବା ତୃଟି ସ୍ଥଳ ଭାଙ୍ଗିଯିବା ଯୋଗୁ ସାଧାରଣତଃ ଭୂମିକମ୍ପ ହୁଏ । ସେଠାରେ ଥିବା ଦୁଇଟି ଶିଳା ବା ପ୍ଲେଟ ପରଷ୍ପର ସହ ଘସି ହୋଇ ସାମାନ୍ୟ ଲାଖିଯାଆନ୍ତି । ସେଗୁଡ଼ିକ ପରଷ୍ପରକୁ ଠେଲୁଥାଆନ୍ତି । ବେଳେ ବେଳେ ଚାପ ଅତ୍ୟାଧିକ ହେଲେ ସେଗୁଡ଼ିକ ଭାଙ୍ଗିଯାଏ ଓ ଭୂମିକମ୍ପ ହୁଏ । ଏହି ସମୟରେ ମଧ୍ୟ ଶିଳା ସ୍ତର ଘୁଞ୍ଚୁଥାଏ । ଆଉଥରେ ଯେତେବେଳେ ଦୁଇ ସ୍ତର ଲାଖିଯାଆନ୍ତି ସେତେବେଳେ ଏହା ବନ୍ଦ ହୁଏ ।[୧] ଏହି ଚାପଗ୍ରସ୍ତ ସ୍ଥାନର ଠିକ୍ ଉପରକୁ ଥିବା ଭୂପୃଷ୍ଠକୁ ଏପିସେଣ୍ଟର କୁହାଯାଏ । ଭୂମିକମ୍ପର ଆବୃତ୍ତି, ଆକାର ଓ ଟାଇପକୁ ସିସ୍ମିସିଟି, ସିସ୍ମିଜିମ୍ କିମ୍ବା ସିସ୍ମିକ କ୍ରିୟା କୁହାଯାଏ ।
ଭୂମିକମ୍ପକୁ ଆମେ ସିସ୍ମୋମିଟର (seismometers) ଦ୍ଵାରା ମାପିଥାଉ। ମୋମେଣ୍ଟ ମ୍ୟାଗ୍ନିଚ୍ୟୁଡ୍ ଅତି ସାଧାରଣ ସ୍କେଲ୍ ଯେଉଁଥିରେ ଭୂମିକମ୍ପ ମାନକ ୫ରୁ ଅଧିକ ହେଲେ ସାରା ପୃଥିବୀକୁ ରିପୋର୍ଟ କରାଯାଏ । ମାନକ ୫ରୁ କମ୍ ଥିଲେ ସ୍ଥାନୀୟ ସ୍କେଲ୍ରେ ମପାଯାଏ ଯାହାକୁ ରିଟର ମ୍ୟାଗ୍ନିଚ୍ୟୁଡ୍ ସ୍କେଲ କୁହାଯାଏ ।
ମାନକ ୩ରୁ କମ୍ ଥିଲେ ପ୍ରାୟ କମ୍ପନ ଜଣାଯାଏ ନାହିଁ । ମାନକ ୭ରୁ ଅଧିକ ହେଲେ ପ୍ରଳୟଙ୍କରୀ ଅବସ୍ଥା ସୃଷ୍ଟି ହୋଇ ସାଙ୍ଘାତିକ ବିନାଶ ହୁଏ । ଅଗଭୀର ସ୍ଥାନରେ ଭୂମିକମ୍ପ ହେଲେ ଅଧିକ ବିନାଶ ହୁଏ ।[୨]
ଆଧାର
- ↑ "Why Do Earthquakes Happen?". UPSeis. Retrieved 28/04/2015.
{{cite web}}
: Check date values in:|accessdate=
(help) - ↑ "Earthquake FAQ". Crustal.ucsb.edu. Retrieved 2011-07-24.
ବାହାର କଡ଼ି
- U.S. Geological Survey Earthquake Hazards Program
- European-Mediterranean Seismological Centre
- European-Mediterranean Seismological Center, real-time earthquake information website.
- Seismological Society of America.
- Incorporated Research Institutions for Seismology.
- Open Directory - Earthquakes
- World earthquake map captures every rumble since 1898 | MNN - Mother Nature Network—Mother Nature Network (29 June 2012)