"ଆଉରଙ୍ଗଜେବ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ ରୋବଟ୍‌: ପ୍ରସାଧନ ବଦଳ
ଟିକେ r2.6.5) (Robot: Adding ka:აურანგზები
୬୫ କ ଧାଡ଼ି: ୬୫ କ ଧାଡ଼ି:
[[it:Aurangzeb]]
[[it:Aurangzeb]]
[[ja:アウラングゼーブ]]
[[ja:アウラングゼーブ]]
[[ka:აურანგზები]]
[[ko:아우랑제브]]
[[ko:아우랑제브]]
[[lt:Aurangzebas]]
[[lt:Aurangzebas]]

୦୩:୨୯, ୨୪ ଫେବୃଆରୀ ୨୦୧୩ ଅନୁସାରେ କରାଯାଇଥିବା ବଦଳ

ଆଉରଙ୍ଗଜେବ
Abul Muzaffar Muhi-ud-Din Muhammad Aurangzeb
Aurangzeb seated on the Peacock Throne.
6th Mughal Emperor
ଶାସନକାଳ 31 July 1658 – 3 March 1707
ରାଜ୍ୟାଭିଷେକ 15 June 1659 at Red Fort, ଦିଲ୍ଲୀ
ପୂର୍ବାଧିକାରୀ ଶାହଜାହାନ
ଉତ୍ତରାଧିକାରୀ ବାହାଦୁର ଶାହ I
ସ୍ୱାମୀ/ସ୍ତ୍ରୀ Dilras Banu Begum
Nawab Raj Bai Begum
Aurangabadi Mahal
Udaipuri Mahal
ସନ୍ତାନସନ୍ତତିଗଣ
Zeb-un-Nissa
Zinat-un-Nissa
Muhammad Azam Shah
Mehr-un-Nissa
Muhammad Akbar
Sultan Muhammad
Bahadur Shah I
Badr-un-Nissa
Zubdat-un-Nissa
Muhammad Kambaksh
ସମ୍ପୂର୍ଣ୍ଣ ନାମ
Abul Muzaffar Muhi-ud-Din Muhammad Aurangzeb
ବଂଶ Timurid
ବାପା ଶାହଜାହାନ
ମାଆ ମମତାଜ ମହଲ
ଜନ୍ମ (1618-11-04)୪ ନଭେମ୍ବର ୧୬୧୮


(N.S.)
ଦାହୋଦ, ମୋଗଲ ସାମ୍ରାଜ୍ୟ
ମୃତ୍ୟ ୩ ମାର୍ଚ୍ଚ ୧୭୦୭(1707-03-03) (ବୟସ ୮୮)
ଅହମଦନଗର, ଭାରତ
ସମାଧି ଖୁଲଦାବାଦ
ଧର୍ମ ଇସଲାମ

ଆଉରଙ୍ଗଜେବ ଭାରତର ଜଣେ ମୋଗଲ ସମ୍ରାଟ ଓ ଶାହଜାହାନଙ୍କ ପୁତ୍ର ଥିଲେ । ପିତାଙ୍କୁ ବନ୍ଦୀ କରିବା ପରେ ଆଉରଙ୍ଗଜେବ ୧୬୫୮ ଖ୍ରୀଷ୍ଟାବ୍ଦରେ ଆଗ୍ରାଠାରେ ସିଂହାସନ ଆରୋହଣ କରିଥିଲେ । [୧]୧୬୫୯ ରେ ସେ ଦିଲ୍ଲୀର ମହାସମାରୋହରେ ତାଙ୍କର ଅଭିଷେକ କରେଇ ନିଜକୁ ଆଲମଗିରି ବା ପୃଥିବୀ-ବିଜୟୀ ଉପାଧିରେ ଭୂଷିତ କରେଇଥିଲେ । [୨][୩]

ସିଂହାସନ ଆରୋହଣ

ରାଜତ୍ଵ

ଆଉରଙ୍ଗଜେବଙ୍କର ରାଜତ୍ଵର ୫୦ବର୍ଷ ମଧ୍ୟରୁ ପ୍ରଥମାର୍ଦ୍ଧ ଉତ୍ତର ଭାରତରେ ସାମରିକ ଓ ବେସାମରିକ ବିଭାଗମାନଙ୍କର ଉନ୍ନତି କରାଇବାରେ କଟିଥିଲା । ତାଙ୍କର ରାଜତ୍ଵର ଦ୍ଵିତୀୟାର୍ଦ୍ଧ ଦାକ୍ଷିଣାତ୍ୟରେ ବିଜାପୁର ଓ ଗୋଲକୁଣ୍ଡାର ଶାସକ ଓ ମହାରାଷ୍ଟ୍ରୀୟମାନଙ୍କ ସହିତ ସଂଘର୍ଷରେ କଟିଥିବାରୁ ଉତ୍ତର ଭାରତରେ ଶାସନ ଅବହେଳିତ ଓ ବିଶୃଙ୍ଖଳ ହୋଇଥିଲା । ତାନକ ସମୟରେ ମୋଗଲ ସାମ୍ରାଜ୍ୟର ଶକ୍ତି ଓ ସୀମା ବୃଦ୍ଧି ପାଇଥିଲେ ମଧ୍ୟ ମୋଗଲ ସାମ୍ରାଜ୍ୟର ପତନ ଆରମ୍ଭ ହୋଇଥିଲା ।

ଧର୍ମ ନୀତି

ଆଉରଙ୍ଗଜେବ ନୈଷ୍ଠିକ ମୁସଲମାନ ଥିଲେ ମଧ୍ୟ ଅନ୍ୟ ଧର୍ମାବଲମ୍ବୀମାନଙ୍କ ପ୍ରତି ଅନୁଦାର ଥିଲେ । ସେ ରାଜନୀତିରେ ଧର୍ମକୁ ସଂଯୋଗ କରି ବଡ଼ ଭୁଲ କରିଥିଲେ । ଆକବରଙ୍କର ଉଦାର ଧର୍ମନୀତି ବଦଳେଇ ସେ ଅନ୍ୟ ଧର୍ମାବଲମ୍ବୀଙ୍କ ପ୍ରତି ବଡ଼ କଠୋର ହୋଇପଡିଥିଲେ । ସେ ହିନ୍ଦୁ ମାନଙ୍କୁ ଘୃଣା କରୁଥିଲେ । ସେ ସୁନ୍ନି ମୁସଲମାନ ଥିଲେ । ତେଣୁ ସିହା ମୁସଲମାନଙ୍କୁ ଭଲ ପାଉନଥିଲେ । ଭାରତରେ ସୁନ୍ନି ମୁସଲମାନ ଧର୍ମ ପ୍ରତିଷ୍ଠା କରିବା ତାଙ୍କର ଲକ୍ଷ୍ୟ ଥିଲା । ସେ ଆକବରଙ୍କ ଉଦାର ହିନ୍ଦୁ ନୀତି ବଦଳେଇ ହିନ୍ଦୁମାନଙ୍କ ଉପରେ ନାନା ପ୍ରକାର ଅତ୍ୟାଚାର କରୁଥିଲେ । ତାଙ୍କ ଆଦେଶରେ କାଶୀ, ମଥୁରାଗୁଜରାଟର ବିଖ୍ୟାତ ହିନ୍ଦୁମନ୍ଦିରମାନ ଭାଙ୍ଗି ଦିଆଯାଇଥିଲା । ହିନ୍ଦୁମାନେ ନୂଆ ମନ୍ଦିର ନିର୍ମାଣ କରି ପାରିବେ ନାହିଁ ଓ ପୁରାତନ ମନ୍ଦିର ମରାମତି କରିପାରିବେ ନାହିଁ ବୋଲି ଆଦେଶ ଜାରି କରିଥିଲେ ।[୪] [୫]

ରାଜ୍ୟ ବିସ୍ତାର

ଆଧାର

ବାହାର ତଥ୍ୟ