ପଲ୍ଲବୀ ଦେ
ପଲ୍ଲବୀ ଦେ | |
---|---|
ଜନ୍ମ | ହାଓଡ଼ା, ପଶ୍ଚିମ ବଙ୍ଗ, ଭାରତ | ୨୩ ଫେବୃଆରୀ ୧୯୯୭
ମୃତ୍ୟୁ | ୧୫ ମଇ ୨୦୨୨ କଲିକତା, ପଶ୍ଚିମ ବଙ୍ଗ, ଭାରତ | (ବୟସ ୨୫)
ଜାତୀୟତା | ଭାରତୀୟ |
ବୃତ୍ତି(ସମୂହ) | ଅଭିନେତ୍ରୀ ମଡେଲ୍ |
ସକ୍ରିୟ ବର୍ଷ | ୨୦୧୭–୨୦୨୨ |
ପଲ୍ଲବୀ ଦେ (୨୩ ଫେବୃଆରୀ ୧୯୯୭ - ୧୫ ମଇ ୨୦୨୨) ଜଣେ ଭାରତୀୟ ଅଭିନେତ୍ରୀ ଥିଲେ, ଯିଏକି ବଙ୍ଗଳା ଦୂରଦର୍ଶନ ଧାବାହିକରେ କାମ କରୁଥିଲେ । ସେ ବଙ୍ଗଳା ଧାରାବାହିକ ରେଶମ ଝନପିଙ୍କ ଜରିଆରେ ଅଭିନୟ ଜଗତରେ କାମ କରିବା ଆରମ୍ଭ କରିଥିଲେ । ସେ ଆମି ସିରାଜେର ବେଗମ୍ ଧାରାବାହିକ ପାଇଁ ଜଣାଶୁଣା ଥିଲେ ।[୧][୨][୩]
ପେଷା
[ସମ୍ପାଦନା]ସେ ୨୦୧୭ ମସିହାରେ ବଙ୍ଗଳା ଦୂରଦର୍ଶନ ଧାରାବାହିକରେ କାମ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ ଧାରାବାହିକ ଥିଲା ରେଶମ ଝନପି । ୨୦୧୮ ମସିହାରେ ତାଙ୍କୁ ଆମି ସିରାଜ ବେଗମ୍ରେ ଲୁଟଫା ଭୂମିକାରେ ଅଭିନୟ କରିଥିଲେ । ସେ କୁଞ୍ଜୋଛାୟା, ସରସ୍ୱତୀର ପ୍ରେମ ଏବଂ ମନମାନେ ନା ଆଦି ଧାରାବାହିକରେ ଅଭିନୟ କରିଥିଲେ ।[୪][୫]
ମୃତ୍ୟୁ
[ସମ୍ପାଦନା]୨୦୨୨ ମସିହାର ମଇ ୧୫ ତାରିଖରେ ୨୫ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ । ଦି ଟାଇମ୍ସ ଅଫ୍ ଇଣ୍ଡିଆ ଅନୁଯାୟୀ, ତାଙ୍କ ଶରୀର ଏକ ସିଲିଂ ଫ୍ୟାନରେ ଝୁଲୁଥିବା ଅବସ୍ଥାରେ ଦେଖିବାକୁ ମିଳିବା ପରେ ତାଙ୍କୁ ବାଙ୍ଗୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । ପ୍ରଥମେ ତାଙ୍କ ମୃତ୍ୟୁକୁ ଆତ୍ମହତ୍ୟା ବୋଲି କୁହାଯାଇଥିଲା ।[୬][୭] ସେ ତାଙ୍କ ସାଥୀ ସଙ୍ଗିକ ଚକ୍ରବର୍ତ୍ତୀଙ୍କ[୭] ସହ ରହୁଥିଲେ ଏବଂ ତାଙ୍କ ସାଥୀ ହିଁ ତାଙ୍କ ମୃତ୍ୟୁ ଖବର ପୋଲିସକୁ ଦେଇଥିଲେ ।[୮][୯] ପଲ୍ଲବୀଙ୍କ ପିତା ନୀଲୁ ଦେ ତାଙ୍କ ଝିଅଙ୍କର ହତ୍ୟା ପଛରେ ସଙ୍ଗିକ ଚକ୍ରବର୍ତ୍ତୀ ଓ ଅନ୍ୟ ଜଣେ ମହିଳାଙ୍କ ହାତ ଥିବା କଥା ପୋଲିସ ପାଖରେ ଅଭିଯୋଗ କରିଥିଲେ ।[୧୦][୮][୯] ଏକ ଲମ୍ବା ଅନୁଧ୍ୟାନ ପରେ ୧୭ ମଇ ୨୦୨୨ରେ ଗାରଫା ପୋଲିସ ସଙ୍ଗିକ ଚକ୍ରବର୍ତ୍ତୀଙ୍କୁ ଗିରଫ କରିଥିଲେ ।[୮][୧୧][୧୨]
ଅଭିନୀତ ଦୂରଦର୍ଶନ କାର୍ଯ୍ୟକ୍ରମ
[ସମ୍ପାଦନା]ଶୀର୍ଷକ | ଭୂମିକ | ମନ୍ତବ୍ୟ |
---|---|---|
ତୋବୁ ମନେ ରେଖୋ | ପିୟା | |
ରେଶମ ଝନପି | ମଧୁ/ବୁଲବୁଲି | |
ଆମି ସିରାଜେର ବେଗମ୍ | ଲୁଟଫୁନିସା ବେଗମ୍ (ଲୁଟଫା) | [୨] |
କୁଞ୍ଜୋଛାୟା | ଶାଲିକ୍ | [୧] |
ସରସ୍ୱତୀର ପ୍ରେମ | ସରସ୍ୱତୀ ସେନ୍ | [୩] |
ମନମାନେ ନା | ଗୌରୀ ବର୍ମନ୍ | [୧୩] |
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "মাস্টারদাদুর নাতনি হয়ে ফিরছেন সিরাজের বেগম" [Begum of Siraj is returning as granddaughter of Master Dadu]. The Indian Express Bangla (in Bengali). 20 June 2019. Retrieved 15 May 2022.
- ↑ ୨.୦ ୨.୧ "'Ami Sirajer Begum' actress Pallavi Dey enjoys her holiday in Dooars". The Times of India (in ଇଂରାଜୀ). 28 May 2019. Retrieved 15 May 2022.
- ↑ ୩.୦ ୩.୧ "Actress Pallavi Dey bags the lead role in 'Saraswatir Prem'". The Times of India (in ଇଂରାଜୀ). 2 May 2020. Retrieved 15 May 2022.
- ↑ "Pallavi Dey death mystery: শটের ফাঁকে মাঝে মাঝে অন্যমনস্ক হয়ে পড়ত পল্লবী, দাবি সহ-অভিনেতা জয়জিতের" [Pallavi Dey death mystery: Pallavi sometimes gets distracted in between shots, claims co-actor Jayjit]. Anandabazar Patrika. 15 May 2022. Retrieved 15 May 2022.
- ↑ "Pallavi Dey and Samm starrer 'Mon Mane Na' set for its premiere". The Times of India (in ଇଂରାଜୀ). 11 August 2021. Retrieved 15 May 2022.
- ↑ "'Mon Mane Na' actress Pallavi Dey dies by suicide; co-star says "We spoke two days back, didn't realise anything"". The Times of India (in ଇଂରାଜୀ). 15 May 2022. Retrieved 15 May 2022.
- ↑ ୭.୦ ୭.୧ "Bengali TV Actress Pallavi Dey Discovered Dead At Her Kolkata Home". Outlook (Indian magazine). 16 May 2022.
- ↑ ୮.୦ ୮.୧ ୮.୨ Mishra, Anupam (17 May 2022). "Bengali actor Pallavi Dey's live-in partner arrested in connection with her death". India Today.
- ↑ ୯.୦ ୯.୧ Kumari, Sweety (16 May 2022). "Bengali TV actor Pallavi Dey found dead in Kolkata flat, family suspects murder". The Indian Express.
- ↑ "Father of Pallavi Dey lodges murder complaint against her live-in partner". My Kolkata The Telegraph (India). 17 May 2022.
- ↑ "Kolkata: Cops arrest live-in partner Sagnik Chakraborty 2 days after TV actor Pallavi Dey's death". The Indian Express. 17 May 2022.
- ↑ Amena, Rasti (18 May 2022). "Deceased Bengal TV actress Pallabi Dey's live-in partner arrested". The Siasat Daily.
- ↑ "Pallavi Dey-Samm Bhattacharya starrer 'Mon Mane Na' to feature a big twist". The Times of India (in ଇଂରାଜୀ). 14 May 2022. Retrieved 15 May 2022.
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ପଲ୍ଲବୀ ଦେ