ନୀଳମଣି ସେଠୀ
ଦେଖଣା
(ନୀଳମଣି ସିଂହରୁ ଲେଉଟି ଆସିଛି)
ନୀଳମଣି ସେଠୀ | |
---|---|
ବିଧାୟକ: ୬ଷ୍ଠ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୭୪ – ୧୯୭୭ | |
ପୂର୍ବ ଅଧିକାରୀ | ଗୋବିନ୍ଦ ଚନ୍ଦ୍ର ସେଠୀ |
ପର ଅଧିକାରୀ | ଗୋବିନ୍ଦ ଚନ୍ଦ୍ର ସେଠୀ |
ନିର୍ବାଚନ ମଣ୍ଡଳୀ | ନିମାପଡ଼ା |
ବିଧାୟକ: ୪ର୍ଥ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୬୭ – ୧୯୭୧ | |
ପୂର୍ବ ଅଧିକାରୀ | ଗୋବିନ୍ଦ ଚନ୍ଦ୍ର ସେଠୀ |
ପର ଅଧିକାରୀ | ଗୋବିନ୍ଦ ଚନ୍ଦ୍ର ସେଠୀ |
ନିର୍ବାଚନ ମଣ୍ଡଳୀ | ନିମାପଡ଼ା |
ବ୍ୟକ୍ତିଗତ ସବିଶେଷ | |
ମୃତ୍ୟୁ | ୫ ଅଗଷ୍ଟ ୧୯୮୦ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ଜନ କଂଗ୍ରେସ |
ଜୀବନ ସାଥୀ | ଲାବଣ୍ୟା ଦେଇ |
ବାପା/ବୋଉ | ଲୋକନାଥ ସେଠୀ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ନୀଳମଣି ସେଠୀ (ମୃତ୍ୟୁ: ୮ ମଇ ୧୯୮୦) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ୨ଥର କାର୍ଯ୍ୟ କରିଥିଲେ । ୧୯୬୭ ଓ ୧୯୭୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ନିମାପଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୪ର୍ଥ ଓ ୬ଷ୍ଠ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ନୀଳମଣି ସେଠୀଙ୍କ ବାପାଙ୍କ ନାମ ଲୋକନାଥ ସେଠୀ ଓ ପତ୍ନୀଙ୍କ ନାମ ଲାବଣ୍ୟା ଦେଇ ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ନୀଳମଣି ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ୨ଥର କାର୍ଯ୍ୟ କରିଥିଲେ ।[୧]
ବିଧାନ ସଭା ସଭ୍ୟ ବିବରଣୀ
[ସମ୍ପାଦନା]ଆରମ୍ଭ | ଶେଷ | ପଦବୀ | ନିର୍ବାଚନ ମଣ୍ଡଳୀ | ଦଳ |
---|---|---|---|---|
୧୯୬୭ | ୧୯୭୧ | ସଭ୍ୟ, ୪ର୍ଥ ଓଡ଼ିଶା ବିଧାନ ସଭା | ନିମାପଡ଼ା | ଭାରତୀୟ ଜାତୀୟ କଂଗ୍ରେସ |
୧୯୭୪ | ୧୯୭୭ | ସଭ୍ୟ, ୬ଷ୍ଠ ଓଡ଼ିଶା ବିଧାନ ସଭା | ନିମାପଡ଼ା | ଜନ କଂଗ୍ରେସ |
ମୃତ୍ୟୁ
[ସମ୍ପାଦନା]ନୀଳମଣି ୧୯୮୦ ମସିହାର ଅଗଷ୍ଟ ୫ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Shri Nilamani Singh". odishaassembly.nic.in. Odisha Assembly. Retrieved 21 March 2021.