ନିର୍ମଳା ସୀତାରାମଣ
ନିର୍ମଳା ସୀତାରାମଣ | |
---|---|
ଭାରତର ରକ୍ଷାମନ୍ତ୍ରୀ[୧] | |
Assumed office ୩୦ ମଇ ୨୦୧୯ | |
ପ୍ରଧାନ ମନ୍ତ୍ରୀ | ନରେନ୍ଦ୍ର ମୋଦୀ |
ପୂର୍ବ ଅଧିକାରୀ | ଅରୁଣ ଜେଟଲୀ |
ଭାରତର ରକ୍ଷାମନ୍ତ୍ରୀ | |
କାର୍ଯ୍ୟକାଳ 03 ସେପ୍ଟେମ୍ବର 2017 – 2019 | |
ପ୍ରଧାନ ମନ୍ତ୍ରୀ | ନରେନ୍ଦ୍ର ମୋଦୀ |
ପୂର୍ବ ଅଧିକାରୀ | ମନୋହର ପାର୍କର |
ପର ଅଧିକାରୀ | ରାଜନାଥ ସିଂ |
ଭାରତୀୟ ଜନତା ପାର୍ଟିର ପ୍ରବକ୍ତା | |
Assumed office 20 ମାର୍ଚ୍ଚ 2010 | |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ତିରୁଚିପଲ୍ଲୀ, ତାମିଲନାଡୁ, ଭାରତ | ୧୮ ଅଗଷ୍ଟ ୧୯୫୯
ରାଜନୀତିକ ଦଳ | ଭାରତୀୟ ଜନତା ପାର୍ଟି |
ଜୀବନ ସାଥୀ | ପର୍କଲ ପ୍ରଭାକର |
ସନ୍ତାନ | ଗୋଟିଏ ଝିଅ |
ଘର | ନୂଆ ଦିଲ୍ଲୀ, ଭାରତ |
ଶିକ୍ଷାନୁଷ୍ଠାନ | ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ, (ଏମ.ଫିଲ) |
ନିର୍ମଳା ସୀତାରାମଣ (ତାମିଲ:நிர்மலா சீதாராமன்/ ନିର୍ମଳା ଚିତରାମଣ; ଜନ୍ମ ୧୮ ଅଗଷ୍ଟ ୧୯୫୯) ଜଣେ ଭାରତର ଅର୍ଥମନ୍ତ୍ରୀ ଅଟନ୍ତି । ସେ ସେପ୍ଟେମ୍ବର ୨୦୧୭ରୁ ମଇ ୨୦୧୯ ମସିହା ପର୍ଯ୍ୟନ୍ତ ପ୍ରତିରକ୍ଷା ମନ୍ତ୍ରୀ ଥିଲେ ଏବଂ ଏହାପୂର୍ବରୁ ସେ ଭାରତର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଏବଂ ଭାରତର ଅର୍ଥ ଓ କର୍ପୋରେଟର ବ୍ୟାପାର ମନ୍ତ୍ରୀ ଥିଲେ । ସେ ଭାରତୀୟ ଜନତା ପାର୍ଟି(ବିଜେପି) ସହିତ ଜଡ଼ିତ ଏବଂ ଦଳର ଜାତୀୟ ମୁଖପାତ୍ର ମଧ୍ୟ ରହିଛନ୍ତି ।[୨] ନିର୍ମଳା ସୀତାରାମଣ ହେଉଛନ୍ତି ଭାରତର ପ୍ରଥମ ପୂର୍ଣ୍ଣକାଳୀନ ମହିଳା ଅର୍ଥମନ୍ତ୍ରୀ; ତେବେ ପ୍ରଧାନମନ୍ତ୍ରୀ ଥିବାବେଳେ ଇନ୍ଦିରା ଗାନ୍ଧୀ ଏହି ମନ୍ତ୍ରାଳୟକୁ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଥିଲେ ।
ରାଜନୈତିକ ଜୀବନ
[ସମ୍ପାଦନା]ଫେବ୍ରୁଆରୀ ୨୦୨୦ ମସିହାରେ ସୀତାରାମଣ ତାଙ୍କର ଦ୍ୱିତୀୟ ବଜେଟ ଭାଷଣ ସମୟରେ ଏକ ବିବାଦୀୟ ବକ୍ତବ୍ୟ ରଖିଥିଲେ ଯେ, ସିନ୍ଧୁ ଲିପି- ଚିତ୍ରଲିପିକୁ ବୁଝା ଯାଇଛି ଏବଂ ଏଥିରେ ସରସ୍ବତୀ ସିନ୍ଧୁ ସଭ୍ୟତା ଏବଂ ହାଡପ୍ପାର ସିଲ ଉଲ୍ଲେଖନୀୟ ହୋଇଛି , ଯାହା ଖ୍ରୀଷ୍ଟପୂର୍ବ ୩୩୦୦ ମସିହାରୁ ଆରମ୍ଭ ହୋଇଥିଲା । [୩][୪][୫][୬]
ପୂର୍ବ ଜୀବନ ଓ ବୃତ୍ତି
[ସମ୍ପାଦନା]୧୯୮୦ ମସିହାରେ ତାମିଲନାଡୁର ତିରୁଚିପଲ୍ଲୀ, ସୀତାଲକ୍ଷ୍ମୀ ରାମସ୍ୱାମୀ କଲେଜରୁ ନିର୍ମଳା ସୀତାରାମଣ ସ୍ନାତକ (ଅର୍ଥନୀତି ରେ) ସମାପ୍ତ କରିଥିଲେ ।[୭]
ନିର୍ମଳା ସୀତାରାମଣ ପ୍ରାଇସ ୱାଟରହାଉସ କୁପର୍ସ ସହିତ ସିନିୟର ମ୍ୟାନେଜର ଭାବରେ କାର୍ଯ୍ୟ କରିଛନ୍ତି । ସେ BCCI ୱାର୍ଲଡ଼ ସର୍ଭିସରେ କିଛି ସମୟ କାମ କରିଥିଲେ । ହାଇଦ୍ରାବାଦରେ ଅବସ୍ଥିତ ପ୍ରଣବ ବିଦ୍ୟାଳୟର ପ୍ରତିଷ୍ଠାମାନଙ୍କ ମଧ୍ୟରୁ ନିର୍ମଳା ଅନ୍ୟତମ ଅଟନ୍ତି । [୮]
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ନିର୍ମଳା , ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ଏବଂ ଲଣ୍ଡନ ସ୍କୁଲ ଅଫ ଇକୋନୋମିକର ପୂର୍ବତନ ଛାତ୍ର ପର୍କଲ ପ୍ରଭାକରଙ୍କୁ ବିବାହ କରିଥିଲେ ।[୯] ସେ ଜଣେ ରାଜନେତା, ରାଜନୈତିକ ସମୀକ୍ଷକ, ଲୋକପ୍ରିୟ ଟିଭି ଆଙ୍କର ଏବଂ ଜଣେ ବୁଦ୍ଧିଜୀବୀ ଅଟନ୍ତି । [୧୦]
ଆଧାର
[ସମ୍ପାଦନା]- ↑ नरेंद्र मोदी की सरकार के मंत्रियों की सूची Archived 29 May 2014[Date mismatch] at the Wayback Machine. इकोनोमिक टाइम्स (अँग्रेजी में)
- ↑ "Bharatiya Janata Party - The Party with a Difference". Bjp.org. Archived from the original on 12 मार्च 2019. Retrieved 2013-09-20.
{{cite web}}
: Check date values in:|archive-date=
(help) - ↑ "Finance Minister's Harappan reference puzzles historians".
- ↑ "Deciphered: FM Nirmala Sitharaman stands by her remark on Harappan script".
- ↑ "Twitter Asks How Nirmala Sitharaman Can Read Indus Seal When Harappan Script is Still Undeciphered".
- ↑ "100 साल बीतने के बाद भी सिंधु लिपि क्यों बनी हुई है अबूझ पहेली, क्यों हो रही है आज इसकी चर्चा?".
- ↑ Mohua Chatterjee, TNN Mar 21, 2010, 02.13am IST (2010-03-21). "BJP gets a JNU product as its woman spokesparson - Times Of India". Articles.timesofindia.indiatimes.com. Archived from the original on 21 सितंबर 2013. Retrieved 2013-09-20.
{{cite web}}
: Check date values in:|archive-date=
(help)CS1 maint: multiple names: authors list (link) CS1 maint: numeric names: authors list (link) - ↑ "Management | Pranava". Pranavatheschool.org. Archived from the original on 19 जुलाई 2013. Retrieved 2013-09-20.
{{cite web}}
: Check date values in:|archive-date=
(help) - ↑ "AP govt advisor and Nirmala Sitharaman's husband Parakala Prabhakar quits, blames Jagan". Archived from the original on 20 नवंबर 2018. Retrieved 22 जून 2018.
{{cite web}}
: Check date values in:|access-date=
and|archive-date=
(help) - ↑ "Andhra Pradesh / Hyderabad News : BJP spokesperson finds her new role challenging". द हिन्दू. 2010-04-03. Archived from the original on 21 सितंबर 2013. Retrieved 2013-06-29.
{{cite web}}
: Check date values in:|archive-date=
(help)