Jump to content

ନିର୍ମଳା ସୀତାରାମଣ

ଉଇକିପିଡ଼ିଆ‌ରୁ
ନିର୍ମଳା ସୀତାରାମଣ
ଭାରତର ରକ୍ଷାମନ୍ତ୍ରୀ[୧]
Assumed office
୩୦ ମଇ ୨୦୧୯
ପ୍ରଧାନ ମନ୍ତ୍ରୀନରେନ୍ଦ୍ର ମୋଦୀ
ପୂର୍ବ ଅଧିକାରୀଅରୁଣ ଜେଟଲୀ
ଭାରତର ରକ୍ଷାମନ୍ତ୍ରୀ
କାର୍ଯ୍ୟକାଳ
03 ସେପ୍ଟେମ୍ବର 2017 – 2019
ପ୍ରଧାନ ମନ୍ତ୍ରୀନରେନ୍ଦ୍ର ମୋଦୀ
ପୂର୍ବ ଅଧିକାରୀମନୋହର ପାର୍କର
ପର ଅଧିକାରୀରାଜନାଥ ସିଂ
ଭାରତୀୟ ଜନତା ପାର୍ଟିର ପ୍ରବକ୍ତା
Assumed office
20 ମାର୍ଚ୍ଚ 2010
ବ୍ୟକ୍ତିଗତ ସବିଶେଷ
ଜନ୍ମ (1959-08-18) ୧୮ ଅଗଷ୍ଟ ୧୯୫୯ (ବୟସ ୬୭)
ତିରୁଚିପଲ୍ଲୀ, ତାମିଲନାଡୁ, ଭାରତ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ଜୀବନ ସାଥୀପର୍କଲ ପ୍ରଭାକର
ସନ୍ତାନଗୋଟିଏ ଝିଅ
ଘରନୂଆ ଦିଲ୍ଲୀ, ଭାରତ
ଶିକ୍ଷାନୁଷ୍ଠାନଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ, (ଏମ.ଫିଲ)

ନିର୍ମଳା ସୀତାରାମଣ (ତାମିଲ:நிர்மலா சீதாராமன்/ ନିର୍ମଳା ଚିତରାମଣ; ଜନ୍ମ ୧୮ ଅଗଷ୍ଟ ୧୯୫୯) ଜଣେ ଭାରତର ଅର୍ଥମନ୍ତ୍ରୀ ଅଟନ୍ତି । ସେ ସେପ୍ଟେମ୍ବର ୨୦୧୭ରୁ ମଇ ୨୦୧୯ ମସିହା ପର୍ଯ୍ୟନ୍ତ ପ୍ରତିରକ୍ଷା ମନ୍ତ୍ରୀ ଥିଲେ ଏବଂ ଏହାପୂର୍ବରୁ ସେ ଭାରତର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଏବଂ ଭାରତର ଅର୍ଥ ଓ କର୍ପୋରେଟର ବ୍ୟାପାର ମନ୍ତ୍ରୀ ଥିଲେ । ସେ ଭାରତୀୟ ଜନତା ପାର୍ଟି(ବିଜେପି) ସହିତ ଜଡ଼ିତ ଏବଂ ଦଳର ଜାତୀୟ ମୁଖପାତ୍ର ମଧ୍ୟ ରହିଛନ୍ତି ।[୨] ନିର୍ମଳା ସୀତାରାମଣ ହେଉଛନ୍ତି ଭାରତର ପ୍ରଥମ ପୂର୍ଣ୍ଣକାଳୀନ ମହିଳା ଅର୍ଥମନ୍ତ୍ରୀ; ତେବେ ପ୍ରଧାନମନ୍ତ୍ରୀ ଥିବାବେଳେ ଇନ୍ଦିରା ଗାନ୍ଧୀ ଏହି ମନ୍ତ୍ରାଳୟକୁ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଥିଲେ ।

ରାଜନୈତିକ ଜୀବନ

[ସମ୍ପାଦନା]

ଫେବ୍ରୁଆରୀ ୨୦୨୦ ମସିହାରେ ସୀତାରାମଣ ତାଙ୍କର ଦ୍ୱିତୀୟ ବଜେଟ ଭାଷଣ ସମୟରେ ଏକ ବିବାଦୀୟ ବକ୍ତବ୍ୟ ରଖିଥିଲେ ଯେ, ସିନ୍ଧୁ ଲିପି- ଚିତ୍ରଲିପିକୁ ବୁଝା ଯାଇଛି ଏବଂ ଏଥିରେ ସରସ୍ବତୀ ସିନ୍ଧୁ ସଭ୍ୟତା ଏବଂ ହାଡପ୍ପାର ସିଲ ଉଲ୍ଲେଖନୀୟ ହୋଇଛି , ଯାହା ଖ୍ରୀଷ୍ଟପୂର୍ବ ୩୩୦୦ ମସିହାରୁ ଆରମ୍ଭ ହୋଇଥିଲା । [୩][୪][୫][୬]

ପୂର୍ବ ଜୀବନ ଓ ବୃତ୍ତି

[ସମ୍ପାଦନା]

୧୯୮୦ ମସିହାରେ ତାମିଲନାଡୁର ତିରୁଚିପଲ୍ଲୀ, ସୀତାଲକ୍ଷ୍ମୀ ରାମସ୍ୱାମୀ କଲେଜରୁ ନିର୍ମଳା ସୀତାରାମଣ ସ୍ନାତକ (ଅର୍ଥନୀତି ରେ) ସମାପ୍ତ କରିଥିଲେ ।[୭]

ନିର୍ମଳା ସୀତାରାମଣ ପ୍ରାଇସ ୱାଟରହାଉସ କୁପର୍ସ ସହିତ ସିନିୟର ମ୍ୟାନେଜର ଭାବରେ କାର୍ଯ୍ୟ କରିଛନ୍ତି । ସେ BCCI ୱାର୍ଲଡ଼ ସର୍ଭିସରେ କିଛି ସମୟ କାମ କରିଥିଲେ । ହାଇଦ୍ରାବାଦରେ ଅବସ୍ଥିତ ପ୍ରଣବ ବିଦ୍ୟାଳୟର ପ୍ରତିଷ୍ଠାମାନଙ୍କ ମଧ୍ୟରୁ ନିର୍ମଳା ଅନ୍ୟତମ ଅଟନ୍ତି । [୮]

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

ନିର୍ମଳା , ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ଏବଂ ଲଣ୍ଡନ ସ୍କୁଲ ଅଫ ଇକୋନୋମିକର ପୂର୍ବତନ ଛାତ୍ର ପର୍କଲ ପ୍ରଭାକରଙ୍କୁ ବିବାହ କରିଥିଲେ ।[୯] ସେ ଜଣେ ରାଜନେତା, ରାଜନୈତିକ ସମୀକ୍ଷକ, ଲୋକପ୍ରିୟ ଟିଭି ଆଙ୍କର ଏବଂ ଜଣେ ବୁଦ୍ଧିଜୀବୀ ଅଟନ୍ତି । [୧୦]

  1. ↑ नरेंद्र मोदी की सरकार के मंत्रियों की सूची Archived 29 May 2014[Date mismatch] at the Wayback Machine. इकोनोमिक टाइम्स (अँग्रेजी में)
  2. ↑ "Bharatiya Janata Party - The Party with a Difference". Bjp.org. Archived from the original on 12 मार्च 2019. Retrieved 2013-09-20. {{cite web}}: Check date values in: |archive-date= (help)
  3. ↑ "Finance Minister's Harappan reference puzzles historians".
  4. ↑ "Deciphered: FM Nirmala Sitharaman stands by her remark on Harappan script".
  5. ↑ "Twitter Asks How Nirmala Sitharaman Can Read Indus Seal When Harappan Script is Still Undeciphered".
  6. ↑ "100 साल बीतने के बाद भी सिंधु लिपि क्यों बनी हुई है अबूझ पहेली, क्यों हो रही है आज इसकी चर्चा?".
  7. ↑ Mohua Chatterjee, TNN Mar 21, 2010, 02.13am IST (2010-03-21). "BJP gets a JNU product as its woman spokesparson - Times Of India". Articles.timesofindia.indiatimes.com. Archived from the original on 21 सितंबर 2013. Retrieved 2013-09-20. {{cite web}}: Check date values in: |archive-date= (help)CS1 maint: multiple names: authors list (link) CS1 maint: numeric names: authors list (link)
  8. ↑ "Management | Pranava". Pranavatheschool.org. Archived from the original on 19 जुलाई 2013. Retrieved 2013-09-20. {{cite web}}: Check date values in: |archive-date= (help)
  9. ↑ "AP govt advisor and Nirmala Sitharaman's husband Parakala Prabhakar quits, blames Jagan". Archived from the original on 20 नवंबर 2018. Retrieved 22 जून 2018. {{cite web}}: Check date values in: |access-date= and |archive-date= (help)
  10. ↑ "Andhra Pradesh / Hyderabad News : BJP spokesperson finds her new role challenging". द हिन्दू. 2010-04-03. Archived from the original on 21 सितंबर 2013. Retrieved 2013-06-29. {{cite web}}: Check date values in: |archive-date= (help)