ନତାଶା ଭରଦ୍ୱାଜ
ଦେଖଣା
ନତାଶା ଭରଦ୍ୱାଜ | |
---|---|
ଜନ୍ମ | ୧୭ ସେପ୍ଟେମ୍ବର ୧୯୯୭ |
ଶିକ୍ଷାନୁଷ୍ଠାନ | ଜୟ ହିନ୍ଦ କଲେଜ, ମୁମ୍ବାଇ |
ବୃତ୍ତି | ଅଭିନେତ୍ରୀ |
ସକ୍ରିୟ ବର୍ଷ | ୨୦୧୮–ଏବେଯାଏଁ |
Title | ମିସ୍ ଡିଭା ୨୦୧୬ (ଫାଇନାଲିଷ୍ଟ) ମିସ୍ ଡିଭା ୨୦୧୬ (ମିସ୍ ଟ୍ୟାଲେଣ୍ଟେଡ୍) |
ନତାଶା ଭରଦ୍ୱାଜ ଜଣେ ଭାରତୀୟ ଅଭିନେତ୍ରୀ । ସେ ହିନ୍ଦୀ ୱେବ୍ ସିରିଜ୍ରେ ମୁଖ୍ୟତଃ ଅଭିନୟ କରନ୍ତି । ସେ ୨୦୧୮ ମସିହାରେ, ଇଣ୍ଡିଆଜ୍ ନେକ୍ସଟ୍ ସୁପର୍ଷ୍ଟାର୍ରେ ଅଂଶଗ୍ରହଣ କରିଥିଲେ ଏବଂ ଏଥିରେ ବିଜୟୀ ହୋଇଥିଲେ । ୨୦୨୦ ମସିହାରେ, ସେ ପୱନ ଆଣ୍ଡ୍ ପୂଜା ୱେବ୍ ସିରିଜ୍ ଜରିଆରେ ଅଭିନୟ ଜଗତରେ କାମ କରିବା ଆରମ୍ଭ କରିଥିଲେ । ୨୦୨୧ ମସିହାରେ ମୁକ୍ତିଲାଭ କରିଥିବା ମୁମ୍ବାଇ ଡାଏରିଜ୍ ୨୬/୧୧ ପାଇଁ ଜଣାଶୁଣା ।[୧]
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]୧୯୯୭ ମସିହାର ସେପ୍ଟେମ୍ବର ୧୭ ତାରିଖରେ, ସେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ । ମୁମ୍ବାଇ ସ୍ଥିତ ଜୟ ହିନ୍ଦୀ କଲେଜରୁ ସେ ସ୍ନାତକ କରିଥିଲେ । ସେ ମିସ୍ ଡିଭା ୨୦୧୬ରେ ଅଂଶଗ୍ରହଣ କରିଥିଲେ, ଯେଉଁଠି ସେ ଫାଇନାଲିଷ୍ଟ ଥିଲେ ଏବଂ ୟାମାଃ ଫ୍ୟାସିନୋ ମିସ୍ ଟ୍ୟାଲେଣ୍ଡେଡ୍ ଟାଇଟଲ୍ ଜିତିଥିଲେ ।[୨][୩]
ଅଭିନୟ ଜୀବନ
[ସମ୍ପାଦନା]ଅଭିନୀତ ଧାରାବାହିକ
[ସମ୍ପାଦନା]ବର୍ଷ | ଧାରାବାହିକ | ଭୂମିକ | ମନ୍ତବ୍ୟ | ଆଧାର |
---|---|---|---|---|
୨୦୧୮ | ଇଣ୍ଡିଆଜ୍ ନେକ୍ସଟ୍ ସୁପର୍ଷ୍ଟାର୍ | ପ୍ରତିଯୋଗୀ | ବିଜେତା | [୪] |
ଅଭିନୀତ ୱେବ୍ ସିରିଜ୍
[ସମ୍ପାଦନା]ବର୍ଷ | କଥାଚିତ୍ର | ଭୂମିକା | ମନ୍ତବ୍ୟ | ଆଧାର |
---|---|---|---|---|
୨୦୨୦ | ପୱନ ଆଣ୍ଡ୍ ପୂଜା | ପୂଜା ମାହେଶ୍ୱରୀ | [୫] | |
୨୦୨୧–ଏବେଯାଏଁ | ମୁମ୍ବାଇ ଡାଏରିସ୍ ୨୬/୧୧ | ଡ. ଦିୟା ପାରେଖ | [୬] | |
୨୦୨୩ | ଇସ୍କ ନେକ୍ସଟ୍ ଡୋର୍ | ମେହେର କୌର୍ ସିକ୍କା | [୭] |
ମ୍ୟୁଜିକ୍ ଭିଡିଓ
[ସମ୍ପାଦନା]ବର୍ଷ | ଗୀତ | କଣ୍ଠଶିଳ୍ପୀ | ଆଧାର |
---|---|---|---|
୨୦୨୨ | ମନ୍ ମେରି ଜାନ୍ | କିଙ୍ଗ୍ | [୮] |
ପୁରସ୍କାର ଓ ନାମାଙ୍କନ
[ସମ୍ପାଦନା]ବର୍ଷ | ପୁରସ୍କାର | ବର୍ଗ | କାମ | ଫଳାଫଳ | ଆଧାର |
---|---|---|---|---|---|
୨୦୨୨ | ଇଣ୍ଡିଆନ୍ ଟେଲିଭିଜନ୍ ଏକାଡେମୀ ଆୱାର୍ଡ଼ | ଶ୍ରେଷ୍ଠ ସହ-ଅଭିନେତ୍ରୀ - ଡ୍ରାମୀ (ଓଟିଟି) | ମୁମ୍ବାଇ ଡାଏରିଜ୍ ୨୬/୧୧ | ବିଜୟୀ | [୯] |
ଆଧାର
[ସମ୍ପାଦନା]- ↑ Rediff Style (30 May 2023). "Why The Internet Loves Natasha Bharadwaj". Rediff.com. Retrieved 29 June 2023.
- ↑ "2016 - Miss Diva Contestants - Miss Diva - Beauty Pageants". Femina Miss India. Retrieved 25 August 2017.
- ↑ "Ishq Next Door actress Natasha Bharadwaj: When it comes to love, I am an old-school romantic". Telegraph India. Retrieved 14 July 2023.
- ↑ "Aman Gandotra, Natasha Bharadwaj and Shruti Sharma were declared winners of India's Next Superstars". The Indian Express (in ଆମେରିକୀୟ ଇଂରାଜୀ). 2018-04-07. Retrieved 2018-04-08.
- ↑ "Pawan & Pooja trailer: Deepti Naval, Mahesh Manjrekar, Gul Panag, Sharman Joshi explore changing definitions of love". Firstpost. 2020-02-05. Retrieved 2021-06-18.
- ↑ "Nikkhil Advani on 'Mumbai Diaries 26/11' success: Overwhelming to see everyone's effort getting recognition". Mid Day (in ଇଂରାଜୀ). 2021-09-14. Retrieved 2021-09-14.
- ↑ "Ishq Next Door Trailer: Abhay Mahajan, Natasha Bharadwaj, Mrinal Dutt, Purav Jha starrer series". Times of India (in ଇଂରାଜୀ). Retrieved 28 June 2023.
- ↑ "WATCH - Trending music video 'Maan Meri Jaan' sung by King, starring Natasha Bharadwaj". Times of India. Retrieved 25 October 2022.
- ↑ "List of awards and nominations received by Natasha Bharadwaj". Times of India. Retrieved 29 December 2022.
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ନତାଶା ଭରଦ୍ୱାଜ