ତନ୍ମୟ ଧୂଳି
ଦେଖଣା
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
ତନ୍ମୟ ଧୂଳି | |
---|---|
ଲେଖକ | ପ୍ରତିଭା ଶତପଥୀ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ବିଭାଗ | କବିତା ସଙ୍କଳନ |
ପ୍ରକାଶକ | ବିଦ୍ୟାପୁରୀ |
ପୃଷ୍ଠା | ୧୦୮ |
ତନ୍ମୟ ଧୂଳି ପ୍ରତିଭା ଶତପଥୀଙ୍କ ରଚିତ ଏକ କବିତା ସଙ୍କଳନ ।[୧] ଏହା କଟକର ବିଦ୍ୟାପୁରୀ ପ୍ରକାଶନ ସଂସ୍ଥାଦ୍ୱାରା ୧୯୯୬ରେ ପ୍ରକାଶିତ ହୋଇଥିଲା । କବି ଓ ଲେଖିକା ପ୍ରତିଭା ଶତପଥୀଙ୍କୁ ଏଥି ପାଇଁ ୨୦୦୧ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।[୨] ପୁସ୍ତକଟି "ରାଜେନ୍ଦ୍ର ପ୍ରସାଦ ମିଶ୍ର"ଙ୍କଦ୍ୱାରା ହିନ୍ଦୀ ଭାଷାରେ ଅନୁବାଦିତ ହୋଇଛି ।[୩]
ଆଧାର
[ସମ୍ପାଦନା]- ↑ "ନାରୀସତ୍ତାର ସ୍ବଚ୍ଛ ରୂପ କବି ପ୍ରତିଭା ଶତପଥୀଙ୍କ ସହ ସାକ୍ଷାତକାର". www.odiasahitya.com. ଓଡ଼ିଆ ସାହିତ୍ୟ ଡଟ୍ କମ୍. Retrieved 21 February 2019.
- ↑ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକ
- ↑ D. S. Rao (2004). Five Decades: The National Academy of Letters, India : a Short History of Sahitya Akademi. Sahitya Akademi. pp. 63–. ISBN 978-81-260-2060-7.