Jump to content

ତନ୍ଦୁର

ଉଇକିପିଡ଼ିଆ‌ରୁ
ତନ୍ଦୁର
town
ଦେଶ India
ରାଜ୍ୟTelangana
ଜିଲ୍ଲାRanga Reddy
Elevation
450 m (1,480 ft)
Population
 (2011)[]
 • Total୬୫,୧୧୫
ଭାଷା
 • ସରକାରୀTelugu
Time zoneUTC+5:30 (IST)
PIN
501141

ତନ୍ଦୁର ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା ଆନ୍ଧ୍ର ପ୍ରଦେଶର ରଙ୍ଗରେଦ୍ଦି ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି

[ସମ୍ପାଦନା]

ତନ୍ଦୁର ୧୯.୧୫୧୮ ଉତ୍ତର ଅକ୍ଷାଂଶ ଓ ୭୯.୪୫୦୨ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୦୪୦ ଫୁଟ ଉଚ୍ଚତାରେ ରହିଛି ।[]

ଜନସଂଖ୍ୟା ଓ ସାକ୍ଷରତା

[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ତନ୍ଦୁର ସହରର ମୋଟ ଜନସଂଖ୍ୟା ୫୭୯୪୩ ଅଟେ ।[] ସେଥି ମଧ୍ୟରୁ ୫୧.୦୮% ଜଣ ପରୁଷ ହୋଇଥିବା ବେଳେ ୪୮.୯୨% ଜଣ ନାରୀ ଅଟନ୍ତି । ତନ୍ଦୁରର ସାକ୍ଷରତା ହାର ୫୯.୮୦% ଅଟେ । ଏହା ଜାତୀୟ ହାରଠାରୁ ୫.୦୪% ପ୍ରତିଶତ କମ ଅଟେ । ସେଥିରୁ ୩୪.୩୮% ପ୍ରତିଶତ ପୁରୁଷ ଓ ୨୫.୪୨% ନାରୀ ଅଟନ୍ତି । ୧୪.୬୮% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[]

ତେଲୁଗୁ ତନ୍ଦୁରର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ

[ସମ୍ପାଦନା]
  1. http://www.censusindia.gov.in/pca/SearchDetails.aspx?Id=610095
  2. "Directory of Cities, Towns, and Regions in India". Retrieved 27 September 2015.
  3. ୩.୦ ୩.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ

[ସମ୍ପାଦନା]