ତନ୍ଦୁର
Appearance
ତନ୍ଦୁର | |
---|---|
town | |
ଦେଶ | India |
ରାଜ୍ୟ | Telangana |
ଜିଲ୍ଲା | Ranga Reddy |
Elevation | 450 m (1,480 ft) |
Population (2011)[୧] | |
• Total | ୬୫,୧୧୫ |
ଭାଷା | |
• ସରକାରୀ | Telugu |
Time zone | UTC+5:30 (IST) |
PIN | 501141 |
ତନ୍ଦୁର ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ଆନ୍ଧ୍ର ପ୍ରଦେଶର ରଙ୍ଗରେଦ୍ଦି ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]ତନ୍ଦୁର ୧୯.୧୫୧୮ ଉତ୍ତର ଅକ୍ଷାଂଶ ଓ ୭୯.୪୫୦୨ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୦୪୦ ଫୁଟ ଉଚ୍ଚତାରେ ରହିଛି ।[୨]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ତନ୍ଦୁର ସହରର ମୋଟ ଜନସଂଖ୍ୟା ୫୭୯୪୩ ଅଟେ ।[୩] ସେଥି ମଧ୍ୟରୁ ୫୧.୦୮% ଜଣ ପରୁଷ ହୋଇଥିବା ବେଳେ ୪୮.୯୨% ଜଣ ନାରୀ ଅଟନ୍ତି । ତନ୍ଦୁରର ସାକ୍ଷରତା ହାର ୫୯.୮୦% ଅଟେ । ଏହା ଜାତୀୟ ହାରଠାରୁ ୫.୦୪% ପ୍ରତିଶତ କମ ଅଟେ । ସେଥିରୁ ୩୪.୩୮% ପ୍ରତିଶତ ପୁରୁଷ ଓ ୨୫.୪୨% ନାରୀ ଅଟନ୍ତି । ୧୪.୬୮% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]
ଭାଷା
[ସମ୍ପାଦନା]ତେଲୁଗୁ ତନ୍ଦୁରର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ http://www.censusindia.gov.in/pca/SearchDetails.aspx?Id=610095
- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୩.୦ ୩.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.