ଜୀବନ ଚିନ୍ତା
ଦେଖଣା
ଜୀବନ ଚିନ୍ତା, ମଧୁସୂଦନ ରାଓଙ୍କ ରଚିତ ଏକ ଓଡ଼ିଆ କାବ୍ୟ ଅଟେ ।[୧] ପ୍ରଣବ ପଟ୍ଟନାୟକ ଏହାକୁ ତାଙ୍କ ରେ ଆତ୍ମନ୍ ନିଦ୍ରା ପରିହରି ଗୀତରେ ଗାଇଥିଲେ ।
କିଛି ପଦ
[ସମ୍ପାଦନା]ରେ ଆତ୍ମନ୍ ନିଦ୍ରା ପରିହରି
ଫେଡି ଚିନ୍ତାର ଲୋଚନ, କର କର ନିରୀକ୍ଷଣ
ନିଶବ୍ଦେ ଜୀବନ ସ୍ରୋତ ଧାଉଁଛି କିପରି
ଭେଟିବାକୁ ମୃତ୍ୟୁ-ସିନ୍ଧୁ-କରାଳ-ଲହରୀ ।
ଆଧାର
[ସମ୍ପାଦନା]- ↑ eodisha.org. "ରେ ଆତ୍ମନ ନିଦ୍ରା ପରିହରି". Archived from the original on 17 July 2014. Retrieved 18 August 2014.
ବାହାର ଲିଙ୍କ
[ସମ୍ପାଦନା]- ସମ୍ପୁର୍ଣ୍ଣ କବିତା. "ଜୀବନ ଚିନ୍ତା -ରେ ଆତ୍ମନ୍ ନିଦ୍ରା ପରିହରି".