ଜୀବନ ଚିନ୍ତା

ଉଇକିପିଡ଼ିଆ‌ରୁ

ଜୀବନ ଚିନ୍ତା, ମଧୁସୂଦନ ରାଓଙ୍କ ରଚିତ ଏକ ଓଡ଼ିଆ କାବ୍ୟ ଅଟେ ।[୧] ପ୍ରଣବ ପଟ୍ଟନାୟକ ଏହାକୁ ତାଙ୍କ ରେ ଆତ୍ମନ୍ ନିଦ୍ରା ପରିହରି ଗୀତରେ ଗାଇଥିଲେ ।

କିଛି ପଦ[ସମ୍ପାଦନା]

ରେ ଆତ୍ମନ୍ ନିଦ୍ରା ପରିହରି
ଫେଡି ଚିନ୍ତାର ଲୋଚନ, କର କର ନିରୀକ୍ଷଣ
ନିଶବ୍ଦେ ଜୀବନ ସ୍ରୋତ ଧାଉଁଛି କିପରି
ଭେଟିବାକୁ ମୃତ୍ୟୁ-ସିନ୍ଧୁ-କରାଳ-ଲହରୀ ।

ଆଧାର[ସମ୍ପାଦନା]

  1. eodisha.org. "ରେ ଆତ୍ମନ ନିଦ୍ରା ପରିହରି". Archived from the original on 17 July 2014. Retrieved 18 August 2014.

ବାହାର ଲିଙ୍କ[ସମ୍ପାଦନା]