କୁଣ୍ଡାଖିଆ ଚଢ଼େଇ
କୁଣ୍ଡାଖିଆ ଚଢ଼େଇ ସାତଭାୟା ଚଢ଼େଇ | |
---|---|
Turdoides striata striata | |
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ଜଗତ: | Animalia |
ସଙ୍ଘ: | Chordata |
ବର୍ଗ: | Aves |
ଗଣ: | Passeriformes |
କୁଳ: | Leiothrichidae |
ପ୍ରଜାତି: | Turdoides |
ଜାତି: | T. striata |
ବାଇନୋମିଆଲ ନାମ | |
Turdoides striata (Dumont, 1823)
| |
Synonyms | |
Turdoides striatus |
କୁଣ୍ଡାଖିଆ ଚଢ଼େଇ ବା କୁଣ୍ଡା ଚଢ଼େଇ (ଇଂରାଜୀରେ "Jungle Babbler" , ଜୀବ ବିଜ୍ଞାନ ନାମ "Turdoides striata" , "Turdoies somervillei") ଭାରତୀୟ ଉପମହାଦେଶ ତଥା ଓଡ଼ିଶାରେ ବହୁଳ[୨] ଭାବେ ଦେଖାଯାଉଥିବା ଏକ ଚଢ଼େଇ ।[୩] । ଏମାନେ ଅନେକ ସମୟରେ ଛଅଟିରୁ ଦଶଟି ପକ୍ଷୀ ରହିଥିବା ଦଳରେ ବିଚରଣ କରନ୍ତି । ସହର, ଉଦ୍ୟାନ ତଥା ଜଂଗଲିଆ ଅଞ୍ଚଳରେ ଏହି ପକ୍ଷୀ ବାସ କରନ୍ତି ।[୪] ।
ଦଳରେ ବୁଲୁଥିବା କାରଣରୁ ଉତ୍ତର ଭାରତରେ ଅନ୍ୟାନ୍ୟ ସ୍ଥାନମାନଙ୍କରେ ଏହି ଚଢ଼େଇକୁ "ସାତ ଭାଇ" (ଓଡ଼ିଆରେ ମଧ୍ୟ "ସାତଭାୟା") କୁହାଯାଇଥାଏ ।
ବର୍ଣ୍ଣନା
[ସମ୍ପାଦନା]ଏମାନେ ଦେଖିବାକୁ ହାଲୁକା ଧୂସରିଆ ରଂଗର ହୋଇଥାନ୍ତି । ଅଣ୍ଡିରା ଓ ମାଈ ଚଢ଼େଇ ଦେଖିବାକୁ ପ୍ରାୟ ଏକା ଭଳି । ଏମାନଙ୍କ ଥଣ୍ଟଟି ଛୋଟ ଓ ଫିକା ହଳଦିଆ ରଂଗର । ଡେଣାଗୁଡିକ ଛୋଟ ଛୋଟ, ତେଣୁ ସେମାନେ ପ୍ରାୟ ଖଣ୍ଡିଉଡା ଦେଇଥାନ୍ତି |
ଓଡ଼ିଶାରେ ଦେଖାଯାଉଥିବା ଉପପ୍ରଜାତିଟି ସଧାରଣତଃ ଟିକିଏ ଅଧିକା ମାଟିଆ ରଙ୍ଗର ହୋଇଥାଏ [୫]।
ଆଧାର
[ସମ୍ପାଦନା]- ↑ "Turdoides striata". IUCN Red List of Threatened Species. Version 2013.2. International Union for Conservation of Nature. 2012. Retrieved 26 November 2013.
{{cite web}}
: Invalid|ref=harv
(help) - ↑ "Avibase - Bird Checklists of the World Orissa". ଏଭିବେସ. Retrieved 27 May 2018.
- ↑ GAZETTEERS & DIRECTOR GENERAL, TRAINING COORDINATION, DR. TARADATT, IAS CHIEF EDITOR (16 April 2016). ODISHA DISTRICT GAZETTEERS SUBARNAPUR (PDF). ଭୁବନେଶ୍ୱର: GOPABANDHU ACADEMY OF ADMINISTRATION, [GAZETTEERS UNIT] GENERAL ADMINISTRATION DEPARTMENT GOVERNMENT OF ODISHA. p. 29.
{{cite book}}
: CS1 maint: multiple names: authors list (link) - ↑ "Jungle babbler". Wikipedia, the free encyclopedia. ଇଂରାଜୀ ଉଇକିପିଡ଼ିଆ. Retrieved 27 May 2018.
- ↑ "Jungle babbler". Wikipedia, the free encyclopedia. ଇଂରାଜୀ ଉଇକିପିଡ଼ିଆ. Retrieved 27 May 2018.