କୁଣ୍ଡାଖିଆ ଚଢ଼େଇ

ଉଇକିପିଡ଼ିଆ ରୁ
Jump to navigation Jump to search
କୁଣ୍ଡାଖିଆ Jungle babbler
Jungle Babbler in Chinsurah.JPG
Turdoides striata striata
Conservation status
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Animalia
ସଙ୍ଘ: Chordata
ବର୍ଗ: Aves
ଗଣ: Passeriformes
କୁଳ: Leiothrichidae
ପ୍ରଜାତି: Turdoides
ଜାତି: T. striata
ବାଇନୋମିଆଲ ନାମ
Turdoides striata
(Dumont, 1823)
TurdoidesStriataMap.svg
Synonyms

Turdoides striatus
Malacocercus terricolor
Cossyphus striatus
Crateropus canorus

କୁଣ୍ଡାଖିଆ ଚଢେ‍ଇ ବା କୁଣ୍ଡାଚଢେଇ (ଇଂରାଜୀରେ "Jungle Babbler" , ଜୀବ ବିଜ୍ଞାନ ନାମ "Turdoides striata" , "Turdoies somervillei") ଭାରତୀୟ ଉପମହାଦେଶ ତଥା ଓଡ଼ିଶାରେ ବହୁଳ[୨] ଭାବେ ଦେଖାଯାଉଥିବା ଏକ ଚଢେ‍ଇ ଅଟେ[୩] । ଏମାନେ ଅନେକ ସମୟରେ ତାଙ୍କ ଦଳ (ଛଅଟିରୁ ଦଶଟି) ସହ ବୁଲିଥାଆଂତି ଓ ସହର, ପାର୍କ ତଥା ଜଂଗଲିଆ ଇଲାକାରେ ରହଂତି[୪]

ଉତ୍ତର ଭାରତ ତଥା ଭାରତରେ ଅନ୍ୟାନ୍ୟ ସ୍ଥାନ ମାନଂକ୍ରେ ଏହି ଚଢେ‍ଇ ମାନଂକୁ "ସାତ ଭାଇ" (ଓଡ଼ିଆରେ ମଧ୍ୟ "ସାତ ଭାୟା") କୁହାଯାଇଥାଏ, କାରଣ ଏମାନେ ସବୁବେଳେ ଦଳ ହୋଇ ଦେଖାଯାଆଂତି ।

ବର୍ଣ୍ଣନା[ସମ୍ପାଦନା]

ଏମାନେ ଦେଖିବାକୁ ହାଲୁକା ଧୂସରିଆ ରଂଗର ହୋଇଥାଂତି । ଅଣ୍ଡିରା ଓ ମାଈ ଚଢେ‍ଇ ମାନଏ ଦେଖିବାକୁ ପ୍ରାୟ ଏକା ଭଳି । ଏମାଂକର ଛୋଟ ଥଣ୍ଟ ହୋଇଥାଏ, ଫିକା ହଳଦିଆ ରଂଗର । ଡେଣା ଗୁଡିକା ଛୋଟ ଛୋଟ, ତେଣୁ ସେମାନେ ପ୍ରାୟ ଖଣ୍ଡିଉଡା ଦେ‍ଇଥାଂତି |

ଓଡ଼ିଶାରେ ଦେଖାଯାଉଥିବା ଉପଜାତିଟି ସଧାରଣତଃ ଟିକିଏ ଅଧିକା ମାଟିଆ ରଂଗର ହୋଇଥାଆଂତି [୫]


ଆଧାର[ସମ୍ପାଦନା]

  1. "Turdoides striata". IUCN Red List of Threatened Species. Version 2013.2. International Union for Conservation of Nature. 2012. Retrieved 26 November 2013.
  2. "Avibase - Bird Checklists of the World Orissa". ଏଭିବେସ. Retrieved 27 May 2018.
  3. GAZETTEERS & DIRECTOR GENERAL, TRAINING COORDINATION, DR. TARADATT, IAS CHIEF EDITOR (16 April 2016). ODISHA DISTRICT GAZETTEERS SUBARNAPUR (PDF). ଭୁବନେଶ୍ୱର: GOPABANDHU ACADEMY OF ADMINISTRATION, [GAZETTEERS UNIT] GENERAL ADMINISTRATION DEPARTMENT GOVERNMENT OF ODISHA. p. 29.CS1 maint: Extra text: authors list (link)
  4. "Jungle babbler". Wikipedia, the free encyclopedia. ଇଂରାଜୀ ଉଇକିପିଡିଆ. Retrieved 27 May 2018.
  5. "Jungle babbler". Wikipedia, the free encyclopedia. ଇଂରାଜୀ ଉଇକିପିଡିଆ. Retrieved 27 May 2018.