କୀର୍ତ୍ତନ ନାରାୟଣ ପାଢ଼ୀ
ଦେଖଣା
କୀର୍ତ୍ତନ ନାରାୟଣ ପାଢ଼ୀ | |
---|---|
ଜନ୍ମ | ଭାଟପଡ଼ା, ତିହିଡ଼ି, ଭଦ୍ରକ | ୧୧ ଜାନୁଆରୀ ୧୯୫୧
ଜାତୀୟତା | ଭାରତୀୟ |
ପିତାମାତା(s) | ପୁରୁଷୋତ୍ତମ ପାଢ଼ୀ, ହାରାମଣୀ ପାଢ଼ୀ |
କୀର୍ତ୍ତନ ନାରାୟଣ ପାଢ଼ୀ, (ଜନ୍ମ:୧୧ ଜାନୁଆରୀ ୧୯୫୧)[୧] ଜଣେ ଓଡ଼ିଆ ଭାଷା ଏବଂ ଓଡ଼ିଶୀ ସଙ୍ଗୀତର ଗବେଷକ, ଗୀତିକବି, ସଙ୍ଗୀତଜ୍ଞ ଓ ଗାୟକ ଅଟନ୍ତି ।[୨][୩] ତାଙ୍କଦ୍ୱାରା ରଚିତ ଗବେଷଣାତ୍ମକ ପୁସ୍ତକ ଗୁଡ଼ିକ ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା ପାଇବାରେ ଏବଂ ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ ନିମନ୍ତେ ଚାଲିଥିବ ପ୍ରୟାସରେ ସହାୟକ ହୋଇଛି । ସେ ଆକାଶବାଣୀର ଜଣେ ସ୍ୱୀକୃତିପ୍ରାପ୍ତ ଗୀତିକବି ଓ କଣ୍ଢଶିଳ୍ପୀ ଅଟନ୍ତି । ବୃତ୍ତିରେ ସେ ଜଣେ ବ୍ୟାଙ୍କ ଅଧିକାରୀ ଥିଲେ ।
ରଚନାବଳୀ
[ସମ୍ପାଦନା]- ସତ ଓ ସପନ
- ଗୀତ ଓ ଗୀତିକବିତା
- ଓଡ଼ିଶୀ ସଙ୍ଗୀତ - ଏକ ତତ୍ତ୍ୱଭିତ୍ତିକ ବିଶ୍ଳେଷଣ
- ଓଡ଼ିଶୀ ସଙ୍ଗୀତର ଇତିହାସ
- ମନ ଓ ମିଳନ
- ନାଦ ଦର୍ଶନ
- ଓଡ଼ିଶୀ ସଙ୍ଗୀତ - କିଛି ଜଣା ଅଜଣା ତଥ୍ୟ
- Odissi Vocal- a model classicism
- ଗୀତିକବିତାର ବ୍ୟାକରଣ
- ଓଡ଼ିଆ ଭାଷାର ଶାସ୍ତ୍ରୀୟତା
- The classicallity of Odissi music
- ପ୍ରୀତିଗୀତିକା-ଭକ୍ତିଗୀତିକା
- Odia a classical language of Indo-European Origin
- ଗନ୍ଧର୍ବ ପରମ୍ପରାର ଶ୍ରୀ ଜୟଦେବଙ୍କ ଶ୍ରୀ ଗୀତଗୋବିନ୍ଦ[୪]
ପୁରସ୍କାର ଓ ସମ୍ମାନ
[ସମ୍ପାଦନା]- ନିରଞ୍ଜନ ଦାସ ଭାଷା ସମ୍ମାନ, ୨୦୧୯ (ଉତ୍କଳ ସାହିତ୍ୟ ସମାଜ ପ୍ରଦତ୍ତ)[୫]
ଆଧାର
[ସମ୍ପାଦନା]- ↑ "ସ୍ୱୀକୃତି ପାଇଁ ଗଭୀର ଅଧ୍ୟୟନ ଓ ଗବେଷଣା ଭିତ୍ତିକ ଉପସ୍ଥାପନା ଲୋଡ଼ା". sakalaepaper.com. ୧୧ ଅପ୍ରେଲ ୨୦୨୧. p. ୮. Archived from the original on ୧୧ ଅପ୍ରେଲ ୨୦୨୧. Retrieved 11 April 2021.
{{cite web}}
: Check date values in:|date=
and|archivedate=
(help) - ↑ Leela Venkataraman. "Odisha vignettes". www.thehindu.com. The Hindu. Archived from the original on 9 April 2021. Retrieved 9 April 2021.
- ↑ "Festival for classical tag for Odishi music from February 1". www.dailypioneer.com. The Pioneer. Archived from the original on 9 April 2021. Retrieved 9 April 2021.
- ↑ "ବ୍ୟକ୍ତିତ୍ୱ". No. ନିତିଦିନ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୯. ନିତିଦିନ. 9 April 2021. Archived from the original on 9 April 2021. Retrieved 9 April 2021.
- ↑ "କବି ସୀତାକାନ୍ତ ମହାପାତ୍ର ପାଇବେ 'ଉତ୍କଳରତ୍ନ'". prameya.com. Retrieved 11 April 2021.