କରେନ୍ଦ୍ର ମାଝି
ଦେଖଣା
କରେନ୍ଦ୍ର ମାଝି | |
---|---|
ବିଧାୟକ: ୧୩ଶ, ୧୪ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୦୪ – ୨୦୧୪ | |
ପୂର୍ବ ଅଧିକାରୀ | ସୁରେନ୍ଦ୍ର କହଁର |
ପର ଅଧିକାରୀ | ରାଜୀବ ପାତ୍ର |
ନିର୍ବାଚନ ମଣ୍ଡଳୀ | ବାଲିଗୁଡ଼ା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୪ ଜାନୁଆରୀ ୧୯୭୩ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜନତା ପାର୍ଟି |
ଜୀବନ ସାଥୀ | ସଜିତା ପ୍ରଧାନ |
ବାପା/ବୋଉ | ପୂଜାରା ମାଝୀ (ବାପା) |
ବୃତ୍ତି | ରାଜନୀତିଜ୍ଞ |
କରେନ୍ଦ୍ର ମାଝି (ଜନ୍ମ: ୪ ଜାନୁଆରୀ ୧୯୭୩) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଛନ୍ତି । ୨୦୦୪ ଓ ୨୦୦୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବାଲିଗୁଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୩ଶ ଓ ୧୪ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]କରେନ୍ଦ୍ର ମାଝି ୧୯୭୩ ମସିହାର ଜାନୁଆରୀ ୪ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ପୂଜାରା ମାଝୀ ଓ ପତ୍ନୀଙ୍କ ନାମ ସଜିତା ପ୍ରଧାନ ।[୧]
ରାଜନୈତିକ ଜୀବନ
[ସମ୍ପାଦନା]କରେନ୍ଦ୍ର ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି ।[୨] ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଛନ୍ତି ।[୧]
ବିଧାନ ସଭା ସଭ୍ୟ ବିବରଣୀ
[ସମ୍ପାଦନା]ଆରମ୍ଭ | ଶେଷ | ପଦବୀ | ନିର୍ବାଚନ ମଣ୍ଡଳୀ | ଦଳ |
---|---|---|---|---|
୨୦୦୪ | ୨୦୦୯ | ସଭ୍ୟ, ୧୩ଶ ଓଡ଼ିଶା ବିଧାନ ସଭା | ବାଲିଗୁଡ଼ା | ଜନତା ପାର୍ଟି |
୨୦୦୯ | ୨୦୧୪ | ସଭ୍ୟ, ୧୪ଶ ଓଡ଼ିଶା ବିଧାନ ସଭା | ବାଲିଗୁଡ଼ା | ଭାରତୀୟ ଜନତା ପାର୍ଟି |
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Shri Karendra Majhi". odishaassembly.nic.in. Odisha Assembly. Retrieved 4 April 2021.
- ↑ "ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀ : ସମ୍ଭାବ୍ୟ ପ୍ରାର୍ଥୀ ତାଲିକାରେ କଂଗ୍ରେସରୁ କ୍ଳେଶ ଓ ବିଜେପିରୁ କରେନ୍ଦ୍ର!, ବିଜେଡିରେ ସସପେନସ୍, ସୁପ୍ରିମୋଙ୍କୁ ଭୋଟରଙ୍କ ପୋଷ୍ଟକାର୍ଡ଼ | Sambad". ସମ୍ବାଦ. sambad.in. 17 March 2019. Archived from the original on 4 April 2021. Retrieved 4 April 2021.