ଆୟୋଟ୍ରକ୍ସିକ ଏସିଡ
Clinical data | |
---|---|
Trade names | Biliscopin, others |
AHFS/Drugs.com | International Drug Names |
ATC code | |
Identifiers | |
| |
CAS Number | |
PubChem CID | |
ChemSpider | |
UNII | |
KEGG | |
ChEMBL | |
ECHA InfoCard | 100.051.726 |
Chemical and physical data | |
Formula | C22H18I6N2O9 |
Molar mass | 1215.81314 g/mol |
3D model (JSmol) | |
|
ଆୟୋଟ୍ରକ୍ସିକ ଏସିଡ (ଇଂରାଜୀ ଭାଷାରେ Iotroxic acid, ଅନ୍ୟ ନାମ ମ୍ୟାଗନେସିଅମ ଆୟୋଟ୍ରକ୍ସେଟ/meglumine iotroxate, ଏକ ପଦାର୍ଥ ଯାହା ରଞ୍ଜନରଶ୍ମି କଲାବେଳେ କଣ୍ଟ୍ରାସ୍ଟ ମିଡିଅମ (contrast medium) ଭାବରେ ବ୍ୟବହାର କରାଯାଏ ।[୧][୨] ପିତ୍ତକୋଷ (gall bladder) ଓ ବିଲିଆରି ଟ୍ରାକ୍ଟ (biliary tract) ପରୀକ୍ଷା କଲାବେଳେ ଏହା ବିଶେଷ ଭାବରେ ବ୍ୟବହାର କରାଯାଏ । ଏହା ଶିରା ଇନଫ୍ୟୁଜନ (slow injection into a vein) ଆକାରରେ ଦିଆଯାଏ ।[୨]
ସାଧାରଣତା କୌଣସି ପ୍ରତିକ୍ରିୟା ହୁଏନାହିଁ ।[୩] ଯଦି କ୍ୱଚିତ ହୁଏ ତେବେ ବାନ୍ତି, ଚମ ଲାଲ ଦେଖାଯାଏ (skin flushing), ମୁଣ୍ଡବଥା, ଗଲୁ ଓ ନିମ୍ନ ରକ୍ତଚାପ (low blood pressure) ହୋଇପାରେ । କ୍ୱଚିତ୍ ବାତ seizures ମାରେ ଆଲର୍ଜି ପ୍ରତିକ୍ରିୟା ହୋଇପାରେ । ଆୟୋଡିନ ଆଲର୍ଜି (iodine allergy) ଥିବା ଲୋକ ଏହା ବ୍ୟବହାର କରିବା ମନା ।[୨] ଏହା ଡାଇଓନିକ ଡାଇମର (diionic dimer) ଶ୍ରେଣୀର ଏକ ଆୟୋଡିନ ଥିବା କଣ୍ଟ୍ରାସ୍ଟ ମିଡିଆ (iodine containing contrast media) ଥିବା ପଦାର୍ଥ ।[୪]
ଆୟୋଟ୍ରକ୍ସିକ ଏସିଡ ପ୍ରଥମେ ସନ ୧୯୭୬ରେ ପ୍ରସ୍ତୁତ ହୋଇଥିଲା ।[୫] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୬] ବିକଶିତ ଦେଶମାନଙ୍କରେ (developed world) ଏମଆରସିପି (magnetic resonance cholangiopancreatography ବା MRCP) ମିଳୁଥିବାରୁ ଏହା କ୍ୱଚିତ ବ୍ୟବହାର ହୁଏ । [୭]
ଆଧାର
[ସମ୍ପାଦନା]- ↑ "Iotroxic Acid - Drugs.com". www.drugs.com. Retrieved 31 December 2016.
- ↑ ୨.୦ ୨.୧ ୨.୨ WHO Model Formulary 2008 (PDF). World Health Organization. 2009. pp. 315, 318. ISBN 9789241547659. Retrieved 8 December 2016.
- ↑ Neugebauer, Edmund; Sauerland, Stefan (2014). Recommendations for evidence-based endoscopic surgery: The updated EAES consensus development conferences (in ଇଂରାଜୀ). Springer Science & Business Media. p. 67. ISBN 9782817808499.
- ↑ Schaefer, Christof; Peters, Paul W. J.; Miller, Richard K. (2014). Drugs During Pregnancy and Lactation: Treatment Options and Risk Assessment (in ଇଂରାଜୀ). Academic Press. p. 532. ISBN 9780124079014.
- ↑ Korolkovas, Andrejus (1988). Essentials of Medicinal Chemistry (in ଇଂରାଜୀ). Wiley. p. 1063. ISBN 9780471883562.
- ↑ "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
- ↑ Sherlock, Shiela; Dooley, James (2008). Diseases of the Liver and Biliary System (in ଇଂରାଜୀ). John Wiley & Sons. p. 568. ISBN 9780470986813.