ଆୟୋଟ୍ରକ୍ସିକ ଏସିଡ

ଉଇକିପିଡ଼ିଆ‌ରୁ
ଆୟୋଟ୍ରକ୍ସିକ ଏସିଡ
Clinical data
Trade namesBiliscopin, others
AHFS/Drugs.comInternational Drug Names
ATC code
Identifiers
  • 3-{2-[2-(2-{[(3-carboxy-2,4,6-triiodophenyl)carbamoyl]methoxy}ethoxy)ethoxy]acetamido}-2,4,6-triiodobenzoic acid
CAS Number
PubChem CID
ChemSpider
UNII
KEGG
ChEMBL
ECHA InfoCard100.051.726 Edit this at Wikidata
Chemical and physical data
FormulaC22H18I6N2O9
Molar mass1215.81314 g/mol
3D model (JSmol)
  • O=C(Nc1c(I)c(c(I)cc1I)C(=O)O)COCCOCCOCC(=O)Nc2c(I)c(C(=O)O)c(I)cc2I

ଆୟୋଟ୍ରକ୍ସିକ ଏସିଡ (ଇଂରାଜୀ ଭାଷାରେ Iotroxic acid, ଅନ୍ୟ ନାମ ମ୍ୟାଗନେସିଅମ ଆୟୋଟ୍ରକ୍ସେଟ/meglumine iotroxate, ଏକ ପଦାର୍ଥ ଯାହା ରଞ୍ଜନରଶ୍ମି କଲାବେଳେ କଣ୍ଟ୍ରାସ୍ଟ ମିଡିଅମ (contrast medium) ଭାବରେ ବ୍ୟବ‌ହାର କରାଯାଏ ।[୧][୨] ପିତ୍ତକୋଷ (gall bladder) ଓ ବିଲିଆରି ଟ୍ରାକ୍ଟ (biliary tract) ପରୀକ୍ଷା କଲାବେଳେ ଏହା ବିଶେଷ ଭାବରେ ବ୍ୟବ‌ହାର କରାଯାଏ । ଏହା ଶିରା ଇନଫ୍ୟୁଜନ (slow injection into a vein) ଆକାରରେ ଦିଆଯାଏ ।[୨]

ସାଧାରଣତା କୌଣସି ପ୍ରତିକ୍ରିୟା ହୁଏନାହିଁ ।[୩] ଯଦି କ୍ୱଚିତ ହୁଏ ତେବେ ବାନ୍ତି, ଚମ ଲାଲ ଦେଖାଯାଏ (skin flushing), ମୁଣ୍ଡବଥା, ଗଲୁ ଓ ନିମ୍ନ ରକ୍ତଚାପ (low blood pressure) ହୋଇପାରେ । କ୍ୱଚିତ୍ ବାତ seizures ମାରେ ଆଲର୍ଜି ପ୍ରତିକ୍ରିୟା ହୋଇପାରେ । ଆୟୋଡିନ ଆଲର୍ଜି (iodine allergy) ଥିବା ଲୋକ ଏହା ବ୍ୟବ‌ହାର କରିବା ମନା ।[୨] ଏହା ଡାଇଓନିକ ଡାଇମର (diionic dimer) ଶ୍ରେଣୀର ଏକ ଆୟୋଡିନ ଥିବା କଣ୍ଟ୍ରାସ୍ଟ ମିଡିଆ (iodine containing contrast media) ଥିବା ପଦାର୍ଥ ।[୪]

ଆୟୋଟ୍ରକ୍ସିକ ଏସିଡ ପ୍ରଥମେ ସନ ୧୯୭୬ରେ ପ୍ରସ୍ତୁତ ହୋଇଥିଲା ।[୫] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୬] ବିକଶିତ ଦେଶମାନଙ୍କରେ (developed world) ଏମଆରସିପି (magnetic resonance cholangiopancreatography ବା MRCP) ମିଳୁଥିବାରୁ ଏହା କ୍ୱଚିତ ବ୍ୟବ‌ହାର ହୁଏ । [୭]

ଆଧାର[ସମ୍ପାଦନା]

  1. "Iotroxic Acid - Drugs.com". www.drugs.com. Retrieved 31 December 2016.
  2. ୨.୦ ୨.୧ ୨.୨ WHO Model Formulary 2008 (PDF). World Health Organization. 2009. pp. 315, 318. ISBN 9789241547659. Retrieved 8 December 2016.
  3. Neugebauer, Edmund; Sauerland, Stefan (2014). Recommendations for evidence-based endoscopic surgery: The updated EAES consensus development conferences (in ଇଂରାଜୀ). Springer Science & Business Media. p. 67. ISBN 9782817808499.
  4. Schaefer, Christof; Peters, Paul W. J.; Miller, Richard K. (2014). Drugs During Pregnancy and Lactation: Treatment Options and Risk Assessment (in ଇଂରାଜୀ). Academic Press. p. 532. ISBN 9780124079014.
  5. Korolkovas, Andrejus (1988). Essentials of Medicinal Chemistry (in ଇଂରାଜୀ). Wiley. p. 1063. ISBN 9780471883562.
  6. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  7. Sherlock, Shiela; Dooley, James (2008). Diseases of the Liver and Biliary System (in ଇଂରାଜୀ). John Wiley & Sons. p. 568. ISBN 9780470986813.