ଆନ୍ନାଭରମ ମନ୍ଦିର
ଦେଖଣା
A Annavaram
అన్నవరం | |
---|---|
village of historical importance | |
Country | India |
State | Andhra Pradesh |
Region | Coastal Andhra |
District | East Godavari |
Population (2011)[୧] | |
• Total | ୬,୮୬୫ |
Languages | |
Time zone | UTC+5:30 (IST) |
PIN | 533406 [Annavaram Shankavaram(mandal) at East Godavari District] |
Telephone code | 08868 |
ଯାନବାହାନ ପଞ୍ଚୀକରଣ | AP-05 |
Nearest city | Rajahmundry, Visakhapatnam, Kakinada |
Website | annavaramdevasthanam |
ଆନ୍ନାଭରମ , ଭାରତୀୟ ରାଜ୍ୟ ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲ୍ଲାର ପାମ୍ପା ନଦୀ କୁଳରେ ଅବସ୍ଥିତ ଏକ ଗ୍ରାମ । .[୨]
ବ୍ୟୁପତ୍ତି
[ସମ୍ପାଦନା]anna କହିଲେ " ଯାହା ଚାହିଁବା "କୁ ବୁଝାଏ । bharam କହିଲେ "ପୂର୍ଣ " ହେବାକୁ ବୁଝାଏ । ତେଣୁ ଅନ୍ନାଭରମ ନାମ ଏଠାରେ ମନ୍ଦିରରେ ଇଶ୍ୱରଙ୍କୁ ଯାହା ମାଗିଲେ ଦିଅନ୍ତିକୁ ବୁଝେଇଥାଏ ।
ମନ୍ଦିର ସମୂହ
[ସମ୍ପାଦନା]ଏଠାରେ ମୁଖ୍ୟ ମନ୍ଦିର ଭଗବାନ ବୀର ଭେଙ୍କଟ ସତ୍ୟନାରାୟନ ସ୍ୱାମୀଙ୍କ ମନ୍ଦିର ରତନଗିରି ପାହାଡ ଉପରେ ରହିଛି । ଏଠାରେ ଦେବୀ ଅନ୍ନଲକ୍ଷ୍ମୀ ସାଥାବତୀ ଅମ୍ମଭରୁଙ୍କ ମନ୍ଦିର ମଧ୍ୟ ରହିଛି । .[୩]
ଯାତାୟତ
[ସମ୍ପାଦନା]ଏଠାରେ ଯତୋୟ ରାଜପଥ 5 ଯାଇଛି ଓ ଆନ୍ଧ୍ରପ୍ରଦେଶ ରାଜ୍ୟ ବସ ସେବା ରହିଛି । [୪] ଅନ୍ନାଭରମ ରେଳ ଷ୍ଟେସନ ମଧ୍ୟ ନିକଟରେ ରହିଛି । [୫]
ଆଧାର
[ସମ୍ପାଦନା]- ↑ "Census 2011". The Registrar General & Census Commissioner, India. Retrieved 26 July 2014.
- ↑ "Temples -> Annavaram" (Web page). eastgodavari.nic.in. Government of India. 2012. Retrieved 26 March 2012.
- ↑ "About Annavaram" (Web page). hoparoundindia.com. HopAroundIndia.com.
- ↑ "Bus Stations in Districts". Andhra Pradesh State Road Transport Corporation. Archived from the original on 22 March 2016. Retrieved 9 March 2016.
- ↑ "Vijayawada Division – a profile" (PDF). Indian Railways. Retrieved 2013-02-13.