Jump to content

ଆନ୍ନାଭରମ ମନ୍ଦିର

ଉଇକିପିଡ଼ିଆ‌ରୁ
A Annavaram
అన్నవరం
village of historical importance
CountryIndia
StateAndhra Pradesh
RegionCoastal Andhra
DistrictEast Godavari
Population
 (2011)[୧]
 • Total୬,୮୬୫
Languages
Time zoneUTC+5:30 (IST)
PIN
533406 [Annavaram Shankavaram(mandal) at East Godavari District]
Telephone code08868
ଯାନବାହାନ ପଞ୍ଚୀକରଣAP-05
Nearest cityRajahmundry, Visakhapatnam, Kakinada
Websiteannavaramdevasthanam.nic.in

ଆନ୍ନାଭରମ ,  ଭାରତୀୟ ରାଜ୍ୟ ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲ୍ଲାର ପାମ୍ପା ନଦୀ କୁଳରେ ଅବସ୍ଥିତ ଏକ ଗ୍ରାମ । .[୨]

ବ୍ୟୁପତ୍ତି 

[ସମ୍ପାଦନା]

anna କହିଲେ " ଯାହା ଚାହିଁବା "କୁ ବୁଝାଏ । bharam କହିଲେ "ପୂର୍ଣ " ହେବାକୁ ବୁଝାଏ । ତେଣୁ ଅନ୍ନାଭରମ ନାମ ଏଠାରେ ମନ୍ଦିରରେ ଇଶ୍ୱରଙ୍କୁ ଯାହା ମାଗିଲେ ଦିଅନ୍ତିକୁ ବୁଝେଇଥାଏ । 

ମନ୍ଦିର ସମୂହ 

[ସମ୍ପାଦନା]

ଏଠାରେ ମୁଖ୍ୟ ମନ୍ଦିର ଭଗବାନ ବୀର ଭେଙ୍କଟ ସତ୍ୟନାରାୟନ ସ୍ୱାମୀଙ୍କ ମନ୍ଦିର ରତନଗିରି ପାହାଡ ଉପରେ ରହିଛି । ଏଠାରେ ଦେବୀ ଅନ୍ନଲକ୍ଷ୍ମୀ ସାଥାବତୀ ଅମ୍ମଭରୁଙ୍କ ମନ୍ଦିର ମଧ୍ୟ ରହିଛି । .[୩]


ଯାତାୟତ 

[ସମ୍ପାଦନା]
Annavaram railway station name board

ଏଠାରେ ଯତୋୟ ରାଜପଥ 5 ଯାଇଛି ଓ ଆନ୍ଧ୍ରପ୍ରଦେଶ ରାଜ୍ୟ ବସ ସେବା ରହିଛି । [୪] ଅନ୍ନାଭରମ ରେଳ ଷ୍ଟେସନ ମଧ୍ୟ ନିକଟରେ ରହିଛି । [୫]

ଆଧାର 

[ସମ୍ପାଦନା]
  1. ↑ "Census 2011". The Registrar General & Census Commissioner, India. Retrieved 26 July 2014.
  2. ↑ "Temples -> Annavaram" (Web page). eastgodavari.nic.in. Government of India. 2012. Retrieved 26 March 2012.
  3. ↑ "About Annavaram" (Web page). hoparoundindia.com. HopAroundIndia.com.
  4. ↑ "Bus Stations in Districts". Andhra Pradesh State Road Transport Corporation. Archived from the original on 22 March 2016. Retrieved 9 March 2016.
  5. ↑ "Vijayawada Division – a profile" (PDF). Indian Railways. Retrieved 2013-02-13.