Jump to content

ଆନ୍ନାଭରମ ମନ୍ଦିର

ଉଇକିପିଡ଼ିଆ‌ରୁ
A Annavaram
అన్నవరం
village of historical importance
CountryIndia
StateAndhra Pradesh
RegionCoastal Andhra
DistrictEast Godavari
Population
 (2011)[]
 • Total୬,୮୬୫
Languages
Time zoneUTC+5:30 (IST)
PIN
533406 [Annavaram Shankavaram(mandal) at East Godavari District]
Telephone code08868
ଯାନବାହାନ ପଞ୍ଚୀକରଣAP-05
Nearest cityRajahmundry, Visakhapatnam, Kakinada
Websiteannavaramdevasthanam.nic.in

ଆନ୍ନାଭରମ ,  ଭାରତୀୟ ରାଜ୍ୟ ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲ୍ଲାର ପାମ୍ପା ନଦୀ କୁଳରେ ଅବସ୍ଥିତ ଏକ ଗ୍ରାମ । .[]

ବ୍ୟୁପତ୍ତି 

[ସମ୍ପାଦନା]

anna କହିଲେ " ଯାହା ଚାହିଁବା "କୁ ବୁଝାଏ । bharam କହିଲେ "ପୂର୍ଣ " ହେବାକୁ ବୁଝାଏ । ତେଣୁ ଅନ୍ନାଭରମ ନାମ ଏଠାରେ ମନ୍ଦିରରେ ଇଶ୍ୱରଙ୍କୁ ଯାହା ମାଗିଲେ ଦିଅନ୍ତିକୁ ବୁଝେଇଥାଏ । 

ମନ୍ଦିର ସମୂହ 

[ସମ୍ପାଦନା]

ଏଠାରେ ମୁଖ୍ୟ ମନ୍ଦିର ଭଗବାନ ବୀର ଭେଙ୍କଟ ସତ୍ୟନାରାୟନ ସ୍ୱାମୀଙ୍କ ମନ୍ଦିର ରତନଗିରି ପାହାଡ ଉପରେ ରହିଛି । ଏଠାରେ ଦେବୀ ଅନ୍ନଲକ୍ଷ୍ମୀ ସାଥାବତୀ ଅମ୍ମଭରୁଙ୍କ ମନ୍ଦିର ମଧ୍ୟ ରହିଛି । .[]


ଯାତାୟତ 

[ସମ୍ପାଦନା]
Annavaram railway station name board

ଏଠାରେ ଯତୋୟ ରାଜପଥ 5 ଯାଇଛି ଓ ଆନ୍ଧ୍ରପ୍ରଦେଶ ରାଜ୍ୟ ବସ ସେବା ରହିଛି । [] ଅନ୍ନାଭରମ ରେଳ ଷ୍ଟେସନ ମଧ୍ୟ ନିକଟରେ ରହିଛି । []

ଆଧାର 

[ସମ୍ପାଦନା]
  1. "Census 2011". The Registrar General & Census Commissioner, India. Retrieved 26 July 2014.
  2. "Temples -> Annavaram" (Web page). eastgodavari.nic.in. Government of India. 2012. Retrieved 26 March 2012.
  3. "About Annavaram" (Web page). hoparoundindia.com. HopAroundIndia.com.
  4. "Bus Stations in Districts". Andhra Pradesh State Road Transport Corporation. Archived from the original on 22 March 2016. Retrieved 9 March 2016.
  5. "Vijayawada Division – a profile" (PDF). Indian Railways. Retrieved 2013-02-13.