ଅର୍ଚ୍ଚନା (କବିତା ସଙ୍କଳନ)
ଦେଖଣା
ଅର୍ଚ୍ଚନା (କବିତା ସଙ୍କଳନ) | |
---|---|
ଲେଖକ | କୁନ୍ତଳା କୁମାରୀ ସାବତ |
ଭାଷା | ଓଡ଼ିଆ |
ବିଭାଗ | କବିତା |
ପ୍ରକାଶକ | କୁନ୍ତଳା କୁମାରୀ ସାବତ |
ପ୍ରକାଶ ତାରିଖ | ୧୯୨୭ |
ମାଧ୍ୟମ ପ୍ରକାର | ଛାପାବହି |
ଛାପାଖାନା | ବି.ଏସ. ଦାସ, ମୁକୁର ପ୍ରେସ, କଟକ |
ପୃଷ୍ଠା | ୧୯୪ |
ଅର୍ଚ୍ଚନା ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତଙ୍କ ରଚିତ[୧] ଏକ ଓଡ଼ିଆ କବିତା ସଙ୍କଳନ ।[୨]ବିଳ୍ୱଦଳ", "ଦୁର୍ବାଦଳ", "ଚମ୍ପାଦଳ" ଓ "ଶତଦଳ" ନାମରେ ନାମିତ ଚାରୋଟି ଅଧ୍ୟାୟର ସମନ୍ୱିତ ଏହି ପୁସ୍ତକରେ ଶତାଧିକ ପଦ୍ୟ ପ୍ରକାଶିତ ହୋଇଛି । କବିତାଗୁଡ଼ିକ ମାଧ୍ୟମରେ କବି ଦୁଃଖୀ, ଗରିବ ଓ ନିଷ୍ପେସିତ ଲୋକଙ୍କର ସ୍ୱରକୁ ପ୍ରତିଫଳିତ କରିଛନ୍ତି ।[୩]
ଆହୁରି ଦେଖନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ Susie J. Tharu; Ke Lalita (1991). Women Writing in India: 600 B.C. to the early twentieth century. Feminist Press at CUNY. pp. 470–. ISBN 978-1-55861-027-9.
- ↑ କୁନ୍ତଳା କୁମାରୀ ସାବତ. ଅର୍ଚ୍ଚନା (କବିତା ସଙ୍କଳନ). ଗୌରୀଶଙ୍କର ରାୟ, ପ୍ରଭାସ ଚନ୍ଦ୍ର ଛାପାଖାନା, କଟକ (୧୯୪୦)
- ↑ "Kuntala Kumari Sabat : A True Patriotic Litterateur and Reflection of Her Literary Works on Gandhian Movement" (PDF). Orissa Review (August 2010): 26.[permanent dead link]
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |