Jump to content

ୟୁସୁଫ ପଠାଣ

ଉଇକିପିଡ଼ିଆ‌ରୁ
(Yusuf Pathanରୁ ଲେଉଟି ଆସିଛି)
ୟୁସୁଫ ପଠାଣ
ବ୍ୟକ୍ତିଗତ ତଥ୍ୟ
ନାମୟୁସୁଫ ଖାନ ପଠାଣ
ଜନ୍ମଛାଞ୍ଚ:ଜନ୍ମ ତାରିଖ ଓ ବୟସ
ବରୋଦା, ଗୁଜରାଟ, ଭାରତ
ଉଚ୍ଚତା1.88 m (6 ft 2 in)
ବ୍ୟାଟିଂ ପ୍ରକାରଡାହାଣହାତୀ
ବୋଲିଂ ପ୍ରକାରRight arm off break
ଭୂମିକାAll-rounder
ସମ୍ପର୍କୀୟIrfan Pathan (half-brother)
ଅନ୍ତର୍ଜାତୀୟ ତଥ୍ୟ
National side
ପ୍ରଥମ ଦିନିକିଆ (cap ୧୭୨)୧୦ ଜୁନ ୨୦୦୮ ୨୦୦୮ v ପାକିସ୍ତାନ
ଶେଷ ଦିନିକିଆ୧୮ ମାର୍ଚ ୨୦୧୨ v ପାକିସ୍ତାନ
ଦିନିକିଆ ଜାମା ନମ୍ବର୨୮
ପ୍ରଥମ ଟି୨୦ (cap ୧୮)୨୨ ସେପ୍ଟେମ୍ବର ୨୦୦୭ v ଅଷ୍ଟ୍ରେଲିଆ
ଶେଷ ଟି୨୦୩୦ ମାର୍ଚ ୨୦୧୨ v ଦକ୍ଷିଣ ଆଫ୍ରିକା
ଟି୨୦ ଜାମା ନମ୍ବର୨୮
ଘରୋଇ ଦଳ ତଥ୍ୟ
YearsTeam
2001/02presentବରୋଦା
20082010ରାଜସ୍ଥାନ ରାୟଲ୍ସ
2011presentକଲିକତା ନାଇଟ ରାଇଡ଼ର
Career statistics
ପ୍ରତିଯୋଗିତା ODIs FC List A T20I
ମ୍ୟାଚ ସଂଖ୍ୟା ୫୭ ୫୨ ୧୩୪ ୨୨
ମୋଟ ରନ ୨,୮୫୫ ୨,୯୭୯ ୨୩୬
ବ୍ୟାଟିଂ ହାର ୨୭.୦୦ ୩୯.୬୫ ୩୩.୧୦ ୧୮.୧୫
ଶତକ/ଅର୍ଦ୍ଧଶତକ ୨/୩ ୭/୧୨ ୭/୧୩ ୦/୦
ସର୍ବାଧିକ ରନ ୧୨୩* ୨୧୦* ୧୪୮ ୩୭*
ବଲ ସଂଖ୍ୟା ୧,୪୯୦ ୮,୫୨୯ ୪,୪୭୧ ୩୦୫
ଉଇକେଟ ୩୩ ୧୨୪ ୯୪ ୧୩
ବୋଲିଂ ହାର ୪୧.୩୬ ୩୧.୪୯ ୪୦.୧୪ ୩୩.୬୯
ଇନିଙ୍ଗସରେ ୫ଟି ଉଇକେଟ {{{fivefor1}}} ୧୦
ମ୍ୟାଚରେ ୧୦ଟି ଉଇକେଟ n/a n/a n/a
ସବୁଠୁ ଭଲ ବୋଲିଂ ୩/୪୯ ୬/୪୭ ୫/୫୨ ୨/୨୨
କ୍ୟାଚ/ଷ୍ଟମ୍ପିଙ୍ଗ 17/ 53/ 52/ 9/
Source: ESPNCricinfo, ୬ ଜାନୁୟାରୀ ୨୦୧୩

ୟୁସୁଫ ପଠାଣ (ଜନ୍ମ ୧୭ ନଭେମ୍ବର ୧୯୮୨) ଭାରତୀୟ କ୍ରିକେଟ ଦଳର ଜଣେ ସଦସ୍ୟ। ୟୁସୁଫ ତାଙ୍କ ପ୍ରଥମ ରଣଜୀ ୨୦୦୧/୦୨ରେ ଆରମ୍ଭ କରିଥିଲେ । ସେ ଜଣେ ଦକ୍ଷ ଓ ଦୁର୍ଦାନ୍ତ ଡାହାଣହାତୀ ବ୍ୟଟ୍ସମ୍ୟାନ ଓ ଡାହାଣହାତୀ ଅଫ ବ୍ରେକ ବୋଲର । ତାଙ୍କ ସାନ ଭାଇ ଇରଫାନ ପଠାଣ ମଧ୍ୟ ଜଣେ ଭାରତୀୟ କ୍ରିକେଟ ଦଳର ସଦସ୍ୟ ।

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

ୟୁସୁଫ ଜନ୍ମ ଗୁଜରାଟରେ ପଠାଣ ପରିବାର (ପଠାଣ ସମ୍ପ୍ରଦାୟ)ରେ ହୋଇଥିଲା ।[] ସେ ମୁମ୍ବାଇର ଜଣେ physiotherapist ଆଫ୍ରିନଙ୍କୁ ୨୭ ମାର୍ଚ ୨୦୧୩ରେ ବିବାହ କରିଥିଲେ । ତାଙ୍କର ୧୭ ଏପ୍ରିଲ ୨୦୧୪ରେ ଏକ ପୁତ୍ର ସନ୍ତାନ ଜାତ ହୋଇଥିଲା ।[]

କ୍ୟାରିୟର

[ସମ୍ପାଦନା]

୨୦୦୭ରେ ଦେଓଧର ଟ୍ରଫିରେ ଉନତ ପ୍ରଦର୍ଶନ ପରେ ତାଙ୍କୁ ଭାରତୀୟ ଦଳରେ ସ୍ଥାନ ମିଳିଥିଲା ଓ ସେ ତାଙ୍କ ପ୍ରଥମ ମ୍ୟାଚ twenty20 ବିଶ୍ୱକପ ଫାଇନାଲରେ(ଏପ୍ରିଲ ୨୦୦୭) ଖେଳିଥିଲେ ଓ ୧୫ ରନ କରିଥିଲେ । ଆଇପିଏଲରେ ଭଲ ପ୍ରଦର୍ଶନ କରିବାଦ୍ୱାରା ତାଙ୍କୁ ଭାରତୀୟ ଦିନିକିଆ ଦଳରେ ସ୍ଥାନ ଦିଅ ଯାଇଥିଲା । ସେ ତାଙ୍କ ପ୍ରଥମ ଦିନିକିଆ ମ୍ୟାଚ ପାକିସ୍ତାନ ବିପକ୍ଷରେ ୧୦ ଜୁନ ୨୦୦୮ରେ ଖେଳିଥିଲେ । ସେ ୨୦୦୧୧ ବିଶ୍ୱକପରେ ସ୍ଥାନ ପାଇଥିଲେ । ୨୦୦୭ସେ ସେ ରାଜସ୍ଥାନ ରୟାଲ ଦଳ ତରଫରୁ ଆଇପିଏଲ ଖେଳିଥିଲେ ଓ ମୁମ୍ବାଇ ଇଣ୍ଡିଆନ ବିପକ୍ଷ ମ୍ୟାଚରେ ମାତ୍ର ୩୭ଟି ବଲ ଖେଳି ୧୦୦ ରନ କରି ରେକଡ ସୃଷ୍ଟି କରିଥିଲେ । ୨୦୧୧ରେ ସେ କଲିକତା ନାଇଟ ରାଇଡ଼ର ତରଫରୁ ଆଇପିଏଲ ଖେଳିଥିଲେ ।

ପ୍ରଦର୍ଶନ

[ସମ୍ପାଦନା]
ଆଇପିଏଲରେ ୟୁସୁଫଙ୍କ ପ୍ରଦର୍ଶନ
ବର୍ଷଦଳଇନିନ୍ସରନସର୍ବାଧିକଆଭେରଜସ୍ଟ୍ରାଇକ ରେଟ୧୦୦୫୦ଚଉକାଛକା
୨୦୦୮ରାଜସ୍ଥାନ ରୟାଲ[][][]୧୫୪୩୫୬୮୩୧.୦୭୧୭୯.୦୧୪୩୨୫
୨୦୦୯୧୩୨୪୩୬୨*୨୦.୨୫୧୩୨.୭୮୨୪୧୨
୨୦୧୦୧୪୩୩୩୧୦୦୨୭.୭୫୧୬୫.୬୭୨୨୨୪
୨୦୧୧କଲିକତା ନାଇଟ ରାଇଡ଼ର[][]୧୧୨୮୩୪୭*୨୮.୩୦୧୪୦.୭୯୨୪୧୩
୨୦୧୨୧୭୧୯୪୪୦*୧୯.୪୦୧୧୪.୭୯୧୦
୨୦୧୩୧୬୩୩୨୭୨୩୦.୧୮୧୩୮.୩୩୩୦୧୪
2008-2013 Total[]୯୧୧୮୨୦୧୦୦୨୬.୩୭୧୪୭.୧୩୧୫୩୯୫
ୟୁସୁଫଙ୍କ ଦିନିକିଆ ଶତକ
#ରନବଲଚଉକାଛକାବିରୋଧୀ ଦଳସହର/ଦେଶସ୍ଥାନବର୍ଷ
୧୨୩*୯୬ New ZealandIndia Bangalore, IndiaM. Chinnaswamy Stadium୨୦୧୦
2୧୦୫୭୦ South AfricaSouth Africa Centurion, South AfricaSuperSport Park୨୦୧୧
  1. Alikuzai, Hamid Wahed (October 2013). A Concise History of Afghanistan in 25 Volumes. Trafford Publishing. p. 607. ISBN 9781490714417. Cricket is largely a legacy of British rule in Pakistan and India, and many Pashtuns have become prominent participants, such as Shahid Afridi, Imran Khan and Irfan Pathan. {{cite book}}: |access-date= requires |url= (help)
  2. "I will dedicate an innings to my newborn son, says Yusuf Pathan". Mid-Day. 18 April 2014.
  3. "Indian Premier League, 2007/08 / Records / Most runs". Retrieved 20 May 2012.
  4. "Indian Premier League, 2009 / Records / Most runs". Retrieved 20 May 2012.
  5. "Indian Premier League, 2009/10 / Records / Most runs". Retrieved 20 May 2012.
  6. "Indian Premier League, 2011 / Records / Most runs". Retrieved 20 May 2012.
  7. "Indian Premier League, 2012 / Records / Most runs". Retrieved 31 May 2012.
  8. "Indian Premier League / Records / Most runs". Retrieved 20 May 2012.