Jump to content

ଭିଲାଣ୍ଟେରୋଲ

ଉଇକିପିଡ଼ିଆ‌ରୁ
(Vilanterolରୁ ଲେଉଟି ଆସିଛି)
ଭିଲାଣ୍ଟେରୋଲ
Clinical data
Trade namesWith fluticasone: Breo Ellipta, Relvar Ellipta
With umeclidinium: Anoro Ellipta
With both: Trelegy Ellipta
AHFS/Drugs.commonograph
data
Pregnancy
category
    Routes of
    administration
    By inhalation
    Legal status
    Legal status
    • AU: S4 (Prescription only)
    • UK: POM (Prescription only)
    • US: ℞-only
    • ℞ (Prescription only)
    Identifiers
    • 4-{(1R)-2-[(6-{2-[(2,6-Dichlorobenzyl)oxy]ethoxy}hexyl)amino]-1-hydroxyethyl}-2-(hydroxymethyl)phenol
    ECHA InfoCard100.217.751 Edit this at Wikidata
    Chemical and physical data
    FormulaC24H33Cl2NO5
    Molar mass୪୮୬.୪୩ g·mol−1
    3D model (JSmol)
    • c1cc(c(c(c1)Cl)COCCOCCCCCCNC[C@@H](c2ccc(c(c2)CO)O)O)Cl
    • InChI=1S/C24H33Cl2NO5/c25-21-6-5-7-22(26)20(21)17-32-13-12-31-11-4-2-1-3-10-27-15-24(30)18-8-9-23(29)19(14-18)16-28/h5-9,14,24,27-30H,1-4,10-13,15-17H2/t24-/m0/s1
    • Key:DAFYYTQWSAWIGS-DEOSSOPVSA-N

    ଭିଲାଣ୍ଟେରୋଲ ହେଉଛି ଏକ ଔଷଧ ଯାହା ମୁଖ୍ୟତ କ୍ରନିକ ଅବଷ୍ଟ୍ରକ୍ଟିଭ ଫୁସଫୁସ ରୋଗ (COPD)ର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ଆଜମା ରୋଗର ଅବନତିକୁ ରୋକିବା ପାଇଁ ଏହା ମଧ୍ୟ ବ୍ୟବହୃତ ହୋଇପାରେ ।[] ଏହା ଅନ୍ୟ ଔଷଧ ସହିତ ମିଶି ପ୍ରଶ୍ୱାସରେ ନିଆଯାଏ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନାକ ଏବଂ ଗଳାର ଉତ୍ତେଜନା, ଛତ୍ରକ ରୋଗ ବା ଥ୍ରଶ୍ (thrush) ଏବଂ ଛାତି ଯନ୍ତ୍ରଣା ହୋଇପାରେ ।[] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲକ୍‌ସିସ ଏବଂ ବ୍ରୋଙ୍କୋସ୍ପାଜ୍ମ ହୋଇପାରେ ।[] ଏହା ଏକ ଦୀର୍ଘ କାଳୀନ କାର୍ଯ୍ୟକାରୀ β<sub>୨</sub> ଆଡ୍ରେନୋରିସେପ୍ଟର ଆଗୋନିଷ୍ଟ (LABA) ଅଟେ | []

    ୨୦୧୩ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଫ୍ଲୁଟିକାସୋନ ସହିତ ଭିଲାଣ୍ଟେରୋଲ ଦେବାକୁ ଅନୁମୋଦିତ ହୋଇଥିଲା ।[] ଏହା ଉମେକ୍ଲିଡିନିଅମ/ଭିଲାଣ୍ଟେରୋଲ ଏବଂ ଫ୍ଲୁଟିକାସୋନ/ଉମେକ୍ଲିଡିନିଅମ/ ଭିଲାଣ୍ଟେରୋଲ୍ ନାମରେ ମଧ୍ୟ ଉପଲବ୍ଧ ।[] [] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଏକ ମାସର ଔଷଧ ଖର୍ଚ୍ଚ ପ୍ରାୟ ୨୦ରୁ ୪୫ ପାଉଣ୍ଡ ହୋଇଥାଏ ।[] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୧୯୦ ଡଲାର ଅଟେ ।[]

    1. 1 2 3 4 5 "Vilanterol Monograph for Professionals". Drugs.com (in ଇଂରାଜୀ). Archived from the original on 17 January 2021. Retrieved 15 September 2021.
    2. 1 2 3 4 BNF (80 ed.). BMJ Group and the Pharmaceutical Press. September 2020 – March 2021. p. 279. ISBN 978-0-85711-369-6.{{cite book}}: CS1 maint: date format (link)
    3. "FDA approves Breo Ellipta to treat chronic obstructive pulmonary disease". web.archive.org. 18 January 2017. Archived from the original on 18 January 2017. Retrieved 15 September 2021.{{cite web}}: CS1 maint: bot: original URL status unknown (link)
    4. "Breo Ellipta Prices, Coupons & Savings Tips - GoodRx". GoodRx. Archived from the original on 25 April 2020. Retrieved 15 September 2021.