ଭିଲାଣ୍ଟେରୋଲ
| Clinical data | |
|---|---|
| Trade names | With fluticasone: Breo Ellipta, Relvar Ellipta With umeclidinium: Anoro Ellipta With both: Trelegy Ellipta |
| AHFS/Drugs.com | monograph |
| data | |
| Pregnancy category |
|
| Routes of administration | By inhalation |
| Legal status | |
| Legal status | |
| Identifiers | |
| |
| ECHA InfoCard | 100.217.751 |
| Chemical and physical data | |
| Formula | C24H33Cl2NO5 |
| Molar mass | ୪୮୬.୪୩ g·mol−1 |
| 3D model (JSmol) | |
| |
| |
ଭିଲାଣ୍ଟେରୋଲ ହେଉଛି ଏକ ଔଷଧ ଯାହା ମୁଖ୍ୟତ କ୍ରନିକ ଅବଷ୍ଟ୍ରକ୍ଟିଭ ଫୁସଫୁସ ରୋଗ (COPD)ର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଆଜମା ରୋଗର ଅବନତିକୁ ରୋକିବା ପାଇଁ ଏହା ମଧ୍ୟ ବ୍ୟବହୃତ ହୋଇପାରେ ।[୨] ଏହା ଅନ୍ୟ ଔଷଧ ସହିତ ମିଶି ପ୍ରଶ୍ୱାସରେ ନିଆଯାଏ ।[୨]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନାକ ଏବଂ ଗଳାର ଉତ୍ତେଜନା, ଛତ୍ରକ ରୋଗ ବା ଥ୍ରଶ୍ (thrush) ଏବଂ ଛାତି ଯନ୍ତ୍ରଣା ହୋଇପାରେ ।[୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲକ୍ସିସ ଏବଂ ବ୍ରୋଙ୍କୋସ୍ପାଜ୍ମ ହୋଇପାରେ ।[୧] ଏହା ଏକ ଦୀର୍ଘ କାଳୀନ କାର୍ଯ୍ୟକାରୀ β<sub>୨</sub> ଆଡ୍ରେନୋରିସେପ୍ଟର ଆଗୋନିଷ୍ଟ (LABA) ଅଟେ | [୧]
୨୦୧୩ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଫ୍ଲୁଟିକାସୋନ ସହିତ ଭିଲାଣ୍ଟେରୋଲ ଦେବାକୁ ଅନୁମୋଦିତ ହୋଇଥିଲା ।[୩] ଏହା ଉମେକ୍ଲିଡିନିଅମ/ଭିଲାଣ୍ଟେରୋଲ ଏବଂ ଫ୍ଲୁଟିକାସୋନ/ଉମେକ୍ଲିଡିନିଅମ/ ଭିଲାଣ୍ଟେରୋଲ୍ ନାମରେ ମଧ୍ୟ ଉପଲବ୍ଧ ।[୧] [୨] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଏକ ମାସର ଔଷଧ ଖର୍ଚ୍ଚ ପ୍ରାୟ ୨୦ରୁ ୪୫ ପାଉଣ୍ଡ ହୋଇଥାଏ ।[୨] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୧୯୦ ଡଲାର ଅଟେ ।[୪]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ "Vilanterol Monograph for Professionals". Drugs.com (in ଇଂରାଜୀ). Archived from the original on 17 January 2021. Retrieved 15 September 2021.
- ↑ ୨.୦ ୨.୧ ୨.୨ ୨.୩ BNF (80 ed.). BMJ Group and the Pharmaceutical Press. September 2020 – March 2021. p. 279. ISBN 978-0-85711-369-6.
{{cite book}}: CS1 maint: date format (link) - ↑ "FDA approves Breo Ellipta to treat chronic obstructive pulmonary disease". web.archive.org. 18 January 2017. Archived from the original on 18 January 2017. Retrieved 15 September 2021.
{{cite web}}: CS1 maint: bot: original URL status unknown (link) - ↑ "Breo Ellipta Prices, Coupons & Savings Tips - GoodRx". GoodRx. Archived from the original on 25 April 2020. Retrieved 15 September 2021.