ଭେଲାଗ୍ଲୁସେରେଜ ଆଲଫା
Clinical data | |
---|---|
Trade names | Vpriv |
AHFS/Drugs.com | monograph |
data |
|
Routes of administration | Intravenous |
Legal status | |
Legal status | |
Pharmacokinetic data | |
Bioavailability | N/A |
Elimination half-life | Plasma: 5–12 minutes (absorbed by macrophages) |
Chemical and physical data | |
Formula | C2532H3850N672O711S16 |
Molar mass | ୫୫,୫୯୩.୬୧ g·mol−1 |
(verify) |
ଭେଲାଗ୍ଲୁସେରେଜ ଆଲଫା, (ଇଂରାଜୀ ଭାଷାରେ Velaglucerase alfa), ଭିପ୍ରିଭ (Vpriv) ଏହାର ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ଗାଉଚର ରୋଗ ପ୍ରକାର ୧ ପାଇଁ ବ୍ୟବହୃତ ହୁଏ ।[୧] ପ୍ରତି ଦୁଇ ସପ୍ତାହରେ ଥରେ ଏହା ଧୀରେ ଧୀରେ ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ । ଇମିଗ୍ଲୁସେରେଜ ସହିତ ଏହା ସମାନ ପ୍ରଭାବଶାଳୀ ।[୨]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ପେଟ ଯନ୍ତ୍ରଣା, ମୁଣ୍ଡବିନ୍ଧା, ମୁଣ୍ଡ ବୁଲାଇବା, ହାଡ ଯନ୍ତ୍ରଣା, ତରଳ ପଦାର୍ଥ ସଂଚାରଣ ସମ୍ବନ୍ଧୀୟ ପ୍ରତିକ୍ରିୟା, ଥକାପଣ ଏବଂ ଜ୍ୱର ହୋଇପାରେ ।[୨] ଏହି ଔଷଧ ବିରୁଦ୍ଧରେ ଆଣ୍ଟିବାଡି ଗଠନ ହୋଇପାରେ ।[୩] ଏହା ନିଖୋଜ ଏନଜାଇମ୍ ଗ୍ଲୁକୋସେରେବ୍ରୋସାଇଡେଜ୍ ପ୍ରତିସ୍ଥାପନ କରି କାର୍ଯ୍ୟ କରେ ଏବଂ ଏହିପରି ଗ୍ଲୁକୋସେରେବ୍ରୋସାଇଡ୍ ଭାଙ୍ଗିବାରେ ମଧ୍ୟ ସହଜ ହୁଏ ।
୨୦୧୦ ମସିହାରେ ୟୁରୋପ ଏବଂ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଭେଲାଗ୍ଲୁରେଜ ଆଲଫା ଅନୁମୋଦିତ ହୋଇଥିଲା ।[୨] [୩] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଏହାର ୪୦୦ ୟୁନିଟର ମୂଲ୍ୟ ପ୍ରାୟ ୧୪୦୦ ପାଉଣ୍ଡ ଅଟେ ।[୧] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୧୫୦୦ ଡଲାର ଅଟେ ।[୪] ସାଧାରଣ ୭୦ କିଲୋଗ୍ରାମ ଓଜନର ବ୍ୟକ୍ତିଙ୍କ ପାଇଁ କାନାଡ଼ାରେ ୨୦୧୭ ସୁଦ୍ଧା ବର୍ଷକୁ ପ୍ରାୟ ୧୫୦,୦୦୦ରୁ ୫୬୦,୦୦୦ କାନାଡ଼ା ଡଲାର ଖର୍ଚ୍ଚ ହୋଇଥାଏ ।[୫] ଏହା ରେକମ୍ବିନାଣ୍ଟଡିଏନଏ କୌଶଳ ଦ୍ୱାରା ପ୍ରସ୍ତୁତ ହୁଏ ।
ଆଧାର
[ସମ୍ପାଦନା]- ↑ ୧.୦ ୧.୧ BNF (80 ed.). BMJ Group and the Pharmaceutical Press. September 2020 – March 2021. p. 1125. ISBN 978-0-85711-369-6.
{{cite book}}
: CS1 maint: date format (link) - ↑ ୨.୦ ୨.୧ ୨.୨ "Vpriv EPAR". European Medicines Agency (EMA). Archived from the original on 29 October 2020. Retrieved 13 August 2020. Text was copied from this source which is © European Medicines Agency. Reproduction is authorized provided the source is acknowledged.
- ↑ ୩.୦ ୩.୧ "Velaglucerase Alfa Monograph for Professionals". Drugs.com (in ଇଂରାଜୀ). Retrieved 13 September 2021.
- ↑ "VPRIV Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 18 April 2021. Retrieved 13 September 2021.
- ↑ "Table 12, CDR Cost Comparison Table for Drug Therapies for GD1". www.ncbi.nlm.nih.gov (in ଇଂରାଜୀ). CADTH. August 2017. Archived from the original on 22 September 2021. Retrieved 13 September 2021.