ଭାଣ୍ଡେଟାନିବ
Clinical data | |
---|---|
Trade names | Caprelsa |
Synonyms | ZD6474 |
AHFS/Drugs.com | monograph |
MedlinePlus | a611037 |
data |
|
Pregnancy category | |
Routes of administration | By mouth[୧] |
Legal status | |
Legal status | |
Pharmacokinetic data | |
Protein binding | 90–96% |
Metabolism | CYP3A4, FMO1, FMO3 |
Elimination half-life | 19 days (mean)[୨] |
Excretion | 44% faeces, 25% urine |
Identifiers | |
| |
ECHA InfoCard | 100.195.611 |
Chemical and physical data | |
Formula | C22H24BrFN4O2 |
Molar mass | ୪୭୫.୩୬ g·mol−1 |
3D model (JSmol) | |
| |
| |
(verify) |
ଭାଣ୍ଡେଟାନିବ (ଇଂରାଜୀ ଭାଷାରେ Vandetanib), କ୍ୟାପେଲସା ଏହାର ବିକ୍ରୟ ନାମ, ହେଉଛି ଏକ କର୍କଟରୋଧୀ ଔଷଧ ଯାହା ଏକ ପ୍ରକାର ଥାଇରଏଡ କର୍କଟ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ, ବିଶେଷ ଭାବରେ ମେଡୁଲାରି ଥାଇରଏଡ କର୍କଟ ।[୧] ରୋଗ ଅତି ଖରାପ ଦିଗକୁ ଯିବା ପୂର୍ବରୁ ଏହା ସମୟ ସୀମା ବୃଦ୍ଧି କରେଇଥାଏ । [୧] ଏହା ପାଟିରେ ଦିଆଯାଏ ।[୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବ୍ରଣ, ଉଚ୍ଚ ରକ୍ତଚାପ, ମୁଣ୍ଡବିନ୍ଧା, କମ୍ ରକ୍ତ କ୍ୟାଲସିୟମ୍, ନିମ୍ନ ରକ୍ତ ଶର୍କରା ଏବଂ ତରଳ ଝାଡ଼ା ହୋଇପାରେ ।[୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ କ୍ୟୁଟି ବିସ୍ତାର, ସୌର ସମ୍ବେଦନଶୀଳତା, କେଶ ଝଡ଼ିବା, ଫୁଲା ଏବଂ କର୍ଣ୍ଣିଆରେ ଜମିଥିବା କିଛି ପଦାର୍ଥ ହୋଇପାରେ ।[୧] [୩] ଗର୍ଭାବସ୍ଥାରେ କିମ୍ବା ସ୍ତନ୍ୟପାନ ସମୟରେ ଏହା ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୪] ଏହା କାଇନେଜ ଇନହିବିଟ ଭାବରେ କାମ କରେ, ମୁଖ୍ୟତଃ ଭାସ୍କୁଲାର ଏଣ୍ଡୋଥେଲିଆଲ୍ ଅଭିବୃଦ୍ଧି ଫ୍ୟାକ୍ଟର୍ ରିସେପ୍ଟର 2 (VEGFR2) ଏବଂ ଏପିଡର୍ମାଲ୍ ବୃଦ୍ଧି ଫ୍ୟାକ୍ଟର୍ ରିସେପ୍ଟର (EGFR) | [୫]
୨୦୧୧ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଭାଣ୍ଡେଟାନିବ ଅନୁମୋଦନ କରାଯାଇଥିଲା ।[୧] ଯୁକ୍ତରାଜ୍ୟରେ ୨୦୨୦ ସୁଦ୍ଧା ମାସକୁ ୫୦୦୦ ପାଉଣ୍ଡ ଖର୍ଚ୍ଚ ହେଉଥିଲା ।[୩] ଯୁକ୍ତରାଷ୍ଟ୍ରରେ ଏହି ରାଶିରମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୧୬,୦୦୦ ଡଲାର ଥିଲା ।[୬] ସେତେବେଳେ କାନାଡ଼ାରେ ୨୦୧୭ ସୁଦ୍ଧା ମାସକୁ ପ୍ରାୟ ୫୯୦୦ କାନାଡ଼ା ଡଲାର ଖର୍ଚ୍ଚ ହେଉଥିଲା ।[୭]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "Vandetanib Monograph for Professionals". Drugs.com (in ଇଂରାଜୀ). Archived from the original on 24 July 2012. Retrieved 6 August 2021.
- ↑ ୨.୦ ୨.୧ "Caprelsa- vandetanib tablet, film coated". DailyMed. 19 June 2020. Archived from the original on 27 October 2020. Retrieved 8 December 2020.
- ↑ ୩.୦ ୩.୧ BNF (80 ed.). BMJ Group and the Pharmaceutical Press. September 2020 – March 2021. p. 1061. ISBN 978-0-85711-369-6.
{{cite book}}
: CS1 maint: date format (link) - ↑ "Vandetanib (Caprelsa) Use During Pregnancy". Drugs.com (in ଇଂରାଜୀ). Archived from the original on 29 October 2020. Retrieved 6 August 2021.
- ↑ "Definition of vandetanib". NCI Drug Dictionary. National Cancer Institute. 2011-02-02. Archived from the original on 2018-01-24. Retrieved 2021-05-02.
- ↑ "Caprelsa Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 27 August 2021. Retrieved 6 August 2021.
- ↑ "pCODR Expert Review Committee Final Recommendation" (PDF). CADTH. Archived (PDF) from the original on 19 October 2018. Retrieved 6 August 2021.