ଭାଣ୍ଡେଟାନିବ

ଉଇକିପିଡ଼ିଆ‌ରୁ
ଭାଣ୍ଡେଟାନିବ
Clinical data
Trade namesCaprelsa
SynonymsZD6474
AHFS/Drugs.commonograph
MedlinePlusa611037
data
Pregnancy
category
Routes of
administration
By mouth[୧]
Legal status
Legal status
Pharmacokinetic data
Protein binding90–96%
MetabolismCYP3A4, FMO1, FMO3
Elimination half-life19 days (mean)[୨]
Excretion44% faeces, 25% urine
Identifiers
  • N-(4-bromo-2-fluorophenyl)-6-methoxy-7-[(1-methylpiperidin-4-yl)methoxy]quinazolin-4-amine
ECHA InfoCard100.195.611 Edit this at Wikidata
Chemical and physical data
FormulaC22H24BrFN4O2
Molar mass୪୭୫.୩୬ g·mol−1
3D model (JSmol)
  • CN1CCC(CC1)COc2cc3c(cc2OC)c(ncn3)Nc4ccc(cc4F)Br
  • InChI=1S/C22H24BrFN4O2/c1-28-7-5-14(6-8-28)12-30-21-11-19-16(10-20(21)29-2)22(26-13-25-19)27-18-4-3-15(23)9-17(18)24/h3-4,9-11,13-14H,5-8,12H2,1-2H3,(H,25,26,27) checkY
  • Key:UHTHHESEBZOYNR-UHFFFAOYSA-N checkY
  (verify)

ଭାଣ୍ଡେଟାନିବ (ଇଂରାଜୀ ଭାଷାରେ Vandetanib), କ୍ୟାପେଲସା ଏହାର ବିକ୍ରୟ ନାମ, ହେଉଛି ଏକ କର୍କଟରୋଧୀ ଔଷଧ ଯାହା ଏକ ପ୍ରକାର ଥାଇରଏଡ କର୍କଟ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ, ବିଶେଷ ଭାବରେ ମେଡୁଲାରି ଥାଇରଏଡ କର୍କଟ ।[୧] ରୋଗ ଅତି ଖରାପ ଦିଗକୁ ଯିବା ପୂର୍ବରୁ ଏହା ସମୟ ସୀମା ବୃଦ୍ଧି କରେଇଥାଏ । [୧] ଏହା ପାଟିରେ ଦିଆଯାଏ ।[୧]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବ୍ରଣ, ଉଚ୍ଚ ରକ୍ତଚାପ, ମୁଣ୍ଡବିନ୍ଧା, କମ୍ ରକ୍ତ କ୍ୟାଲସିୟମ୍, ନିମ୍ନ ରକ୍ତ ଶର୍କରା ଏବଂ ତରଳ ଝାଡ଼ା ହୋଇପାରେ ।[୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ କ୍ୟୁଟି ବିସ୍ତାର, ସୌର ସମ୍ବେଦନଶୀଳତା, କେଶ ଝଡ଼ିବା, ଫୁଲା ଏବଂ କର୍ଣ୍ଣିଆରେ ଜମିଥିବା କିଛି ପଦାର୍ଥ ହୋଇପାରେ ।[୧] [୩] ଗର୍ଭାବସ୍ଥାରେ କିମ୍ବା ସ୍ତନ୍ୟପାନ ସମୟରେ ଏହା ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୪] ଏହା କାଇନେଜ ଇନହିବିଟ ଭାବରେ କାମ କରେ, ମୁଖ୍ୟତଃ ଭାସ୍କୁଲାର ଏଣ୍ଡୋଥେଲିଆଲ୍ ଅଭିବୃଦ୍ଧି ଫ୍ୟାକ୍ଟର୍ ରିସେପ୍ଟର 2 (VEGFR2) ଏବଂ ଏପିଡର୍ମାଲ୍ ବୃଦ୍ଧି ଫ୍ୟାକ୍ଟର୍ ରିସେପ୍ଟର (EGFR) | [୫]

୨୦୧୧ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଭାଣ୍ଡେଟାନିବ ଅନୁମୋଦନ କରାଯାଇଥିଲା ।[୧] ଯୁକ୍ତରାଜ୍ୟରେ ୨୦୨୦ ସୁଦ୍ଧା ମାସକୁ ୫୦୦୦ ପାଉଣ୍ଡ ଖର୍ଚ୍ଚ ହେଉଥିଲା ।[୩] ଯୁକ୍ତରାଷ୍ଟ୍ରରେ ଏହି ରାଶିରମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୧୬,୦୦୦ ଡଲାର ଥିଲା ।[୬] ସେତେବେଳେ କାନାଡ଼ାରେ ୨୦୧୭ ସୁଦ୍ଧା ମାସକୁ ପ୍ରାୟ ୫୯୦୦ କାନାଡ଼ା ଡଲାର ଖର୍ଚ୍ଚ ହେଉଥିଲା ।[୭]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "Vandetanib Monograph for Professionals". Drugs.com (in ଇଂରାଜୀ). Archived from the original on 24 July 2012. Retrieved 6 August 2021.
  2. ୨.୦ ୨.୧ "Caprelsa- vandetanib tablet, film coated". DailyMed. 19 June 2020. Archived from the original on 27 October 2020. Retrieved 8 December 2020.
  3. ୩.୦ ୩.୧ BNF (80 ed.). BMJ Group and the Pharmaceutical Press. September 2020 – March 2021. p. 1061. ISBN 978-0-85711-369-6.{{cite book}}: CS1 maint: date format (link)
  4. "Vandetanib (Caprelsa) Use During Pregnancy". Drugs.com (in ଇଂରାଜୀ). Archived from the original on 29 October 2020. Retrieved 6 August 2021.
  5. "Definition of vandetanib". NCI Drug Dictionary. National Cancer Institute. 2011-02-02. Archived from the original on 2018-01-24. Retrieved 2021-05-02.
  6. "Caprelsa Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 27 August 2021. Retrieved 6 August 2021.
  7. "pCODR Expert Review Committee Final Recommendation" (PDF). CADTH. Archived (PDF) from the original on 19 October 2018. Retrieved 6 August 2021.