Jump to content

ଉମା ଭେଣ୍ଡେ

ଉଇକିପିଡ଼ିଆ‌ରୁ
(Uma Bhendeରୁ ଲେଉଟି ଆସିଛି)
ଉମା ଭେଣ୍ଡେ‌
ଜନ୍ମ
ଅନୁସୟା ସାକାରିକାର[୧]

(1945-05-31)୩୧ ମଇ ୧୯୪୫
Died୧୯ ଜୁଲାଇ ୨୦୧୭(2017-07-19) (ବୟସ ୭୨)19 July 2017
ପେଷାଅଭିନତ୍ରୀ
କାର୍ଯ୍ୟକାଳ୧୯୬୦–୨୦୦୦
ଜୀବନସାଥୀପ୍ରକଶ ଭେଣ୍ଡେ
Childrenପ୍ରସାଦ ଭେଣ୍ଡେ, ପ୍ରସନ୍ନ ଭେଣ୍ଡେ
ପୁରସ୍କାରଚିତ୍ରଭୂଷଣ

ଉମା ଭେଣ୍ଡେ (୧୯୪୫ - ୧୯ ଜୁଲାଇ ୨୦୧୭)[୨] ଜଣେ ଭାରତୀୟ ଅଭିନେତ୍ରୀ ଯିଏକି ମରାଠୀ କଥାଚିତ୍ର, ଦୂରଦର୍ଶନ ଏବଂ ଥିଏଟରରେ କାମ କରୁଥିଲେ । ସେ ୧୯୬୦ ମସିହରେ ମରାଠୀ ଚଳଚ୍ଚିତ୍ର ଆକାସଗଙ୍ଗା ଜରିଆରେ ଅଭିନୟ କରିବା ଆରମ୍ଭ କରିଥିଲେ । ସେ ଆମି ଜାଟୋ ଆମଚିଆ ଗଭା (୧୯୬୮), ଅଙ୍ଗାଇ (୧୯୬୮), ଭାଲୁ (୧୯୮୦) ଆଦି ଚଳଚ୍ଚିତ୍ରରେ ଅଭିନୟ ପାଇଁ ଜଣାଶୁଣା । ମରାଠୀ ଚଳଚ୍ଚିତ୍ର ଜଗତ ପ୍ରତି ତାଙ୍କର ଅବଦାନ ପାଇଁ ତାଙ୍କୁ ଚିତ୍ରାଭୂଷଣ ପୁରସ୍କାର ଦିଆଯାଇଥିଲା ।[୩]

ଅଭିନୀତ କଥାଚିତ୍ର

[ସମ୍ପାଦନା]
  1. ↑ "Actress Uma Bhende passed away". Daink Bhaskar. Retrieved 19 July 2017.
  2. ↑ "Actress Uma Bhende passed away". Maharashtra Times Online. Archived from the original on 22 July 2017. Retrieved 19 July 2017.
  3. ↑ "सचिन पिळगावकर आणि उमा भेंडे यंदाचे'चित्रभूषण'" [Sachin Pilgaonkar and Uma Bhende gets awarded]. Loksatta (in Marathi). Pune. Indian Express. Archived from the original on 2016-03-05. Retrieved 19 Jul 2017.{{cite web}}: CS1 maint: unrecognized language (link)

ବାହାର ଲିଙ୍କ୍

[ସମ୍ପାଦନା]