ଉମା ଭେଣ୍ଡେ
ଉମା ଭେଣ୍ଡେ | |
---|---|
ଜନ୍ମ | ଅନୁସୟା ସାକାରିକାର[୧] ୩୧ ମଇ ୧୯୪୫ |
ମୃତ୍ୟୁ | ୧୯ ଜୁଲାଇ ୨୦୧୭ | (ବୟସ ୭୨)19 July 2017
ବୃତ୍ତି | ଅଭିନତ୍ରୀ |
ସକ୍ରିୟ ବର୍ଷ | ୧୯୬୦–୨୦୦୦ |
ଜୀବନସାଥୀ | ପ୍ରକଶ ଭେଣ୍ଡେ |
ସନ୍ତାନ | ପ୍ରସାଦ ଭେଣ୍ଡେ, ପ୍ରସନ୍ନ ଭେଣ୍ଡେ |
ପୁରସ୍କାର(ଗୁଡ଼ିକ) | ଚିତ୍ରଭୂଷଣ |
ଉମା ଭେଣ୍ଡେ (୧୯୪୫ - ୧୯ ଜୁଲାଇ ୨୦୧୭)[୨] ଜଣେ ଭାରତୀୟ ଅଭିନେତ୍ରୀ ଯିଏକି ମରାଠୀ କଥାଚିତ୍ର, ଦୂରଦର୍ଶନ ଏବଂ ଥିଏଟରରେ କାମ କରୁଥିଲେ । ସେ ୧୯୬୦ ମସିହରେ ମରାଠୀ ଚଳଚ୍ଚିତ୍ର ଆକାସଗଙ୍ଗା ଜରିଆରେ ଅଭିନୟ କରିବା ଆରମ୍ଭ କରିଥିଲେ । ସେ ଆମି ଜାଟୋ ଆମଚିଆ ଗଭା (୧୯୬୮), ଅଙ୍ଗାଇ (୧୯୬୮), ଭାଲୁ (୧୯୮୦) ଆଦି ଚଳଚ୍ଚିତ୍ରରେ ଅଭିନୟ ପାଇଁ ଜଣାଶୁଣା । ମରାଠୀ ଚଳଚ୍ଚିତ୍ର ଜଗତ ପ୍ରତି ତାଙ୍କର ଅବଦାନ ପାଇଁ ତାଙ୍କୁ ଚିତ୍ରାଭୂଷଣ ପୁରସ୍କାର ଦିଆଯାଇଥିଲା ।[୩]
ଅଭିନୀତ କଥାଚିତ୍ର[ସମ୍ପାଦନା]
- ଆକାଶଗଙ୍ଗା (୧୯୬୦)
- ଅନ୍ତରିଚା ଦିଭା (୧୯୬୦)
- ସ୍ୱୟଂବର୍ ଜାଲେ ସିତେଚେ (୧୯୬୪)
- ମଲ୍ହାରୀ ମାର୍ତଣ୍ଡ (୧୯୬୫)
- ଶେଭାଚା ମାଲୁସରା (୧୯୬୬)
- ମଧୁଚନ୍ଦ୍ରା (୧୯୬୭)
- କାକା ମାଲା ଭାଚା (୧୯୬୭)
- ଅଙ୍ଗାଇ (୧୯୬୮)
- ଆମି ଜାଟୋ ଅମୁଚିଆ ଗାଭା (୧୯୬୮)
- ନାଟେ ଜାଦାଲେ ଡନ୍ ଜିଭାଞ୍ଚେ (୧୯୭୧)
- ଟି ପାଚ୍ ନାଜୁକ୍ ବୋଟ୍ (୧୯୭୨)
- ଆଶି ହି ସତରିଆଚି ତରହା (୧୯୭୪)
- ଭାଲୁ (୧୯୮୦)
- ଚାତକ ଚାନ୍ଦନୀ (୧୯୮୨)
- ଥୋରାତାନଚି କମଲା (୧୯୮୪)
- ପ୍ରେମସାଥୀ ଭଟେଲ ତେ (୧୯୮୭)
- ଆପାନ ୟାନା ପାହିଲାତ କା (୧୯୯୨)
- ଆଇ ଥୋର ତୁଜେ ଉପକାର (୨୦୦୧)
ଆଧାର[ସମ୍ପାଦନା]
- ↑ "Actress Uma Bhende passed away". Daink Bhaskar. Retrieved 19 July 2017.
- ↑ "Actress Uma Bhende passed away". Maharashtra Times Online. Retrieved 19 July 2017.
- ↑ "सचिन पिळगावकर आणि उमा भेंडे यंदाचे'चित्रभूषण'" [Sachin Pilgaonkar and Uma Bhende gets awarded]. Loksatta (in Marathi). Pune. Indian Express. Retrieved 19 Jul 2017.
{{cite web}}
: CS1 maint: unrecognized language (link)
ବାହାର ଲିଙ୍କ୍[ସମ୍ପାଦନା]
- ଇଣ୍ଟରନେଟ ମୁଭି ଡାଟାବେସରେ ଉମା ଭେଣ୍ଡେ