Jump to content

ଟୁକାଟିନିବ

ଉଇକିପିଡ଼ିଆ‌ରୁ
(Tucatinibରୁ ଲେଉଟି ଆସିଛି)
ଟୁକାଟିନିବ
Clinical data
Pronunciationtoo-KA-tih-nib
Trade namesTukysa
SynonymsONT-380, ARRY-380
AHFS/Drugs.commonograph
MedlinePlusa620032
data
Pregnancy
category
    Routes of
    administration
    By mouth
    Legal status
    Legal status
    Chemical and physical data
    FormulaC26H24N8O2
    Molar mass୪୮୦.୫୩ g·mol−1
    3D model (JSmol)
    • CC1=C(C=CC(=C1)NC2=NC=NC3=C2C=C(C=C3)NC4=NC(CO4)(C)C)OC5=CC6=NC=NN6C=C5
    • InChI=1S/C26H24N8O2/c1-16-10-17(5-7-22(16)36-19-8-9-34-23(12-19)28-15-30-34)31-24-20-11-18(4-6-21(20)27-14-29-24)32-25-33-26(2,3)13-35-25/h4-12,14-15H,13H2,1-3H3,(H,32,33)(H,27,29,31)
    • Key:SDEAXTCZPQIFQM-UHFFFAOYSA-N

    ଟୁକାଟିନିବ (ଇଂରାଜୀ ଭାଷାରେ Tucatinib), ବେପାର ନାମ ଟୁକିସା, ହେଉଛି ଏକ ଔଷଧ ଯାହା ଏଚଇଆର୨-ଯୁକ୍ତାତ୍ମକ (HER2) ସ୍ତନ କର୍କଟ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ନିର୍ଦ୍ଦିଷ୍ଟ ଭାବରେ ଏହା ବ୍ୟବହୃତ ହୁଏ ଯାହା ସ୍ଥାନୀୟ ଥାଏ କିନ୍ତୁ ଆଗେଇ ଯାଇଥାଏ କିମ୍ବା ଶରୀରର ଅନ୍ୟ ଅଂଶକୁ ବ୍ୟାପିଥାଏ ।[] ଯେତେବେଳେ ଅନ୍ୟାନ୍ୟ ଔଷଧ କାମ କରେନି ସେତେବେଳେ ଏହା କ୍ୟାପେସିଟାବିନ ଏବଂ ଟ୍ରାଷ୍ଟୁଜୁମାବ ସହିତ ଏକତ୍ର ବ୍ୟବହୃତ ହୁଏ ।[] ଏହା ପାଟିରେ ଦିଆଯାଏ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ବାନ୍ତି, ଥକାପଣ, ପାଟିର ପ୍ରଦାହ, ଯକୃତ ସମସ୍ୟା ଏବଂ ରାସ ହୋଇପାରେ ।[] ପାମାର-ପ୍ଲାଣ୍ଟାର ଏରିଥ୍ରୋଡିସଏସଥେସିଆ ନାମକ ଏକ ଦାଗ ଦେଖାଯାଇପାରେ । [] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[] ଏହା ମାନବ ଏପିଡର୍ମାଲ୍ ବୃଦ୍ଧି ଫ୍ୟାକ୍ଟର୍ ରିସେପ୍ଟର 2 (HER2)ର ଏକ ଟାଇରୋସିନ କାଇନେଜ ଇନହିବିଟର ।[] []

    ୨୦୨୦ ମସିହାରେ ଆମେରିକା ଓ ଅଷ୍ଟ୍ରେଲିଆରେ,[] [] ଏବଂ୨୦୨୧ରେ ୟୁରୋପରେ ଚିକିତ୍ସା କ୍ଷେତ୍ରର ବ୍ୟବହାର ପାଇଁ ଟୁକାଟିନିବ ଅନୁମୋଦିତ ହୋଇଥିଲା ।[] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ଏହାର ଚିକିତ୍ସା ପିଛା ମାସକୁ ପ୍ରାୟ ୨୧,୦୦୦ ଡଲାର ଖର୍ଚ୍ଚ ହୋଇଥାଏ ।[]

    1. 1 2 3 4 "Tukysa". Therapeutic Goods Administration (TGA). 21 August 2020. Archived from the original on 1 October 2020. Retrieved 22 September 2020.
    2. "Tukysa- tucatinib tablet". DailyMed. Archived from the original on 28 January 2021. Retrieved 21 January 2021.
    3. 1 2 3 4 5 6 7 "Tukysa EPAR". European Medicines Agency (EMA). 9 December 2020. Archived from the original on 22 March 2021. Retrieved 18 February 2021.
    4. 1 2 3 "Tucatinib Monograph for Professionals". Drugs.com (in ଇଂରାଜୀ). Retrieved 20 September 2021.
    5. "Tukysa Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 20 September 2021.