Jump to content

ଟ୍ରାଷ୍ଟୁଜୁମାବ ଏମଟାନସାଇନ

ଉଇକିପିଡ଼ିଆ‌ରୁ
(Trastuzumab emtansineରୁ ଲେଉଟି ଆସିଛି)
ଟ୍ରାଷ୍ଟୁଜୁମାବ ଏମଟାନସାଇନ
Monoclonal antibody
TypeWhole antibody
SourceHumanized (from mouse)
Clinical data
Trade namesKadcyla
SynonymsAdo-trastuzumab emtansine, trastuzumab-DM1, T-DM1
AHFS/Drugs.commonograph
MedlinePlusa613031
data
Pregnancy
category
    Routes of
    administration
    Intravenous infusion
    Legal status
    Legal status
    Pharmacokinetic data
    BioavailabilityN/A
    Protein binding93% (in vitro)
    MetabolismLiver (CYP3A4/3A5-mediated)
    Elimination half-life4 days
    Chemical and physical data
    FormulaC6448H9948N1720O2012S44·(C47H62ClN4O13S)n
    Molar mass148.5 kg/mol
      (verify)

    ଟ୍ରାଷ୍ଟୁଜୁମାବ ଏମଟାନସାଇନ, ଏକ ବାଣିଜ୍ୟ ନାମ କାଡସିଲା, ହେଉଛି ସ୍ତନ କର୍କଟ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ ।[] ନିର୍ଦ୍ଦିଷ୍ଟ ଭାବରେ ଏହା ଏଚଇଆର୨ (HER2) ଯୁକ୍ତାତ୍ମକ ପାଇଁ ବ୍ୟବହୃତ ହୁଏ ଯାହା ଅନ୍ୟାନ୍ୟ ଔଷଧ ସହିତ ଚିକିତ୍ସା କରାଯାଇସାରିଛି ।[] ଏହା ୨୫ ମାସରୁ ୩୧ ମାସ ପର୍ଯ୍ୟନ୍ତ ସାମଗ୍ରିକ ବଞ୍ଚିବାରେ ଉନ୍ନତି କରିଥିଲା | [] ଏହା ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଥକ୍କା, ଅଇ, ଯକୃତ ସମସ୍ୟା, ରକ୍ତସ୍ରାବ, ମାଂସପେଶୀ ଯନ୍ତ୍ରଣା ଏବଂ କୋଷ୍ଠକାଠିନ୍ୟ ହୋଇପାରେ ।[] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଫୁସଫୁସ ସମସ୍ୟା, ଇନଫ୍ୟୁଜନ୍ ପ୍ରତିକ୍ରିୟା ଏବଂ ସ୍ନାୟୁଗତ ସମସ୍ୟା ହୋଇପାରେ ।[] ଗର୍ଭାବସ୍ଥାରେ ବ୍ୟବହାର ଶିଶୁର କ୍ଷତି କରିପାରେ [] ଏହା ଏକ ଆଣ୍ଟିବଡି-ଡ୍ରଗ୍ କଞ୍ଜୁଗେଟ୍ ।[] ଏଥିରେ ମୋନୋକ୍ଲୋନାଲ ଆଣ୍ଟିବଡି ଟ୍ରାଷ୍ଟୁଜୁମାବ ରହିଥାଏ ଯାହା ସାଇଟୋଟକ୍ସିକ୍ ଏଜେଣ୍ଟ ଡିଏମ୧

    (DM1) ସହିତ ସଂଯୁକ୍ତ HER2 ସହିତ ଅନୁବନ୍ଧିତ ହୋଇଥାଏ ।[]

    ୨୦୧୩ ମସିହାରେ ଆମେରିକା ଏବଂ ୟୁରୋପରେ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[] ଆଜଣେ ୭୦ କିଗ୍ରା ଓଜନର ଲୋକପାଇଁ ୯,୪୦୦ ଡଲାର ଖର୍ଚ୍ଚ ହୁଏ।[]

    1. Use During Pregnancy and Breastfeeding
    2. 1 2 3 4 5 "Kadcyla- ado-trastuzumab emtansine injection, powder, lyophilized, for solution". DailyMed. 16 May 2019. Archived from the original on 4 August 2020. Retrieved 4 December 2019.
    3. 1 2 3 "Kadcyla". Archived from the original on 29 April 2021. Retrieved 13 January 2022.
    4. "Ado-trastuzumab emtansine (Kadcyla) Use During Pregnancy". Drugs.com (in ଇଂରାଜୀ). Archived from the original on 25 January 2021. Retrieved 13 January 2022.
    5. "NCI". www.cancer.gov. 2 February 2011. Archived from the original on 3 March 2021. Retrieved 13 January 2022.
    6. "Kadcyla Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 9 February 2018. Retrieved 13 January 2022.