ଟିସୋଟୁମାବ ଭେଡୋଟିନ
Monoclonal antibody | |
---|---|
Type | Whole antibody |
Source | Human |
Target | Tissue factor (TF) |
Clinical data | |
Trade names | Tivdak |
Synonyms | Tisotumab vedotin-tftv |
AHFS/Drugs.com | monograph |
data | |
Pregnancy category |
|
Routes of administration | Intravenous |
Legal status | |
Legal status | |
Pharmacokinetic data | |
Protein binding | 68–82% (MMAE) |
Metabolism | Liver, by CYP3A4 (MMAE) |
Metabolites | MMAE |
Elimination half-life | 4 days |
Excretion | Fecal, renal (MMAE) |
ଟିସୋଟୁମାବ ଭେଡୋଟିନ (ଇଂରାଜୀ ଭାଷାରେ Tisotumab vedotin), ଟିଭଡାକ ଏହାର ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା ଗର୍ଭାଶୟ କର୍କଟ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଯେତେବେଳେ ଅନ୍ୟ କୌଣସି ଚିକିତ୍ସା ଫଳପ୍ରଦ ହୁଏ ନାହିଁ ସେତେବେଳେ ଏହା ବ୍ୟବହୃତ ହୁଏ ।[୧] ପ୍ରତି ୩ ସପ୍ତାହରେ ଥରେ ଏହା ଏକ ଶିରାରେ ଧୀରେ ଧୀରେ ଇଞ୍ଜେକସନ ଆକାରରେ ଦେଇ ଦିଆଯାଏ ।[୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଥକ୍କାପଣ, ଅଇ, ପେରିଫେରାଲ୍ ନ୍ୟୁରୋପାଥି, କେଶହାନୀ, ନାକ ରକ୍ତସ୍ରାବ, ବୃକ୍କ ସମସ୍ୟା, ଆଖି ସମସ୍ୟା, ତରଳ ଝାଡ଼ା ଏବଂ ଦାଗ ହୋଇପାରେ ।[୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ନିମୋନାଇଟିସ୍ ଅନ୍ତର୍ଭୁକ୍ତ ହୋଇପାରେ ।[୧] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୧] ଏହା ଏକ ଆଣ୍ଟିବଡି-ଡ୍ରଗ୍ କଞ୍ଜୁଗେଟ୍ ଯେଉଁଥିରେ ଟିସୋଟୁମାବର ମିଶ୍ରଣ ଯାହା ଟିସୁ ଫ୍ୟାକ୍ଟର୍ ବିରୁଦ୍ଧରେ ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଏବଂ କୋଷ ବିଭାଜନର ପ୍ରତିବନ୍ଧକ ମୋନୋମିଥାଇଲ୍ ଆରିଷ୍ଟାଟିନ୍ (MMAE ) ଥାଏ ।[୧] [୨]
୨୦୨୧ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଟିସୋଟୁମାବ ଭେଡୋଟିନ୍ ଅନୁମୋଦିତ ହୋଇଥିଲା ।[୧] ୨୦୨୨ ସୁଦ୍ଧା ଏହା ୟୁରୋପ କିମ୍ବା ବ୍ରିଟେନରେ ଅନୁମୋଦିତ ହୋଇନାହିଁ ।[୩] ଯୁକ୍ତରାଷ୍ଟ୍ରରେ ୨୦୨୨ ସୁଦ୍ଧା ୧୨୦ ମିଗ୍ରାର ଏକ ମାତ୍ରାର ମୂଲ୍ୟ ପ୍ରାୟ ୧୯,୩୦୦ ଡଲାର ଅଟେ ।[୪]
ଆଧାର
[ସମ୍ପାଦନା]- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ "Tivdak- tisotumab vedotin injection, powder, for solution". DailyMed. Archived from the original on 1 November 2021. Retrieved 31 October 2021.
{{cite web}}
: More than one of|archivedate=
and|archive-date=
specified (help); More than one of|archiveurl=
and|archive-url=
specified (help) - ↑ "Tisotumab Vedotin-tftv Monograph for Professionals". Drugs.com (in ଇଂରାଜୀ). Retrieved 27 October 2022.
- ↑ "Tisotumab vedotin". SPS - Specialist Pharmacy Service. 16 January 2021. Archived from the original on 27 October 2022. Retrieved 27 October 2022.
- ↑ "Tivdak Prices, Coupons, Copay & Patient Assistance". Drugs.com (in ଇଂରାଜୀ). Retrieved 27 October 2022.