ଦି ମାଉଣ୍ଟେନ୍ ହକି

ଉଇକିପିଡ଼ିଆ‌ରୁ
(The Mountain Hockeyରୁ ଲେଉଟି ଆସିଛି)
ଦି ମାଉଣ୍ଟେନ୍ ହକି‌
ନିର୍ଦ୍ଦେଶକଅବିନାଶ ପ୍ରଧାନ
ଦେବାଶିଷ ମହାପାତ୍ର
ପ୍ରଯୋଜକରାଜକିଶୋର ହୋତା
ମନିଷ ଭୂଷଣ ମିଶ୍ର
ସଂଳାପଅବିନାଶ ପ୍ରଧାନ
ଦେବାଶିଷ ମହାପାତ୍ର
ସଙ୍ଗୀତଅଭିଶେକ ରାଜପୁତ
ଚିତ୍ରଗ୍ରହଣବ୍ରଜରାଜ ବେହେରା
ମୁକ୍ତିଲାଭ ତାରିଖ
୪ ଜୁନ ୨୦୨୧
ଦେଶ ଭାରତ
ଭାଷାଓଡ଼ିଆ

ଦି ମାଉଣ୍ଟେନ୍ ହକି ୨୦୨୧ ମସିହାରେ ପ୍ରକାଶିତ ଅବିନାଶ ପ୍ରଧାନ ଓ ଦେବାଶିଷ ମହାପାତ୍ରଙ୍କଦ୍ୱାରା ନିର୍ଦ୍ଦେଶିତ ଏକ ଓଡ଼ିଆ ବୃତ୍ତଚିତ୍ର । ଏହା ଓଭର-ଦି-ଟପ ପ୍ଲାଟଫର୍ମରେ ପ୍ରକାଶିତ ପ୍ରଥମ ଓଡ଼ିଆ ବୃତ୍ତଚିତ୍ର ।[୧][୨] ଏହର ପ୍ରଯୋଜନା କରିଥିଲେ ରାଜକିଶୋର ହୋତା ଓ ମନିଷ ଭୂଷଣ ମିଶ୍ର ।[୩]

ଏହି ଡକ୍ୟୁମେଣ୍ଟରିର ପ୍ରେରଣା ଭୁବନେଶ୍ୱରରେ ହୋଇଥିବା ୨୦୧୮ ହକି ବିଶ୍ୱକପରୁ ଆସିଥିଲା ।  ଡକ୍ୟୁମେଣ୍ଟରି ଫିଲ୍ମଟି ସମ୍ବଲପୁର ଜିଲ୍ଲାର ଆମଲିଖମାନ ବୋଲି ଗୋଟିଏ ଛୋଟ ଗାଁ ଉପରେ କେନ୍ଦ୍ରିତ । ହକିଖେଳରେ ଆଦିବାସୀମାନଙ୍କ ଅବଦାନ ପାଇଁ ଏହି ଡକ୍ୟୁମେଣ୍ଟରି ଏକ କ୍ରିତଜ୍ଞା ପରି ଦେଖା ଯାଇପାରେ ।

୪ ଜୁନ ୨୦୨୧ରେ ଏହା ଡିଜ୍‌ନି ପ୍ଲସ୍ ହଟ୍‌ଷ୍ଟାର୍‌ରେ ମୁକ୍ତିଲାଭ କରିଥିଲା ।[୪]


ଆଧାର[ସମ୍ପାଦନା]

  1. Mohapatra, Rajendra Prasad. "First Odia Documentary 'The Mountain Hockey' Released On key' Released On OTT Platform". First Odia Documentary 'The Mountain Hockey' Released On key' Released On OTT Platform (in ଇଂରାଜୀ). Retrieved 2023-08-19.
  2. "'The Mountain Hockey' becomes first Odia documentary on Disney+ Hotstar | Sambad English" (in ଆମେରିକୀୟ ଇଂରାଜୀ). 2021-06-05. Retrieved 2023-08-19.
  3. "'The Mountain Hockey' becomes first Odia documentary on Disney+ Hotstar | Sambad English" (in ଆମେରିକୀୟ ଇଂରାଜୀ). 2021-06-05. Retrieved 2023-08-22.
  4. Sahoo, Jyoti Prakash (2021-06-10). "'The Mountain Hockey'- The First-Ever Odia Documentary on Disney+Hotstar". My City Links (in ଆମେରିକୀୟ ଇଂରାଜୀ). Retrieved 2023-08-22.

ବାହାର ଆଧାର[ସମ୍ପାଦନା]