ଟେସାମୋରେଲିନ
Clinical data | |
---|---|
Trade names | Egrifta |
AHFS/Drugs.com | monograph |
MedlinePlus | a611035 |
Pregnancy category |
|
Routes of administration | Subcutaneous injection |
Legal status | |
Legal status |
|
Pharmacokinetic data | |
Bioavailability | ≤4%[୧] |
Metabolism | Proteolysis |
Elimination half-life | 26–38 min |
Excretion | Kidney |
Chemical and physical data | |
Formula | C221H366N72O67S |
Molar mass | ୫,୧୩୫.୮୬ g·mol−1 |
3D model (JSmol) | |
| |
|
ଟେସାମୋରେଲିନ (ଇଂରାଜୀ ଭାଷାରେ Tesamorelin), ଏଗ୍ରିଫ୍ଟା ଏହାର ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ଏଚ.ଆଇ.ଭି ସହ ଜଡିତ ଲାଇପୋଡିଷ୍ଟ୍ରୋଫି ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ। ।[୨] ନିର୍ଦ୍ଦିଷ୍ଟ ଭାବରେ ଏହା ଅତ୍ୟଧିକ ପେଟର ଚର୍ବି ପାଇଁ ବ୍ୟବହୃତ ହୁଏ ।[୩] ଚର୍ମ ତଳେ ଇଞ୍ଜେକସନ ଆକାରରେ ଏହା ଦିଆଯାଏ ।[୨]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଗଣ୍ଠି ଯନ୍ତ୍ରଣା, ଇଞ୍ଜେକ୍ସନ ସ୍ଥାନରେ ଲାଲ ରଙ୍ଗ, ଏବଂ ଗୋଡ ଫୁଲା ହୋଇପାରେ ।[୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା ଏବଂ କର୍କଟ ରୋଗ ହୋଇପାରେ ।[୨] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୨] ଏହା ଗ୍ରୋଥ-ହରମୋନ-ରିଲିଜିଙ୍ଗ-ହରମୋନର (growth-hormone-releasing hormone/GHRH) ଏକ ଉତ୍ପାଦିତ ରୂପ ।[୨]
୨୦୧୦ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଟେସାମୋରେଲିନ ଅନୁମୋଦିତ ହୋଇଥିଲା ।[୨] ୟୁରୋପରେ ଏହା ଅନୁମୋଦିତ ନୁହେଁ ।[୩] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ଏହା ପିଛା ମାସକୁ ପ୍ରାୟ ୬,୪୦୦ ଡଲାର ଅଟେ ।[୪]
ଆଧାର
[ସମ୍ପାଦନା]- ↑ "Egrifta (tesamorelin for injection) for Subcutaneous Use. U.S. Full Prescribing Information" (PDF). EMD Serono, Inc. Archived (PDF) from the original on 18 December 2011. Retrieved 9 April 2016.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ "Tesamorelin". drugs.com. American Society of Health-System Pharmacists. Archived from the original on 19 January 2021. Retrieved 1 October 2021.
- ↑ ୩.୦ ୩.୧ "Egrifta: Withdrawal of the marketing authorisation application". Archived from the original on 1 October 2021. Retrieved 1 October 2021.
- ↑ "Egrifta Prices, Coupons and Patient Assistance Programs". drugs.com. Archived from the original on 19 January 2021. Retrieved 1 October 2021.