ଟାଜାରୋଟିନ
| Clinical data | |
|---|---|
| Trade names | Tazorac, Avage, Zorac, others |
| AHFS/Drugs.com | monograph |
| Pregnancy category |
|
| Routes of administration | Topical |
| Legal status | |
| Legal status |
|
| Pharmacokinetic data | |
| Protein binding | >99% |
| Elimination half-life | 19 Hours |
| Identifiers | |
| |
| ECHA InfoCard | 100.115.380 |
| Chemical and physical data | |
| Formula | C21H21NO2S |
| Molar mass | ୩୫୧.୪୬ g·mol−1 |
| 3D model (JSmol) | |
| |
| |
| (verify) | |
ଟାଜାରୋଟିନ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ତାଜୋରାକ୍, ହେଉଛି ଏକ ଔଷଧ ଯାହା ମୁଖ୍ୟତଃ ପ୍ଲେକ୍ ସୋରିଆସିସ୍ ଏବଂ ବ୍ରଣର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଏହା ଫୋଟୋଏଜେଡ (ଅଲଟ୍ରାଭାୟୋଲେଟ ସଂସ୍ପର୍ଶ) ଚର୍ମ ପାଇଁ ମଧ୍ୟ ବ୍ୟବହୃତ ହୁଏ ।[୧] ଏହା ଚର୍ମରେ ପ୍ରୟୋଗ କରାଯାଏ | [୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଚର୍ମର ଲାଲିମା, ଚୋପା ଛାଡ଼ିବା, ଗଲୁ, ଏବଂ ଚର୍ମ ଯନ୍ତ୍ରଣା ହୋଇପାରେ ।[୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆତପଦାହ ଆଶଙ୍କା ବୃଦ୍ଧି ପାଇଥାଏ ।[୧] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ କିନ୍ତୁ ସ୍ତନ୍ୟପାନ ସମୟରେ ବ୍ୟବହାର ଠିକ୍ ଦେଖାଯାଏ ।[୧] [୨] ଏହା ଆସେଟିଲେନିକ ଶ୍ରେଣୀର ଏକ ତୃତୀୟ ପିଢ଼ିର ରେଟିନଏଡ୍ ଔଷଧ ।[୩] [୧]
୧୯୯୭ ମସିହାରେ ଡାକ୍ତରୀ ବ୍ୟବହାର ପାଇଁ ଟାଜାରୋଟିନ ଅନୁମୋଦିତ ହୋଇଥିଲା ।[୧] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୪] ଯୁକ୍ତରାଷ୍ଟ୍ରରେ ୦.୧% ଗ୍ରାମ ବିଶିଷ୍ଟ ଟ୍ୟୁବର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୭୦ ଡଲାର୍ ଥିଲା ।[୪] ଯୁକ୍ତରାଜ୍ୟରେ ଏହି ପରିମାଣ ଔଷଧର ମୂଲ୍ୟ ପ୍ରାୟ ୧୫ ପାଉଣ୍ଡ ଥିଲା ।[୫] ୨୦୨୧ ସୁଦ୍ଧା ଏହା ଅନ୍ୟ କେତେକ ୟୁରୋପୀୟ ଦେଶରେ ମଧ୍ୟ ଏହା ଉପଲବ୍ଧ ହୋଇଛି ।[୨]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "Tazarotene Monograph for Professionals". Drugs.com (in ଇଂରାଜୀ). Archived from the original on January 22, 2021. Retrieved 24 September 2021.
- ↑ ୨.୦ ୨.୧ "Tazarotene". SPS - Specialist Pharmacy Service. 28 April 2015. Archived from the original on September 24, 2021. Retrieved 24 September 2021.
- ↑ Thielitz A, Abdel-Naser MB, Fluhr JW, Zouboulis CC, Gollnick H (December 2008). "Topical retinoids in acne--an evidence-based overview". J Dtsch Dermatol Ges. 6 (12): 1023–31. doi:10.1111/j.1610-0387.2008.06741.x. PMID 18479477.
- ↑ ୪.୦ ୪.୧ "Tazarotene Prices, Coupons & Savings Tips - GoodRx". GoodRx. Retrieved 24 September 2021.
- ↑ BNF (80 ed.). BMJ Group and the Pharmaceutical Press. September 2020 – March 2021. p. 1330. ISBN 978-0-85711-369-6.
{{cite book}}: CS1 maint: date format (link)