ଟାଜାରୋଟିନ

ଉଇକିପିଡ଼ିଆ‌ରୁ
ଟାଜାରୋଟିନ
Skeletal formula of tazarotene
Space-filling model of the tazarotene molecule
Clinical data
Trade namesTazorac, Avage, Zorac, others
AHFS/Drugs.commonograph
Pregnancy
category
  • X (U.S.)
Routes of
administration
Topical
Legal status
Legal status
  • Prescription Only
Pharmacokinetic data
Protein binding>99%
Elimination half-life19 Hours
Identifiers
  • ethyl 6-[2-(4,4-dimethyl-3,4-dihydro-2H-1-benzothiopyran-6-yl)ethynyl]pyridine-3-carboxylate
ECHA InfoCard100.115.380 Edit this at Wikidata
Chemical and physical data
FormulaC21H21NO2S
Molar mass୩୫୧.୪୬ g·mol−1
3D model (JSmol)
  • O=C(OCC)c1ccc(nc1)C#Cc3ccc2SCCC(c2c3)(C)C
  • InChI=1S/C21H21NO2S/c1-4-24-20(23)16-7-9-17(22-14-16)8-5-15-6-10-19-18(13-15)21(2,3)11-12-25-19/h6-7,9-10,13-14H,4,11-12H2,1-3H3 checkY
  • Key:OGQICQVSFDPSEI-UHFFFAOYSA-N checkY
  (verify)

ଟାଜାରୋଟିନ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ତାଜୋରାକ୍, ହେଉଛି ଏକ ଔଷଧ ଯାହା ମୁଖ୍ୟତଃ ପ୍ଲେକ୍ ସୋରିଆସିସ୍ ଏବଂ ବ୍ରଣର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଏହା ଫୋଟୋଏଜେଡ (ଅଲଟ୍ରାଭାୟୋଲେଟ ସଂସ୍ପର୍ଶ) ଚର୍ମ ପାଇଁ ମଧ୍ୟ ବ୍ୟବହୃତ ହୁଏ ।[୧] ଏହା ଚର୍ମରେ ପ୍ରୟୋଗ କରାଯାଏ | [୧]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଚର୍ମର ଲାଲିମା, ଚୋପା ଛାଡ଼ିବା, ଗଲୁ, ଏବଂ ଚର୍ମ ଯନ୍ତ୍ରଣା ହୋଇପାରେ ।[୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆତପଦାହ ଆଶଙ୍କା ବୃଦ୍ଧି ପାଇଥାଏ ।[୧] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ କିନ୍ତୁ ସ୍ତନ୍ୟପାନ ସମୟରେ ବ୍ୟବହାର ଠିକ୍ ଦେଖାଯାଏ ।[୧] [୨] ଏହା ଆସେଟିଲେନିକ ଶ୍ରେଣୀର ଏକ ତୃତୀୟ ପିଢ଼ିର ରେଟିନଏଡ୍ ଔଷଧ ।[୩] [୧]

୧୯୯୭ ମସିହାରେ ଡାକ୍ତରୀ ବ୍ୟବହାର ପାଇଁ ଟାଜାରୋଟିନ ଅନୁମୋଦିତ ହୋଇଥିଲା ।[୧] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୪] ଯୁକ୍ତରାଷ୍ଟ୍ରରେ ୦.୧% ଗ୍ରାମ ବିଶିଷ୍ଟ ଟ୍ୟୁବର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୭୦ ଡଲାର୍ ଥିଲା ।[୪] ଯୁକ୍ତରାଜ୍ୟରେ ଏହି ପରିମାଣ ଔଷଧର ମୂଲ୍ୟ ପ୍ରାୟ ୧୫ ପାଉଣ୍ଡ ଥିଲା ।[୫] ୨୦୨୧ ସୁଦ୍ଧା ଏହା ଅନ୍ୟ କେତେକ ୟୁରୋପୀୟ ଦେଶରେ ମଧ୍ୟ ଏହା ଉପଲବ୍ଧ ହୋଇଛି ।[୨]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "Tazarotene Monograph for Professionals". Drugs.com (in ଇଂରାଜୀ). Archived from the original on January 22, 2021. Retrieved 24 September 2021.
  2. ୨.୦ ୨.୧ "Tazarotene". SPS - Specialist Pharmacy Service. 28 April 2015. Archived from the original on September 24, 2021. Retrieved 24 September 2021.
  3. Thielitz A, Abdel-Naser MB, Fluhr JW, Zouboulis CC, Gollnick H (December 2008). "Topical retinoids in acne--an evidence-based overview". J Dtsch Dermatol Ges. 6 (12): 1023–31. doi:10.1111/j.1610-0387.2008.06741.x. PMID 18479477.
  4. ୪.୦ ୪.୧ "Tazarotene Prices, Coupons & Savings Tips - GoodRx". GoodRx. Retrieved 24 September 2021.
  5. BNF (80 ed.). BMJ Group and the Pharmaceutical Press. September 2020 – March 2021. p. 1330. ISBN 978-0-85711-369-6.{{cite book}}: CS1 maint: date format (link)