ତପସ୍ୱିନୀ
(Tapaswiniରୁ ଲେଉଟି ଆସିଛି)
ତପସ୍ୱିନୀ | |
---|---|
ଲେଖକ | ଗଙ୍ଗାଧର ମେହେର |
ଭାଷା | ଓଡ଼ିଆ |
ବିଭାଗ | କବିତା ସଙ୍କଳନ |
ପ୍ରକାଶକ | ନାଳନ୍ଦା, ବିନୋଦବିହାରୀ, କଟକ |
ପୃଷ୍ଠା | ୧୬୧ |
ତପସ୍ୱିନୀ, ସ୍ୱଭାବ କବି ଗଙ୍ଗାଧର ମେହେରଙ୍କଦ୍ୱାରା ରଚିତ ଏକ କାବ୍ୟ ସଙ୍କଳନ ।[୧] ଏହାର ରଚନା ୧୯୧୩ ମସିହାରେ ସମାପ୍ତ ହୋଇଥିଲା ଏବଂ ୧୯୧୪ ମସିହାରେ ପ୍ରକାଶିତ ହୋଇଥିଲା । ଏଗାରଟି ସର୍ଗରେ ସମୃଦ୍ଧ ଏହି କାବ୍ୟଗ୍ରନ୍ଥଟିରେ ରାମ ଓ ସୀତାଙ୍କର ଜୀବନ ଓ ଆଦର୍ଶ ବର୍ଣ୍ଣନା କରାଯାଇଛି ।[୨] 'କରୁଣ ରସ'ରେ ଏହି କାବ୍ୟଟି ରଚିତ ।[୩] [୪] ପ୍ରଣବ ରଞ୍ଜନ ଭୂୟାଁ, ପୁସ୍ତକଟିକୁ ଇଂରାଜୀରେ ଅନୁବାଦ କରିଛନ୍ତି ।[୫]
ପୁସ୍ତକଟି, ଶ୍ରୀମାନ ରାମନାରାୟଣ ମିଶ୍ରଙ୍କୁ ଉତ୍ସର୍ଗୀକୃତ କରିଯାଇଛି ।
ଆଧାର[ସମ୍ପାଦନା]
- ↑ Gaçngåadhara Mehera; Jayanta Mahapatra (1998). Tapaswini: A Poem. Orissa Sahitya Akademi.
- ↑ Namita Gokhale (15 October 2009). In Search Of Sita: Revisiting Mythology. Penguin Books Limited. pp. 220–. ISBN 978-93-5118-420-1.
- ↑ http://www.navratnanews.com/ebook/The%20Banished.pdf
- ↑ ପ୍ରାଧ୍ୟାପକ ରାଜ କୁମାର ନାୟକ, ଓଡ଼ିଶା ରିଭିୟୁ, ୨୦୧୦ ସେପ୍ଟେମ୍ବର, ପ୍ରବନ୍ଧ: 'Gangadhar Meher: A Comparative Figure to Sanskrit Literature
- ↑ Gaṅgādhara Mehera (2005). The Tapaswinee. Atlantic Publishers & Dist. ISBN 978-81-269-0412-9.