ତାଡ଼ିଙ୍ଗ ଯୋଗୀ
Appearance
(Tadingi Jogiରୁ ଲେଉଟି ଆସିଛି)
ତାଡ଼ିଙ୍ଗ ଯୋଗୀ | |
---|---|
ବିଧାୟକ: ୫ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୭୧ – ୧୯୭୩ | |
ନିର୍ବାଚନ ମଣ୍ଡଳୀ | ନାରାୟଣପାଟଣା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧ ମଇ ୧୯୪୧ |
ମୃତ୍ୟୁ | ୨୪ ଫେବୃଆରୀ ୧୯୭୬ | (ବୟସ ୩୪)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ (ଆର୍) |
ଜୀବନ ସାଥୀ | ଶ୍ୟାମସୁନ୍ଦରୀ ତାଡ଼ିଙ୍ଗ |
ବାପା/ବୋଉ | ତାଡ଼ିଙ୍ଗ ନୁକା (ବାପା) |
ବୃତ୍ତି | ରାଜନୀତିଜ୍ଞ |
ତାଡ଼ିଙ୍ଗ ଯୋଗୀ (୧ ମଇ ୧୯୪୧ - ୨୪ ଫେବୃଆରୀ ୧୯୭୬) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୭୧ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ନାରାୟଣପାଟଣା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୫ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ତାଡ଼ିଙ୍ଗ ଯୋଗୀ ୧୯୪୧ ମସିହାର ମଇ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ତାଡ଼ିଙ୍ଗ ନୁକା ଓ ପତ୍ନୀଙ୍କ ନାମ ଶ୍ୟାମସୁନ୍ଦରୀ ତାଡ଼ିଙ୍ଗ ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ତାଡ଼ିଙ୍ଗ ଯୋଗୀ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରିଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
[ସମ୍ପାଦନା]ତାଡ଼ିଙ୍ଗ ଯୋଗୀ ୧୯୭୬ ମସିହାର ଫେବୃଆରୀ ୨୪ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୩୪ ବର୍ଷ ବୟସ ହୋଇଥିଲା ।
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Shri Tadingi Jogi". odishaassembly.nic.in. Odisha Assembly. Retrieved 11 October 2022.