ସ୍ୱାତୀ ବାଜପେୟୀ
ଦେଖଣା
(Swati Bajpaiରୁ ଲେଉଟି ଆସିଛି)
ସ୍ୱାତୀ ବାଜପେୟୀ | |
---|---|
ଜନ୍ମ | ମୁମ୍ବାଇ, ମହାରାଷ୍ଟ୍ର, ଭାରତ |
ଜାତୀୟତା | ଭାରତୀୟ |
ବୃତ୍ତି(ସମୂହ) | ଅଭିନେତ୍ରୀ ମଡେଲ୍ |
ସ୍ୱାତୀ ବାଜପେୟୀ ଜଣେ ଭାରତୀୟ ଦୂରଦର୍ଶନ ଅଭିନେତ୍ରୀ । ସେ ମିସେସ୍ କୌଶିକ୍ କି ପାଞ୍ଚ ବହୁୟେଁରେ ନିମ୍ମି କୌଶିକ ଭୂମିକାରେ ଅଭିନୟ ପାଇଁ ଜଣାଶୁଣା ।
ଅଭିନୟ ଜୀବନ
[ସମ୍ପାଦନା]ସରୋଜ ଖାନଙ୍କ ଉପସ୍ଥାପନାରେ, ଇମାଜିନ୍ ଟିଭିରେ ପ୍ରସାରିତ କାର୍ଯ୍ୟକ୍ରମ ନାଚ୍ଲେ ବେ ଉଇଥ୍ ସରୋଜ୍ ଖାନ୍ରେ ଭାଗ ନେଇଥିଲେ । ୨୦୦୯ ମସିହାରେ, ସେ ମଧ୍ୟ ଲକ୍ସ ପର୍ଫେକ୍ଟ ବ୍ରାଇଡ୍ କ୍ରାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ଏହାପରେ ସେ ପ୍ରାୟ ଦୁଇ ବର୍ଷ ଧରି ଜୀ ଟିଭିରେ ପ୍ରସାରିତ ଧାରାବାହିକ ମିସେସ୍ କୌଶିକ୍ କି ପାଞ୍ଚ ବହୁୟେଁରେ କାମ କରିଥିଲେ ।[୧] ଜଣେ ମଡେଲ୍ ଭାବରେ କିଛି ଦୂରଦର୍ଶନ ବିଜ୍ଞାପନରେ କାମ କରିଛନ୍ତି ଓ କିଛି ଫ୍ୟାଶନ୍ ଡିଜାଇନ୍ଙ୍କ ପାଇଁ ର୍ୟାମ୍ପରେ ଚାଲିଛନ୍ତି ।[୨][୩]
ଅଭିନୀତ ଧାରାବାହିକ
[ସମ୍ପାଦନା]ବର୍ଷ | କାର୍ଯ୍ୟକ୍ରମ | ଭୂମିକା | ଚ୍ୟାନେଲ୍ | ମନ୍ତବ୍ୟ |
---|---|---|---|---|
୨୦୦୮–୨୦୦୯ | ନାଚ୍ଲେ ବେ ଉଇଥ୍ ସରୋଜ ଖାନ | ଏନ୍ଡିଟିଭି ଇମାଜିନ୍ ଟିଭି | ||
୨୦୦୮ | ରାଜୁ ହାଜିର୍ ହୋ | |||
୨୦୦୯ | ଲକ୍ସ ପରଫେକ୍ଟ ବ୍ରାଇଡ୍ | ଷ୍ଟାର ପ୍ଲସ୍ | ପ୍ରତିଯୋଗୀ | |
୨୦୧୧–୨୦୧୩ | ମିସେସ୍ କୌଶିକ୍ କି ପାଞ୍ଚ ବହୁୟେଁ | ନିମ୍ମି ବିଟ୍ଟୁ କୌଶିକ | ଜୀ ଟିଭି | |
୨୦୧୬–୨୦୧୭ | ବାରିସ୍ | ରବି ପୱାନିଆ | ଆଣ୍ଡ୍ ଟିଭି |
ଆଧାର
[ସମ୍ପାଦନା]- ↑ "Swati Bajpai of Mrs Kaushik... pay a visit to Lalbagh Cha Raja…". Archived from the original on 2017-06-29. Retrieved 2024-05-01.
- ↑ "Actresses Swati Bajpai, Nisha Sharma attend a cultural program by Poddar International College". Archived from the original on 2016-03-04. Retrieved 2024-05-01.
- ↑ "Bigg Boss 7: Swati Bajpai And Reshmi Ghosh Latest Names". Archived from the original on 2013-12-03. Retrieved 2024-05-01.
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ସ୍ୱାତୀ ବାଜପେୟୀ