ସୁଶୀଳ କୁମାର ବାଗ
Appearance
(Sushil Kumar Bagରୁ ଲେଉଟି ଆସିଛି)
ଡକ୍ଟର ସୁଶୀଳ କୁମାର ବାଗ୍ | |
---|---|
ଜନ୍ମ | ଲେଣ୍ଡା, ବରପାଲି, ବରଗଡ଼ | ୨୫ ମଇ ୧୯୭୬
ଜାତୀୟତା | ଭାରତୀୟ |
ଶିକ୍ଷା | ଏମ୍.ଏମ୍, ଏମ୍.ଫିଲ୍, ପିଏଚ୍.ଡି. (ଓଡ଼ିଆ), ସ୍ନାତକୋତ୍ତର (ସାମ୍ବାଦିକତା ଓ ଗଣଯୋାଗଯୋଗ) |
ବୃତ୍ତି | ସାମ୍ବାଦିକତା |
ସୁଶୀଳ କୁମାର ବାଗ୍ (ଜନ୍ମ: ୨୫ ମଇ ୧୯୭୬) ଜଣେ ଓଡ଼ିଆ ସାହିତ୍ୟିକ ଅଟନ୍ତି । ସେ ମୁଖ୍ୟତଃ କ୍ଷୁଦ୍ର ଗଳ୍ପ , ପ୍ରବନ୍ଧ, ସମାଲୋଚନା ଓ ଫିଚର୍ ଲେଖନ୍ତି ।
ରଚନାବଳୀ
[ସମ୍ପାଦନା]- ନିର୍ମଳ ନିର୍ଝର
- ବସୁଧାର ବାସ୍ନା
- ପଶ୍ଚିମ ଓଡ଼ିଶାର ଲୋକ ସଂସ୍କୃତି
- ବ୍ରଜନାଥ ରଥ : କବି ଓ କବିତା
- ସନ୍ଥ କବୀର ଓ ସ୍ୱଭାବ କବି ଗଙ୍ଗାଧର
- ଉମାଶଙ୍କର ପଣ୍ଡା
ସଂପାଦିତ ଓ ସଂକଳିତ ପୁସ୍ତକ
[ସମ୍ପାଦନା]- ଗଙ୍ଗାଧର କୁଇଜ୍
- ବରପାଲିର ବରପୁତ୍ର
- ତୁଳନାର ଆଲୋକରେ ଗଙ୍ଗାଧର
- ବରଗଡ଼ ପରିଚୟ
- ଅଶୋକ ଅସରନ୍ତି (ଯୁଗ୍ମ ସଂକଳକ)
- ଗଙ୍ଗାଧର ଗ୍ରନ୍ଥାବଳୀ (ଯୁଗ୍ମ ସଂପାଦକ)
- ପର୍ଯ୍ୟଟନରେ ପଶ୍ଚିମ ଓଡ଼ିଶା
- ଅଶୋକ ଅନ୍ତଲୋର୍କନ
- ଗାଥା ଗାୟତ୍ରୀ (ଯୁଗ୍ମ ସଂପାଦନା)
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- କଥା ନବପ୍ରତିଭା ପୁରସ୍କାର - ୧୯୯୯ ( କଥା ପତ୍ରିକାଦ୍ୱାରା ପ୍ରଦତ୍ତ )
- ନିର୍ବାଣ ଯୁବ ପ୍ରତିଭା ସମ୍ମାନ-୨୦୧୩
- କବିପୁତ୍ର ଭଗବାନ ମେହେର ସମ୍ମାନ-୨୦୧୪
- ପଶ୍ଚିମା ପ୍ରବନ୍ଧ ପୁରସ୍କାର- ୨୦୧୫
- ଲେଖାଲେଖି ଯୁବ ଗାଳ୍ପିକ ପୁରସ୍କାର-୨୦୧୬
- କଣ୍ଡୁରୀ ଚରଣ ସ୍ମୃତି ସାହିତ୍ୟ ସମ୍ମାନ-୨୦୧୭
- ଅଶୋକ ଚନ୍ଦନ ସ୍ମୃତି ସମ୍ମାନ - ୨୦୧୭
- ଭୁବନେଶ୍ୱର ପୁସ୍ତକ ମେଳା ପୁରସ୍କାର[୧]-୨୦୧୭
- କଳିଙ୍ଗ ୟୁଥ୍ ଲିଟେଟାରୀ ଆଓ୍ବାର୍ଡ-୨୦୧୭
- ଦୂରଦର୍ଶୀ ସାହିତ୍ୟ ସମ୍ମାନ-୨୦୧୮
- କୈଳାସ ଚନ୍ଦ୍ର ସିଂହ ଯୁବ ସାରସ୍ୱତ ସମ୍ମାନ - ୨୦୧୯ ( ଉତ୍କଳ ସାହିତ୍ୟ ସମାଜଦ୍ୱାରା ପ୍ରଦତ୍ତ )[୨]
- ସୁବ୍ରତ ରଥ ସ୍ମାରକୀ ପୁରସ୍କାର - ୨୦୨୦ ( ଗଙ୍ଗାଧର ରଥ ଫାଉଣ୍ଡେସରଦ୍ୱାରା ପ୍ରଦତ୍ତ )[୩]
ଆଧାର
[ସମ୍ପାଦନା]- ↑ "କଥା ଝରକା". କଥା (ନଭେମ୍ବର ୨୦୨୦): ୨୮. Archived from the original on 2020-11-26. Retrieved 1 December 2020.
{{cite journal}}
: CS1 maint: bot: original URL status unknown (link) - ↑ "କବି ସୀତାକାନ୍ତ ମହାପାତ୍ର ପାଇବେ 'ଉତ୍କଳରତ୍ନ'". www.prameya.com/. ପ୍ରମେୟ. Archived from the original on 2 December 2020. Retrieved 2 December 2020.
- ↑ "ଗଙ୍ଗାଧର ରଥ ଫାଉଣ୍ଡେସନ ସମ୍ମାନ ପ୍ରଦାନ ସମାରୋହ". No. ସମ୍ବାଦ ୦୪/୧୨/୨୦୨୦ ଭୁବନେଶ୍ୱର ସଂସ୍କରଣ. ଇଷ୍ଟର୍ଣ୍ଣ ମିଡ଼ିଆ. p. ୯. Archived from the original on 4 December 2020. Retrieved 4 December 2020.