ସୁଶୀଳ କୁମାର ବାଗ

ଉଇକିପିଡ଼ିଆ‌ରୁ
ଡକ୍ଟର ସୁଶୀଳ କୁମାର ବାଗ୍‌
Born (1976-05-25) ୨୫ ମଇ ୧୯୭୬ (ବୟସ ୪୭)
ଲେଣ୍ଡା, ବରପାଲି, ବରଗଡ଼
Nationalityଭାରତୀୟ
Educationଏମ୍.ଏମ୍, ଏମ୍.ଫିଲ୍, ପିଏଚ୍.ଡି. (ଓଡ଼ିଆ), ସ୍ନାତକୋତ୍ତର (ସାମ୍ବାଦିକତା ଓ ଗଣଯୋାଗଯୋଗ)
Occupationସାମ୍ବାଦିକତା

ସୁଶୀଳ କୁମାର ବାଗ୍ (ଜନ୍ମ: ୨୫ ମଇ ୧୯୭୬) ଜଣେ ଓଡ଼ିଆ ସାହିତ୍ୟିକ ଅଟନ୍ତି । ସେ ମୁଖ୍ୟତଃ କ୍ଷୁଦ୍ର ଗଳ୍ପ , ପ୍ରବନ୍ଧ, ସମାଲୋଚନା ଓ ଫିଚର୍ ଲେଖନ୍ତି ।

ରଚନାବଳୀ[ସମ୍ପାଦନା]

  • ନିର୍ମଳ ନିର୍ଝର
  • ବସୁଧାର ବାସ୍ନା
  • ପଶ୍ଚିମ ଓଡ଼ିଶାର ଲୋକ ସଂସ୍କୃତି
  • ବ୍ରଜନାଥ ରଥ : କବି ଓ କବିତା
  • ସନ୍ଥ କବୀର ଓ ସ୍ୱଭାବ କବି ଗଙ୍ଗାଧର
  • ଉମାଶଙ୍କର ପଣ୍ଡା

ସଂପାଦିତ ଓ ସଂକଳିତ ପୁସ୍ତକ[ସମ୍ପାଦନା]

  • ଗଙ୍ଗାଧର କୁଇଜ୍
  • ବରପାଲିର ବରପୁତ୍ର
  • ତୁଳନାର ଆଲୋକରେ ଗଙ୍ଗାଧର
  • ବରଗଡ଼ ପରିଚୟ
  • ଅଶୋକ ଅସରନ୍ତି (ଯୁଗ୍ମ ସଂକଳକ)
  • ଗଙ୍ଗାଧର ଗ୍ରନ୍ଥାବଳୀ (ଯୁଗ୍ମ ସଂପାଦକ)
  • ପର୍ଯ୍ୟଟନରେ ପଶ୍ଚିମ ଓଡ଼ିଶା
  • ଅଶୋକ ଅନ୍ତଲୋର୍କନ
  • ଗାଥା ଗାୟତ୍ରୀ (ଯୁଗ୍ମ ସଂପାଦନା)

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • କଥା ନବପ୍ରତିଭା ପୁରସ୍କାର - ୧୯୯୯ ( କଥା ପତ୍ରିକାଦ୍ୱାରା ପ୍ରଦତ୍ତ )
  • ନିର୍ବାଣ ଯୁବ ପ୍ରତିଭା ସମ୍ମାନ-୨୦୧୩
  • କବିପୁତ୍ର ଭଗବାନ ମେହେର ସମ୍ମାନ-୨୦୧୪
  • ପଶ୍ଚିମା ପ୍ରବନ୍ଧ ପୁରସ୍କାର- ୨୦୧୫
  • ଲେଖାଲେଖି ଯୁବ ଗାଳ୍ପିକ ପୁରସ୍କାର-୨୦୧୬
  • କଣ୍ଡୁରୀ ଚରଣ ସ୍ମୃତି ସାହିତ୍ୟ ସମ୍ମାନ-୨୦୧୭
  • ଅଶୋକ ଚନ୍ଦନ ସ୍ମୃତି ସମ୍ମାନ - ୨୦୧୭
  • ଭୁବନେଶ୍ୱର ପୁସ୍ତକ ମେଳା ପୁରସ୍କାର[୧]-୨୦୧୭
  • କଳିଙ୍ଗ ୟୁଥ୍‌ ଲିଟେଟାରୀ ଆଓ୍ବାର୍ଡ-୨୦୧୭
  • ଦୂରଦର୍ଶୀ ସାହିତ୍ୟ ସମ୍ମାନ-୨୦୧୮
  • କୈଳାସ ଚନ୍ଦ୍ର ସିଂହ ଯୁବ ସାରସ୍ୱତ ସମ୍ମାନ - ୨୦୧୯ ( ଉତ୍କଳ ସାହିତ୍ୟ ସମାଜଦ୍ୱାରା ପ୍ରଦତ୍ତ )[୨]
  • ସୁବ୍ରତ ରଥ ସ୍ମାରକୀ ପୁରସ୍କାର - ୨୦୨୦ ( ଗଙ୍ଗାଧର ରଥ ଫାଉଣ୍ଡେସରଦ୍ୱାରା ପ୍ରଦତ୍ତ )[୩]

ଆଧାର[ସମ୍ପାଦନା]

  1. "କଥା ଝରକା". କଥା (ନଭେମ୍ବର ୨୦୨୦): ୨୮. Archived from the original on 2020-11-26. Retrieved 1 December 2020.{{cite journal}}: CS1 maint: bot: original URL status unknown (link)
  2. "କବି ସୀତାକାନ୍ତ ମହାପାତ୍ର ପାଇବେ 'ଉତ୍କଳରତ୍ନ'". www.prameya.com/. ପ୍ରମେୟ. Archived from the original on 2 December 2020. Retrieved 2 December 2020.
  3. "ଗଙ୍ଗାଧର ରଥ ଫାଉଣ୍ଡେସନ ସମ୍ମାନ ପ୍ରଦାନ ସମାରୋହ". No. ସମ୍ବାଦ ୦୪/୧୨/୨୦୨୦ ଭୁବନେଶ୍ୱର ସଂସ୍କରଣ. ଇଷ୍ଟର୍ଣ୍ଣ ମିଡ଼ିଆ. p. ୯. Archived from the original on 4 December 2020. Retrieved 4 December 2020.