Jump to content

ସୁଲିଣ୍ଡାକ

ଉଇକିପିଡ଼ିଆ‌ରୁ
(Sulindacରୁ ଲେଉଟି ଆସିଛି)
ସୁଲିଣ୍ଡାକ
Clinical data
Trade namesClinoril, others
AHFS/Drugs.commonograph
MedlinePlusa681037
Pregnancy
category
  • AU: C
  • US: C (Risk not ruled out)
    Routes of
    administration
    By mouth
    Legal status
    Legal status
    • AU: S4 (Prescription only)
    • UK: POM (Prescription only)
    • US: ℞-only
    Pharmacokinetic data
    BioavailabilityApproximately 90% (Oral)
    Metabolism?
    Onset of action1 hr[]
    Elimination half-life7.8 hours, metabolites up to 16.4 hours
    Duration of actionUp to 16 hr[]
    ExcretionKidney (50%) and fecal (25%)
    Identifiers
    • {(1Z)-5-fluoro-2-methyl-1-[4-(methylsulfinyl)benzylidene]-1H-indene-3-yl}acetic acid
    ECHA InfoCard100.048.909 Edit this at Wikidata
    Chemical and physical data
    FormulaC20H17FO3S
    Molar mass୩୫୬.୪୧ g·mol−1
    3D model (JSmol)
    Melting point182 to 185 °C (360 to 365 °F) (decomp.)
    • O=S(c1ccc(cc1)\C=C3/c2ccc(F)cc2\C(=C3C)CC(=O)O)C
    • InChI=1S/C20H17FO3S/c1-12-17(9-13-3-6-15(7-4-13)25(2)24)16-8-5-14(21)10-19(16)18(12)11-20(22)23/h3-10H,11H2,1-2H3,(H,22,23)/b17-9- checkY
    • Key:MLKXDPUZXIRXEP-MFOYZWKCSA-N checkY
      (verify)

    ସୁଲିଣ୍ଡାକ ହେଉଛି ଏକ ନନ୍ ଷ୍ଟେରଏଡାଲ୍ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଔଷଧ (NSAID) ଯାହା ଯନ୍ତ୍ରଣା ଏବଂ ପ୍ରଦାହର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ଗାଉଟ, ଅଷ୍ଟିଓଆର୍ଥ୍ରାଇଟିସ୍ ଏବଂ ରିଉମାଟଏଡ ଆର୍ଥ୍ରାଇଟିସ୍ ଭଳି ରୋଗମାନଙ୍କରେ ଏହା ଦିଆଯାଏ ।[] ଏହା ପାଟିରେ ଦିଆଯାଏ ।[] ଏହି ଔଷଧର ପ୍ରଭାବ ପ୍ରାୟ ଏକ ଘଣ୍ଟା ମଧ୍ୟରେ ଆରମ୍ଭ ହୋଇ ୧୬ ଘଣ୍ଟା ପର୍ଯ୍ୟନ୍ତ ରହିଥାଏ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି, ତରଳ ଝାଡ଼ା, ରାସ, ମୁଣ୍ଡବିନ୍ଧା ଏବଂ ପାକସ୍ଥଳୀରେ ଅସୁବିଧା ହୋଇପାରେ ।[] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଯକୃତ ସମସ୍ୟା, ପାନକ୍ରିଆଟାଇଟିସ, ଆଲର୍ଜି ପ୍ରତିକ୍ରିୟା, ବୃକ୍‌କ ସମସ୍ୟା, ପାକସ୍ଥଳୀ ରକ୍ତସ୍ରାବ ଏବଂ ହୃଦଘାତ ହୋଇପାରେ ।[] ଗର୍ଭାବସ୍ଥାର ପରବର୍ତ୍ତୀ ଭାଗରେ ଏହାକୁ ବ୍ୟବହାର କରିବା ଉଚିତ୍ ନୁହେଁ ।[] ଏହା କ‌କ୍ସ-୧ ଓ କ‌କ୍ସ-୨ମାନଙ୍କୁ (COX-1 ଏବଂ COX-2) ଅବରୋଧ କରି କାର୍ଯ୍ୟକ୍ଷମ ହୁଏ।[]

    ୧୯୬୯ ମସିହାରେ ସୁଲିଣ୍ଡାକ ପେଟେଣ୍ଟ୍ ହୋଇଥିଲା ଏବଂ ୧୯୭୬ରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[] ଯୁକ୍ତରାଜ୍ୟରେ ଏହି ଔଷଧର ୨୦୦ମିଗ୍ରା ବିଶିଷ୍ଟ ୫୬ଟି ଟାବଲେଟର ମୂଲ୍ୟ ୪୦ ପାଉଣ୍ଡ ।[] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୧୫ ଡଲାର ଅଟେ । []

    1. 1 2 3 Aschenbrenner, Diane S.; Venable, Samantha J. (2009). Drug Therapy in Nursing (in ଇଂରାଜୀ). Lippincott Williams & Wilkins. p. 411. ISBN 978-0-7817-6587-9. Archived from the original on 2021-10-15. Retrieved 2021-10-15.
    2. 1 2 3 4 5 "Sulindac Monograph for Professionals". Drugs.com (in ଇଂରାଜୀ). Archived from the original on 30 September 2020. Retrieved 15 October 2021.
    3. 1 2 3 4 BNF (80 ed.). BMJ Group and the Pharmaceutical Press. September 2020 – March 2021. p. 1213. ISBN 978-0-85711-369-6.{{cite book}}: CS1 maint: date format (link)
    4. Fischer, Jnos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 517. ISBN 9783527607495. Archived from the original on 2021-07-26. Retrieved 2020-10-17.
    5. "Sulindac Prices, Coupons & Savings Tips - GoodRx". GoodRx. Retrieved 15 October 2021.